Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Entertainment
All entertainment related news will be uploaded here
ଓସ୍କାର ଦୌଡ଼ରେ”ଲାପତା ଲେଡିଜ୍”
ଲାପତା ଲେଡିଜ୍’କୁ ମିଲିଲା ଅଫିସିଆଲ୍ ଏଣ୍ଟ୍ରି, ଇଣ୍ଡିଆ ଦି ଓସ୍କାର ଆୱାର୍ଡରେ ମିଳିଲା ଏଣ୍ଟ୍ରି । ଏପରି ହେବା ନେଇ ଆଶା କରିନଥିଲେ ଫିଲ୍ମର ନିର୍ଦ୍ଦେଶକ କିରଣ ରାଓ । ଚଳିତ ବର୍ଷ ଅନେକ ଭଲ ସିନେମା ତିଆରି ହୋଇଛି ବୋଲି ସେ ଭାବିଥିଲେ । କିରଣ ରାଓ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି,…
ଚିରଞ୍ଜୀବୀଙ୍କୁ ଗିନିଜ ୱାଲର୍ଡ ରେକର୍ଡ
ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ଚିରଞ୍ଜୀବୀ ପରିଚିତ। ସିନେ ଜଗତର ପ୍ରଥମ ଅଭିନେତା ଭାବେ ସେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି।ହାଇଦ୍ରାବାଦରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଗିନିଜ ୱାଲର୍ଡ ରେକର୍ଡ ପ୍ରତିନିଧି ତଥା ଆମୀର ଖାନ୍…
ଶାହିଦଙ୍କୁ ନେଇ କ’ଣ କହିଲେ କରୀନା?
କରୀନା କପୁର ଖାନ୍ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୫ବର୍ଷ ପୂରଣ କରିଛନ୍ତି। ଏହାକୁ ପାଳନ କରିବା ପାଇଁ ତାଙ୍କ ନାମରେ ଏକ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହୋଇଛି | ସେପ୍ଟେମ୍ବର ୨୦ରୁ ଆରମ୍ଭ ହୋଇଥିବା ଏହି ପର୍ବ ୨୭ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ କରୀନାଙ୍କର ଅନେକ ଚଳଚ୍ଚିତ୍ର…
ଆଇଫୋନ୍ ୧୬ ପ୍ରୋ ମାସ୍କ ବ୍ୟବହାର କରୁଛନ୍ତି ମାଧୁରୀ ଦୀକ୍ଷିତ
ଆଇଫୋନ 16 ସିରିଜ ଭାରତରେ ବିକ୍ରି ହେବା ପଇଁ ଏବେ ଉପଲବ୍ଧ । ଆପଲର ଏହି ଲାଟେଷ୍ଟ ଫାନକୁ ନେଇ ଲୋକଙ୍କ ଭିତରେ ଖୁବ ଖୁସି ଦେଖିବାକୁ ମିଳୁଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଖୁସି ସାଧାରଣ ଲୋକଙ୍କ ଭିତରେ ନୁହିଁ । ବରଂ ସେଲିବ୍ରିଟିମାନଙ୍କ ମଧ୍ୟରେ ବି ରହିଛି ।…
ଧନୁଷଙ୍କ ନିର୍ଦ୍ଦେଶିତ ‘ଇଡଲି କଡ଼ାଇ’ଫିଲ୍ମ ପୋଷ୍ଟର ରିଲିଜ୍
ଉଭୟ ସାଉଥ୍ ଏବଂ ବଲିଉଡରେ ନିଜ ନିକ୍ଷୁଣ ଅଭିନୟର ଜଲୱା ଦ୍ୱାରା ଦର୍ଶକଙ୍କ ହୃଦୟରେ ରାଜ କରିପାରିଛନ୍ତି । ରାୟନ୍, ରାନଝଣା, କ୍ୟାପଟେନ୍ ମିଲର, ଶମିତାଭ, ଅତରଙ୍ଗି ରେ, ଭାଥି, ୱଡା ଚେନ୍ନାଇ ଇତ୍ୟାଦି ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ତାଙ୍କ ଆଗାମୀ ଫିଲ୍ମ ‘ଇଡଲି କଡ଼ାଇ’କୁ…
ସଲମାନଙ୍କ ସୁରକ୍ଷାରେ ତ୍ରୁଟି
ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ କାରକୁ ଫଲୋ କରିଥିଲେ। ଏହା ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଗାଲାକ୍ସି ବାହାରେ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ୧୮ସେପ୍ଟେମ୍ବର ମଧ୍ୟରାତ୍ରିରେ ଏହି…
ରେକର୍ଡ ଭାଙ୍ଗିଲା Stree-2
ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସ୍ତ୍ରୀ-୨’। ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନଙ୍କ ବ୍ଲକବଷ୍ଟର ସିନେମା ‘ଜୱାନ’ର ଲାଇଫଟାଇମ ହିନ୍ଦୀ କଲେକ୍ସନ ରେକର୍ଡକୁ ପଛରେ ପକାଇବାରେ ସଫଳ ହୋଇଛି ସ୍ତ୍ରୀ-୨ । ଏ ନେଇ ଫିଲ୍ମ ଟ୍ରେଡ ଏକ୍ସପର୍ଟ ତରଣ ଆଦର୍ଶ ସୂଚନା ଦେଇଛନ୍ତି । ରିଲିଜର…
ଶ୍ରେଷ୍ଠ ଅଭିନେତ୍ରୀ ଐଶ୍ୱର୍ଯ୍ୟା
ଇଣ୍ଡିଆନ୍ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍ସ (ଏସ୍ଆଇଆଇଏମ୍ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍ ସେଲଭନ: ପାର୍ଟ ୨’ରେ ଦମଦାର ଅଭିନୟ ପାଇଁ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଏହି ସମାରୋହରେ ଶ୍ରେଷ୍ଠ ଅଗ୍ରଣୀ ଅଭିନେତ୍ରୀ…
ରାମ୍ପରେ ଚାଲିଲେ ହିନା
ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟରେ ପୀଡ଼ିତ ଥିବା କଥା ସମସ୍ତଙ୍କ ସହିତ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସେୟାର କରିଥିଲେ। ସେ ଏବେ ତୃତୀୟ ପର୍ଯ୍ୟାୟ କର୍କଟରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଛନ୍ତି। ଏଭଳି ସମୟରେ ସେ ଲୋକଙ୍କୁ କାମ ପାଇଁ ଦେଇଥିବା ପ୍ରତିଶ୍ରୁତି…
ଲୁଚିଛପି ବିବାହ କରଛନ୍ତି ଆଦିତ୍ୟ ରାଓ ହାଇଦରୀ
ବଲିଉଡ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ଏବଂ ଅଭିନେତା ସିଦ୍ଧାର୍ଥ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଥିଲା। ଦୁହେଁ କେବେ ବିବାହ କରିବେ ସେହି ଦିନକୁ ଦୁହିଁଙ୍କ ପ୍ରଶଂସକ ଅନାଇ ବସିଥିବା ବେଳେ ଏବେ ସେମାନଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି। ମାର୍ଚ୍ଚରେ ଏହି ଦମ୍ପତି…