Browsing Category

Entertainment

All entertainment related news will be uploaded here

ଆଜି ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ଆଞ୍ଜେଲ

ଶୁଭମ ସିନେ ପ୍ରଡ଼କସନ ବ୍ୟାନରରେ ନିର୍ମିତ, ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ ସସ୍ପେନ୍ସ, ଥ୍ରୀଲର ଭରା ଓଡ଼ିଆ ଚଳଚ୍ଚିତ୍ର “ଆଞ୍ଜେଲ”  ପରଦାକୁ ଆସୁଛି। ଏହି ନୂଆ ଚଳଚିତ୍ର  ଆଜି ଓଡିଶାର ୨୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭି କରିବ। ଶନିବାର ଦିନ ୨ଟାରେ ଶ୍ରୀୟା ସିନେମା ହଲରେ ଏହାର ପ୍ରିମିୟର…

ମହାକୁମ୍ଭରେ ବୁଡ଼ ପକାଇଲେ ପୁନମ ପାଣ୍ଡେ

ମୌନୀ ଅମାବାସ୍ୟା ଅବସରରେ ଅଭିନେତ୍ରୀ ପୁନମ ପାଣ୍ଡେ ପ୍ରୟାଗରାଜର କୁମ୍ଭ ନଗରୀରେ ପହଞ୍ଚିଥିଲେ। ମହାକୁମ୍ଭରେ ପହଞ୍ଚିଥିବା ପୁନମ ପାଣ୍ଡେ ପୂର୍ବରୁ ଘୋଷଣା କରିଥିଲେ ଯେ ସେ ମହାକୁମ୍ଭ ଯିବେ। ସଙ୍ଗମ କୂଳରେ ବୁଡ଼ ପକାଇବା ପରେ, ସେ ଡଙ୍ଗାରେ ବସି କିଛି ସମୟ ବୁଲାବୁଲି ମଧ୍ୟ କରିଥିଲେ। ସେ ଫଟୋ…

ଖୁବଶୀଘ୍ର ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହେବାକୁ ଯାଉଛି ‘ଲଭ୍‌ୟାପା’

ରୋମାଣ୍ଟିକ୍ ଓ କମେଡିରେ ଭରପୂର ଫିଲ୍ମ 'ଲଭ୍‌ୟାପା' ଖୁବଶୀଘ୍ର ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ ସହିତ ସୁପରଷ୍ଟାର୍‌ ଆମୀର ଖାନ୍‌ଙ୍କ ପୁଅ ଜୁନୈଦ ଖାନ୍‌ ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ମଧ୍ୟ ବଡ଼ ପରଦାରେ ଡେବ୍ୟୁ କରିବେ । ନିକଟରେ 'ଲଭ୍‌ୟାପା'ର…

୩୨ ବର୍ଷ ବୟସରେ ପାଦ ଥାପିଛନ୍ତି ଅଭିନେତ୍ରୀ ଶେହନାଜ୍‌ କୌର ଗିଲ୍‌

ପଞ୍ଜାବର କ୍ୟାଟ୍ରିନା ଭାବେ ବେଶ ଜଣାଶୁଣା ଅଭିନେତ୍ରୀ ଶେହନାଜ୍‌ କୌର ଗିଲ୍‌ ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି । ଏକ ବିଶେଷ ଢଙ୍ଗରେ ଅଭିନେତ୍ରୀ ଶେହନାଜଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ଭାଇ ଶାହାବାଜ୍‌ । ଇନଷ୍ଟାଗ୍ରାମରେ ଶାହାବାଜ୍‌ ଏକ ଭିଡିଓ ସେୟାର କରିଛନ୍ତି ।  ଶାହାବାଜ୍‌…

ପାୟଲ ଏବଂ କୃତିକାଙ୍କ ମଧ୍ୟରେ ସମ୍ପର୍କରେ ଫାଟ

ବିଗ ବସ୍‌ ଓଟିଟି ପରେ ୟୁଟ୍ୟୁବର ଅରମାନ ମଲ୍ଲିକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅରମାନ ଦୁଇଜଣଙ୍କୁ ବିବାହ କରିଥିବାରୁ ସବୁବେଳେ ଟ୍ରୋଲ ହୋଇଥାନ୍ତି। ତାଙ୍କର ଦୁଇ ସ୍ତ୍ରୀ ପାୟଲ ଏବଂ କୃତିକା ଏକାଠି ରୁହନ୍ତି। ଦୁହେଁ ଭଉଣୀ ପରି ଚଳନ୍ତି। ପାୟଲ ଏବଂ କୃତିକା ମିଶି ଘର ଏବଂ ବ୍ୟବସାୟର ଯତ୍ନ…

ଖଣ୍ଡଗିରି ଯାତ୍ରାରେ ଅଶ୍ଲିଳ ନୃତ୍ୟ ପରିବେଷଣ କଲେ ଠେଙ୍ଗାପାହାର

ପୁଣି ସୀମା ଟପିଲେ ନିଶା ମହାରଣା, ଯାତ୍ରା ମଞ୍ଚରେ କଲେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ । କୋରାପୁଟ ବୈପାରୀଗୁଡା ସଦର ମହକୁମା ଠାରେ ଅନୁଷ୍ଠିତ ହେଉଥିବା ପାର୍ବତୀ ଗଣନାଟ୍ୟର ଯାତ୍ରା ମଞ୍ଚ ଉପରେ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ଗୁରୁବାର ରାତିରେ ଏଭଳି ଘଟଣା ଘଟିଥିବା ବେଳେ…

 ଓସ୍କାର ୨୦୨୫ ପୁରସ୍କାର ଦୌଡ଼ରେ ‘ଅନୁଜା’

ଓସ୍କାର ୨୦୨୫ ପୁରସ୍କାର ଦୌଡ଼ରେ ଭାରତୀୟ ସିନେମାର ପ୍ରତିନିଧିତ୍ବ ‘ଅନୁଜା’ କରିବ। ମିଣ୍ଡି କାଲିଙ୍ଗ, ଗୁନୀତ ମୋଙ୍ଗା ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦ୍ବାରା ନିର୍ମିତ ଏହି ସିନେମାକୁ ସର୍ବଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ଚଳିତବର୍ଷର ଓସ୍କାର ପୁରସ୍କାର ପାଇଁ…

ହାସ୍ୟ ଅଭିନେତା କପିଲ ଶର୍ମା ଓ ଅଭିନେତା ରାଜପାଲ ଯାଦବଙ୍କୁ ମିଳିଛି ଧମକପୂର୍ଣ୍ଣ ଇମେଲ୍

ହାସ୍ୟ ଅଭିନେତା କପିଲ ଶର୍ମା ଓ ଅଭିନେତା ରାଜପାଲ ଯାଦବଙ୍କୁ ମିଳିଛି ଧମକପୂର୍ଣ୍ଣ ଇମେଲ୍। ତେବେ ନୃତ୍ୟ ନିର୍ଦ୍ଦେଶକ ରେମୋ ଡିସୁଜା ଏବଂ କଣ୍ଠଶିଳ୍ପୀ ତଥା କମେଡିଆନ୍‌ ସୁଗନ୍ଧା ମିଶ୍ରଙ୍କୁ ମଧ୍ୟ ଏହି ଧମକ ମିଳିଛି।  ମେଲ୍‌ରେ ଲେଖାଯାଇଛି, ‘‘ଆମେ ତୁମର ସାମ୍ପ୍ରତିକ କାର୍ଯ୍ୟକଳାପ ଉପରେ ନଜର…

‘ବିଗ୍ ବସ୍ ୧୮’ର ବିଜେତା ହେଲେ ଅଭିନେତା କରଣ ବୀର ମେହେରା

ଅପେକ୍ଷାର ଅନ୍ତ ହେଲା । 'ବିଗ୍ ବସ୍ ୧୮'ର ବିଜେତା ହେଲେ ଅଭିନେତା କରଣ ବୀର ମେହେରା । ଶ୍ରେଷ୍ଠ ୬ ଜଣ ଫାଇନାଲିଷ୍ଟଙ୍କୁ ହରାଇ ଟ୍ରଫି ହାତେଇଲେ କରଣ । 'ବିଗ୍ ବସ୍ ୧୮'କୁ ମିଳିଲା ନୂଆ ବିଜେତା । ସର୍ବାଧିକ ଭୋଟ ପାଇ 'ବିଗ୍ ବସ୍ ୧୮' ସିଜିନର ବିଜୟ ମୁକଟ ପିନ୍ଧିଛନ୍ତି କରଣ ବୀର ମେହେରା ।…

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା, ବିଗ୍ ବସ୍ ୧୮କୁ ମିଳିବ ନୂଆ ବିଜେତା

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆଜି ହେଉଛି ବିଗ୍ ବସ୍ ୧୮ର ଗ୍ରାଣ୍ଡ୍ ଫାଇନାଲ୍ । 'ବିଗ୍ ବସ୍ ୧୮'କୁ ମିଳିବ ନୂଆ ବିଜେତା । ଶୋ' କୁ ବର୍ତ୍ତମାନ ଶ୍ରେଷ୍ଠ ୬ ଜଣ ପ୍ରତିଯୋଗୀ ମିଳିସାରିଲେଣି । ଭିଭିଅନ୍ ଡିସେନା, କରଣଭୀର ମେହେରା, ରଜତ ଦଲାଲ, ଅବିନାଶ ମିଶ୍ର, ଚୁମ୍ ଦାରାଙ୍ଗ ଏବଂ ଇଶା…