Browsing Category

Education

All education-related news will be uploaded will be uploaded in this page

ନିଟ୍ ପରୀକ୍ଷା

ନିଟ୍ ପେପର ଲିକ ମାମଲାକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ବଡ଼ଧରଣ ପେପର ଲିକ ହୋଇଥିବା ଜଣାପଡିନି । କେବଳ ପାଟନା ଓ ହଜାରୀବାଗରେ ପେପର ଲିକ ସୀମିତ ରହିଛି । ବ୍ୟବସ୍ଥାଗତ ବଡ଼ ତ୍ରୁଟି ହୋନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ପୁନଃ ପରୀକ୍ଷା…

ଦିଲ୍ଳୀରେ ବର୍ଷା : ସ୍କୁଲ୍‌ ଛୁଟି

ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଦିଲ୍ଲୀ ପୂରାପୂରୀ ଭାବେ ଭିଜିଯାଇଛି। ରାଜଧାନୀ ଗୋଟିଏ ଦିନରେ ରେକର୍ଡ ବର୍ଷା କରି ୧୪ ବର୍ଷର ରେକର୍ଡ ଭାଙ୍ଗିଛି। ବର୍ଷା ସହରର ଅଧିକାଂଶ ଅଂଶକୁ ଜଳମଗ୍ନ କରି ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରଛି। ବର୍ଷା ହେତୁ ଟ୍ରାଫିକ୍‌ ଜାମ୍‌ ହେବାରୁ…

ବାହାରିବ ସିଟିଇଟି ରେଜଲ୍ଟ

ସିବିଏସଇ ପକ୍ଷରୁ କେନ୍ଦ୍ରୀୟ ଶକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଜୁଲାଇ ୨୦୨୪ର ଫଳାଫଳ ଘୋଷଣା କରାଯାଇଛି । ଏଥିପାଇଁ ଗତ ମାର୍ଚ୍ଚ ୩ରୁ ଏପ୍ରିଲ ୫ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିଥିବା ବେଳେ ଜୁଲାଇ ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଅଗଷ୍ଟ ମାସ ଶେଷ ଆଡ଼କୁ…

ସ୍କୁଲରେ ଛାତ୍ରୀଛାତ୍ରଙ୍କୁ କରାଯିବ କାଉନ୍‌ସେଲିଂ

ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ବିଭିନ୍ନ ସମସ୍ୟା ଯୋଗୁ ରେଜଲ୍ଟ ଖରାପ ହୋଇଥାଏ। କିଏ ପାଠପଢ଼ା ଅଧାରୁ ଛାଡ଼ିଥାଏ ତ’ ଆଉ କିଏ ଖରାପ ଦିଗରେ ଯାଇଥାଏ। ଯେପରିକି ତମାଖୁ କିମ୍ବା ଅନ୍ୟକିଛି ନିଶାଦ୍ରବ୍ୟ ସେବନ କରିଥାନ୍ତି। ଛାତ୍ରୀଛାତ୍ରଙ୍କ ଏଭଳି ସମସ୍ୟା ଲାଗି କିଏ ଅଭିଭାବକଙ୍କ ଠିକ…

ଖାନ୍‌ ସାର୍‌ଙ୍କ କୋଚିଂ ସେଣ୍ଟରରେ ତାଲା

ଦିଲ୍ଲୀର ଏକ କୋଚିଂ ପ୍ରତିଷ୍ଠାନର ଲାଇବ୍ରେରୀରେ ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ବର୍ତ୍ତମାନ ବେଆଇନ ଭାବେ ଚାଲୁଥିବା କୋଚିଂ ପ୍ରତିଷ୍ଠାନ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବିହାରର ପାଟନାରେ କୋଚିଂ ପ୍ରତିଷ୍ଠାନ ଉପରେ ଏସ୍‌ଡିଓ ଟିମ ଚଢାଉ…

ଓଡିଶାରେ ବଢୁୁଛି ବେକାରୀ ସମସ୍ୟା, ଚାକିରି ଅପେକ୍ଷାରେ ୧୦ ଲକ୍ଷ ଆଶାୟୀ

ଆଜି ବିଧାନସଭାର ସପ୍ତମ ଦିନରେ ଶ୍ରମ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ପବିତ୍ର ସାଉଁତା । ରାଜ୍ୟରେ ଶ୍ରମ ଓ କର୍ମଚାରୀଙ୍କ (EmploymentExchange) ରେ ନାଁ ପଞ୍ଜିକରଣ କରି କୋତେ ଯୁବକ ଯୁବତୀ ଚାକିରି ଆପେକ୍ଷାରେ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଧାୟକ । ଉତ୍ତରରେ ଶ୍ରମ…

କମ୍ପ୍ୟୁଟର ସ୍କିଲ ଟେଷ୍ଟ ପରୀକ୍ଷା

ସିଜିଏଲଆରଇ-୨୦୨୩ର କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଅଗଷ୍ଟ ୧୨ ତାରିଖ (ରବିବାର) ଦିନ ଅନୁଷ୍ଠିତ ହେବ । ଜୁଲାଇ ୧୧ ତାରିଖରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଦେବା ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି । ଗୋଟିଏ ଘଣ୍ଟାରେ ୫୦ ମାର୍କର ପରୀକ୍ଷା ଦେବେ…

ଘର ଓଡ଼ିଶାରେ, କିନ୍ତୁ ପାଠ ପଢ଼ୁଛନ୍ତି ପଡ଼ୋଶୀ ରାଜ୍ୟରେ

ଘର ଓଡ଼ିଶାରେ, କିନ୍ତୁ ପାଠ ପଢ଼ୁଛନ୍ତି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ। ଜଣେ କି ଦୁଇଜଣ ନୁହେଁ, ପନ୍ଦରରୁ ଅଧିକ ପିଲା ଛତିଶଗଡ଼ ବିଦ୍ୟାଳୟକୁ ଯାଉଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ସୀମାନ୍ତ ଗାଁଗୁଡିକରେ ଓଡ଼ିଆ ଭାଷା ଅସ୍ତିତ୍ବ ହରାଇବାର ଏମିତି ଚିନ୍ତାଜନକ ଦୃଶ୍ୟ ଦେଖିବାକୁ ମଳିଛି।…

ଏନଟିଏ ପ୍ରକାଶ ପାଇଲା ରେଜଲ୍ଟ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ସିୟୁଇଟି ୟୁଜି୨୦୨୪ ର ଫଳାଫଳ ପ୍ରକାଶ କରିଛି । ଆପଣ ଏନଟିଏର ୱେବସାଇଟ୍ exam.nta.ac.in ଯାଇ ଏହାକୁ ଯାଞ୍ଚ କରିପାରିବେ । ମେ ମାସରେ ଅନୁଷ୍ଠିତ ହୋଇଥିବା ପରୀକ୍ଷା ଓ ପୁଣି ୧୯ ଜୁଲାଇରେ ୧୦୦୦ ପ୍ରାର୍ଥୀଙ୍କ ପାଇଁ ହୋଇଥିବା ପୁନଃ ପରୀକ୍ଷା, ଉଭୟର…

ନୂଆ ନର୍ସିଂ ଟ୍ରେନିଂ ଶିକ୍ଷାନୁଷ୍ଠାନ ପାଇଁ ଆବେଦନ ଆରମ୍ଭ

ବିଭିନ୍ନ ନର୍ସିଂ ପାଠ୍ୟକ୍ରମ ପାଇଁ ନୂଆ ନର୍ସିଂ ଟ୍ରେନିଂ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଆବେଦନ ଆହ୍ୱାନ କରାଯାଇଛି । ଏନେଇ ଓଡ଼ିଶା ନର୍ସେସ ଆଣ୍ଡ ମିଡୱାଇଭସ ରେଜିଷ୍ଟ୍ରେସନ କାଉନସିଲ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲାଇ ୩୧ରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ…