Browsing Category

Entertainment

All entertainment related news will be uploaded here

ଆସନ୍ତାକାଲିଠୁ ଆରମ୍ଭ ପ୍ରେମ ସପ୍ତାହ

ପ୍ରେମରେ ପଡିଥିବା ପ୍ରେମକୁ ବୁଝିଥିବା ପ୍ରେମୀଯୁଗଳମାନେ ପ୍ରସ୍ତୁତ ବି ହୋଇଗଲେଣି । ହେବେନି ବା କେମିତି, ନିଜ ପ୍ରେମିକ ବା ପ୍ରେମିକା ସହ ଏହି ୭ ଦିନ ଯେ ବେଶ ଗୁରୁତ୍ବପୂର୍ଣ୍ଣ ତାହା ସେମାନେ ଭଲ ଭାବେ ଜାଣିଛନ୍ତି । କେହି କେହି ନିଜ ଜୀବନସାଥୀ ସହ ଏହି ଦିନଗୁଡିକୁ ମନେଇଥାନ୍ତି, ତ କେହି…

୪୯ ବର୍ଷ ରେ ପାଦ ଥାପିଲେ ଅଭିଷେକ , ଭାବପ୍ରବଣ ପୋଷ୍ଟ ସେୟାର କଲେ ପିତା ଅମିତାଭ

ମେଗାଷ୍ଟାର ଅମିତାଭ ବଚ୍ଚନ ପୁଅ ତଥା ଅଭିନେତା ଅଭିଷେକଙ୍କୁ ୪୯ତମ ଜନ୍ମଦିନରେ ଏକ ସ୍ବତନ୍ତ୍ର ଫଟୋ ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଥିବା ଅମିତାଭ ତାଙ୍କ ବ୍ଲଗରେ ଏକ କଳାଧଳା ଫଟୋ ଶେୟାର କରି ଭାବପ୍ରବଣ ହୋପଡ଼ିଛନ୍ତି। ଫଟୋରେ, ଅମିତାଭ ପ୍ରସୂତି…

ସୋସିଆଲ ମିଡିଆ ୟୁଜର୍ସଙ୍କ ଟ୍ରୋଲ୍‌ର ଶିକାର ହେଉଛନ୍ତି ଉଦିତ ନାରାୟଣ

ଗାୟକ ଉଦିତ୍‌ ନାରାୟଣ ମଞ୍ଚରେ ଜଣେ ମହିଳାଙ୍କୁ ଚୁମ୍ବନ ଦେଇ ବିବାଦଘେରକୁ ଆସିଛନ୍ତି। ଏକ ଲାଇଭ୍‌ କନ୍‌ସର୍ଟରେ ଜଣେ ଯୁବତୀ ତାଙ୍କ ସହ ସେଲ୍‌ଫି ନେବା ପାଇଁ ଅନୁରୋଧ କରିଥିଲେ। ଉଦିତ୍‌ ଯୁବତୀ ଜଣକ ସହ ସେଲ୍‌ଫି ଉଠାଇ ତାଙ୍କୁ ଏକ ଚୁମ୍ବନ ଦେଇଥିଲେ। ଏହାର କିଛି ଭିଡିଓ ଏବେ ଭାଇରାଲ ହେଉଛି।…

କନ୍ନାପ୍ପା ଫିଲ୍ମରେ ଦେଖିବାକୁ ମିଳିବ ପ୍ରଭାସଙ୍କ ରୁଦ୍ର ଅବତାର

‘କନ୍ନାପ୍ପା’ ଫିଲ୍ମରେ ଦେଖିବାକୁ ମିଳିବ ପ୍ରଭାସଙ୍କ ରୁଦ୍ର ଅବତାର। ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ଲୁକ୍‌ ଉପରୁ ପରଦା ଉଠିଛି। ଏହି ଲୁକ୍‌ରେ ପ୍ରଭାସ ରୁଦ୍ରଙ୍କ ଅବତାରରେ ନଜରକୁ ଆସିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କୁ ପ୍ରଭାବିତ କରିଛି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ଏହି ନୂତନ ଲୁକ୍‌ର…

ଚନ୍ଦ୍ରିକା ଟଣ୍ଡନ ଜିତିଲେ ଗ୍ରାମୀ ପୁରସ୍କାର

ସଙ୍ଗୀତ କ୍ଷେତ୍ରରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ସମାରୋହ ଗ୍ରାମୀ ଆଓ୍ବାଡର୍‌ସର ୬୭ତମ ସଂସ୍କରଣ ଆମେରିକାର ଲସ୍‌ଏଞ୍ଜେଲ୍ସସ୍ଥିତ କ୍ରିପ୍ଟୋ ଡଟ୍‌ କମ୍‌ ଏରିନାଠାରେ ରେକର୍ଡିଙ୍ଗ ଏକାଡେମୀ ଦ୍ୱାରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରେଣୀରେ ପ୍ରଖ୍ୟାତ ସଙ୍ଗୀତଜ୍ଞଙ୍କୁ…

ଲୋକେ ତ ଐଶ୍ବର୍ଯ୍ୟା ରାଏଙ୍କ ଭଳି ନାମୀଦାମୀ ଅଭିନେତ୍ରୀଙ୍କୁ ଟ୍ରୋଲ କରିବାରେ ହେଳା କରି ନଥିଲେ- ସ୍ୱରା ଭାସ୍କର

ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ସେହି ନାୟିକାମାନଙ୍କ ମଧ୍ୟରୁ ଜଣେ ଯିଏ ଖୋଲାଖୋଲି ଭାବରେ ନିଜର ମତାମତ ପ୍ରକାଶ କରିଥାଆନ୍ତି।  ସ୍ୱରା ଭାସ୍କର ରାଜନୀତିଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗରେ ନିଜର ମତାମତ ଦେଇଥାଆନ୍ତି। ସମ୍ପ୍ରତି ସ୍ୱରା ଭାସ୍କର ମହିଳାଙ୍କ ଶରୀର ସେମିଂ…

ଚୁମ୍ବନକୁ ନେଇ ବିବାଦ

ଗ୍ଲାମର୍‌ ଓ୍ବାଲ୍ଡରେ ବିବାଦ ସାଧାରଣ କଥା। କେତେବେଳେ ସେଲିବ୍ରିଟିମାନଙ୍କ ବ୍ୟବହାର ପ୍ରଶଂସକଙ୍କ ହୃଦୟ ଜିତିଥାଏ ତ କେବେ ଟ୍ରୋଲିଂର କାରଣ ପାଲଟିଥାଏ। ଏବେ ସେମିତି କିଛି ଉଦିତ ନାରାୟଣଙ୍କ ସହ ଘଟିଛି। ଏକ ଲାଇଭ୍‌ କନ୍‌ସର୍ଟରେ  ମହିଳା ପ୍ରଶଂସକଙ୍କୁ ଚୁମ୍ବନ ଦେବା ପରେ ତାଙ୍କୁ ଟ୍ରୋଲ…

‘ଦିଦି ନମ୍ବର ୧’ ୮୦୦ ଏପିସୋଡ୍‌ରେ ପଦାର୍ପଣ କରିଛି

ଜୀସାର୍ଥକରେ ପ୍ରସାରିତ ଲୋକପ୍ରିୟ ସୋ’ ‘ଦିଦି ନମ୍ବର ୧’ କାର୍ଯ୍ୟକ୍ରମକୁ ଦର୍ଶକଙ୍କ ଢେର୍‌ ଭଲ ପାଇବା ମିଳିଛି। ଏହି ସୋ’ର ପ୍ରସାରଣ ୨୦୨୨ ମଇ ୩୧ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଏହା ଦର୍ଶକଙ୍କର ସମର୍ଥନ ପାଇ ଆଗକୁ ବଢ଼ିଥିଲା। ବହୁ ପ୍ରଶଂସା ସାଉଁଟିବା ପରେ ‘ଦିଦି ନମ୍ବର ୧’ ୮୦୦…

ସସ୍‌ପେଣ୍ଡ ହୋଇଯାଇଛି ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଟୁଇଟର ଆକାଉଣ୍ଟ

ସବୁଦିନ ଲାଗି ସସ୍‌ପେଣ୍ଡ ହୋଇଯାଇଛି ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଟୁଇଟର ଆକାଉଣ୍ଟ। ସେ ନିଜେ ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ଯୋଗୁ ଏଭଳି ହୋଇଥିବା ସେ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି। ଟୁଇଟର ତରଫରୁ ଆସିଥିବା ମେଲ୍‌ର ସ୍କ୍ରିନଶଟ୍‌ ଶେୟାର…

ମନରାଜ ଜୱାଣ୍ଡାଙ୍କୁ ବିବାହ କଲେ ରାପର୍ ରଫ୍‌ତାର୍‌

ରାପର୍ ରଫ୍‌ତାର୍‌ ଫ୍ୟାଶନ୍ ଷ୍ଟାଇଲିଷ୍ଟ ଏବଂ ଅଭିନେତ୍ରୀ ମନରାଜ ଜୱାଣ୍ଡାଙ୍କୁ ବିବାହ କରିଛନ୍ତି। ଦୁହିଁଙ୍କ ବିବାହକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିବା ବେଳେ ବାହାଘର ଫଟୋ ସାମ୍ନାକୁ ଆସିବା ପରେ ଏହି ଖବର ନିଶ୍ଚିତ ହୋଇଛି। ରଫ୍‌ତାର୍‌ଙ୍କ ଏହା ଦ୍ୱିତୀୟ ବିବାହ, କାରଣ ସେ…