Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Entertainment
All entertainment related news will be uploaded here
ହିରୋଇନ ଶ୍ରୀଲୀଲାଙ୍କ ପ୍ରେମରେ କାର୍ତ୍ତିକ
ଦକ୍ଷିଣୀ ସୁନ୍ଦରୀଙ୍କ ପ୍ରେମରେ ପଡିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ଏହା ସତ କି ମିଛ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ଉଠୁଥିବାବେଳେ ପ୍ରକୃତରେ ସେମିତି କିଛି ନାହିଁ। କହିବାକୁ ଗଲେ କାର୍ତ୍ତିକ ଏକ ନୂଆ ଫିଲ୍ମରେ ନଜର ଆସୁଛନ୍ତି । ଯେଉଁଥିରେ ତାଙ୍କ ବିପକ୍ଷରେ ଅଛନ୍ତ ଜଣେ ସାଉଥ…
ପୁଣି ମାଆ ହେବେ ଇଲିଆନା ଡିକ୍ରୁଜ୍
ପୁଣି ମାଆ ହେବେ ଇଲିଆନା ଡିକ୍ରୁଜ୍ । ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରି ନିଜ ଫ୍ୟାନ୍ସମାନଙ୍କୁ କନଫର୍ମ କରିଛନ୍ତି ଇଲିଆନା । ନିଜ ଷ୍ଟୋରୀରେ କୁରକୁରି ଏବଂ ଚିପ୍ସର ଫଟୋ ରଖି ସେ କ୍ୟାପସନରେ ଲେଖିଛନ୍ତି, ନିଜେ ଗର୍ଭବତୀ ଅଛ ବୋଲି କାହାକୁ ମୁହଁରେ ନକହି , ଜଣାଅ ଯେ ତୁମେ ଗର୍ଭବତି…
ଉନ୍ମୋଚିତ ହେଲା ପୁସ୍ତକ ‘ବ୍ଲକବ୍ଲଷ୍ଟର ଟୁ ବାଲେଟ ବକ୍ସ’
ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତିଙ୍କ ଆତ୍ମଜୀବନି ଶନିବାର ଉନ୍ମୋଚିତ ହୋଇ ଯାଇଛି । ବ୍ଲକ୍ ବଷ୍ଟରରୁ ବାଲଟ ବକ୍ସ ନାମରେ ଅନୁଭବ ମହାନ୍ତିଙ୍କ ପୁସ୍ତକର ଉନ୍ମୋଚନ ହୋଇଛି । ‘ଅନୁଭବ ମହାନ୍ତି’ ଜୀବନୀ ପୁସ୍ତକ ରଚନା କରିଛନ୍ତି ବିଶିଷ୍ଟ ସାମ୍ବାଦିକା ତଥା ଲେଖିକା ଜାଗୃତି ଶୁକ୍ଳା ।…
ମାର୍ଚ୍ଚ ୧୪ ତାରିଖରେ ମୁକ୍ତିଲାଭ କରିବ ‘ଶିମଲୀ’
ଏମ୍କେଆର୍ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ‘ଶିମଲୀ’ ଆଗାମୀ ମାର୍ଚ୍ଚ ୧୪ ତାରିଖରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ୟୁ/ଏ ସେନସର୍ ସାର୍ଟିଫିକେଟ୍ ପାଇଥିବା ଏହି ଓଡ଼ିଆ ଛବିର ପ୍ରଯୋଜିକା ହେଲେ ସ୍ମିତା ରାଉତ। ପରେଶ ଚନ୍ଦ୍ର ମହାନ୍ତ ଏହାର…
ଦୁର୍ଘଟଣାର ଶିକାର ହେଲେ ସଂଗୀତଜ୍ଞ ବିଶାଲ ଦଦଲାନି
ଦୁର୍ଘଟଣାର ଶିକାର ହେଲେ ବଲିଉଡ୍ କଣ୍ଠଶିଳ୍ପୀ ତଥା ସଂଗୀତଜ୍ଞ ବିଶାଲ ଦଦଲାନି । ସେ କେତେ ଆହତ ହୋଇଛନ୍ତି ତାହା ଜଣାପଡିନି । କିନ୍ତୁ ସେ ନିଶ୍ଚିତ ଗୋଟିଏ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି । ତାଙ୍କର ଏବେ ବି ଚିକିତ୍ସା ଚାଲିଛି । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର କାରଣ ସେୟାର…
ବିବାଦ ପରେ ରଣବୀର ଆହ୍ଲାବାଦିଆଙ୍କର ବ୍ରେକଅପ୍
ଗୋଟିଏ ପରେ ଗୋଟିଏ ବିବାଦ ପଛ ଛାଡୁନି ରଣବୀର ଆହ୍ଲାବାଦିଆ । ସେ କମେଡି ଶୋ ‘ଇଣ୍ଡିଆ ଗଟ୍ ଲାଟେଣ୍ଟ୍’ରେ ବାପା ମାଙ୍କ ଶାରୀରିକ ସମ୍ପର୍କ ରଖିବା ସମୟର ଦୃଶ୍ୟ ଦେଖିବାକୁ ଚାହିଁବେ କି କହି ଏକ କମେଡ଼ି କରିଥିଲେ। ଯାହାପରେ ଆରମ୍ଭ ହୋଇଥିଲା ବିବାଦ। ତାଙ୍କୁ ଗିରଫ କରାଯାଉ ବୋଲି ଅନେକ…
ରଣବୀର, ସମୟଙ୍କୁ ଏନ୍ସିଡବ୍ଲ୍ୟୁ ସମନ
ୟୁଟ୍ୟୁବ୍ ରିଆଲିଟି ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଏକ ଏପିଶୋଡ୍ରେ ଲୋକପ୍ରିୟ ୟୁଟ୍ୟୁବର୍ ରଣବୀର ଆହ୍ଲାବାଦିଆ ଗେଷ୍ଟ ପାନେଲିଷ୍ଟ ଭାବେ ଯୋଗଦେଇ ମା’ବାପାଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଘଟଣାକୁ ନେଇ ଜାତୀୟ ମହିଳା କମିଶନ…
କେନ୍ଦ୍ରର ନୋଟିସ ପରେ ରଣବୀର ଆଲ୍ଲାହବାଦିଆଙ୍କ ଭିଡିଓକୁ ଡିଲିଟ୍ କରିଛି ୟୁଟ୍ୟୁବ୍
କେନ୍ଦ୍ରର ନୋଟିସ ପରେ ସୋସିଆଲ ମିଡ଼ିଆ ଇନ୍ଫ୍ଲୁଏନ୍ସର ରଣବୀର ଆଲ୍ଲାହବାଦିଆଙ୍କ ଭିଡିଓକୁ ଡିଲିଟ୍ କରିଛି ୟୁଟ୍ୟୁବ୍। ହାସ୍ୟ ଅଭିନେତା ସମୟ ରାଇନାଙ୍କ ଦ୍ୱାରା ପରିଚାଳିତ ୟୁଟ୍ୟୁବ୍ ରିୟଲିଟି ସୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ଆଲ୍ଲାହବାଦିଆ କହିଥିଲେ, ତୁମେ ତୁମର ପିତାମାତାଙ୍କୁ ସାରା…
ସ୍ବର୍ଣ୍ଣମନ୍ଦିରରେ ଭିକି କୌଶଲ ଓ ରଶ୍ମିକା ମନ୍ଦାନା
ବଲିଉଡ୍ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ଛାବା’ ଫେବୃଆରୀ ୧୪ରେ ମୁକ୍ତିଲାଭ କରିବ। ଏହା ପୂର୍ବରୁ ୨ କଳାକାର ସୋମବାର ଫିଲ୍ମର ପ୍ରମୋଶନ ପାଇଁ ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣମନ୍ଦିର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହାର କିଛି ଫଟୋକୁ…
ମହାକୁମ୍ଭ ମେଳାକୁ ଯିବା ପାଇଁ ଭୟ କରୁଛନ୍ତି ଭାରତୀ
ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିଶ୍ୱର ସର୍ବବୃହତ ଧାର୍ମିକ ମହୋତ୍ସବ ମହାକୁମ୍ଭ ମେଳା ଚାଲିଥିବାବେଳେ ଅନେକ ବଲିଉଡ୍ ସେଲିବ୍ରିଟି ଏଥିରେ ଯୋଗଦେଇ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି। ଅଭିନେତା ସୋନୁ ସୁଦ୍, ରାଜକୁମାର ରାଓ, ଅନୁପମ ଖେର, ମିଲିନ୍ଦ ସୋମନ ଏବଂ ଅଭିନେତ୍ରୀ ହେମା…