Browsing Category

Defence

News related to Ministry of Defence (GOI)

ଆଜି ଦେଶ ପାଳୁଛି 78ତମ ଭାରତୀୟ ସେନା ଦିବସ, ସେନା ଅଛି ବୋଲି ଆମେ ଅଛୁ

ଦେଶ ମାତୃକା ପାଇଁ ତାଙ୍କ ବଳିଦାନକୁ କେହି କେବେ ଭୁଲି ପାରିବେନି ।  ସୀମାରେ ଶତ୍ରୁକୁ ଦେଖାନ୍ତି ସେମାନେ ନାଲି ଆଖି । ଛାତିରେ ଗୁଳି ଖାଇ ଆମକୁ ଛାତ ଭଳି ଦିଅନ୍ତି ସୁରକ୍ଷା ।  ସେନା ଅଛି ବୋଲି ସୀମା ପାର କରିପାରନ୍ତି ନାହିଁ ଶତ୍ରୁ ।  ସେନା ଅଛି ବୋଲି ଆମେ ଅଛୁ ।  ସେମାନେ ନୀଡର,…

ଇଣ୍ଡିଆନ କୋଷ୍ଟ ଗାର୍ଡ ସହ ଯୋଡ଼ି ହେଲା ‘ସମୁଦ୍ର ପ୍ରତାପ’

ଭାରତର ସାମୁଦ୍ରିକ ସୁରକ୍ଷା ଓ ପରିବେଶ ସଂରକ୍ଷଣକୁ ନୂଆ ଦୃଢତା ଦେବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଗାଆରେ ଇଣ୍ଡିଆନ କୋଷ୍ଟ ଗାର୍ଡ (ଆଇସିଜି) ସହ ପ୍ରଦୂଷଣ ନିୟନ୍ତ୍ରଣ ପୋତ ‘ସମୁଦ୍ର ପ୍ରତାପ’କୁ ସାମିଲ କରିଛନ୍ତି। ଗୋଆ ସିପୟାର୍ଡ ଲିମିଟେଡ (ଜିଏସଏଲ)ରେ…

ଭାରତୀୟ ନୌସେନାର ଅନନ୍ୟ ନୌବାହିନୀ ଜାହାଜ କୌଣ୍ଡିନ୍ୟ ଗୁଜୁରାଟର ପୋରବନ୍ଦରରୁ ଏହାର ପ୍ରଥମ ଯାତ୍ରା ଆରମ୍ଭ

ଭାରତୀୟ ନୌସେନାର ଅନନ୍ୟ ନୌବାହିନୀ ଜାହାଜ INSV କୌଣ୍ଡିନ୍ୟ ଏହାର ପ୍ରଥମ ଯାତ୍ରା ଆରମ୍ଭ କରିଛି। ଏହାର ପ୍ରଥମ ଯାତ୍ରା ଗୁଜୁରାଟର ପୋରବନ୍ଦରରୁ ଆରମ୍ଭ ହୋଇଛି ଏବଂ ଓମାନର ମସ୍କଟକୁ ଯିବ। କୌଣ୍ଡିନ୍ୟଙ୍କ ଯାତ୍ରା ପ୍ରତୀକାତ୍ମକ ଭାବରେ ଐତିହାସିକ ସମୁଦ୍ର ପଥଗୁଡ଼ିକୁ ପୁନର୍ବାର ଅନୁସରଣ କରିବ।…

ସାରା ଦେଶରେ ନିର୍ମାଣ ହେବ ଶକ୍ତିଶାଳୀ ଆତଙ୍କବାଦ ବିରୋଧୀ ଗ୍ରିଡ୍

ନୂଆଦିଲ୍ଲୀ : ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ଅଧିକ ସୁଦୃଢ଼ କରାଯିବ । ଏହି ଲକ୍ଷ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ  ‘ଆତଙ୍କବାଦ ବିରୋଧୀ ସମ୍ମିଳନୀ-୨୦୨୫’ର ଉଦଘାଟନ କରିବା ଅବସରରେ ଆହ୍ବାନ ଦେଇଛନ୍ତି ।   ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ  ଦ୍ୱାରା…

ବିଜୟ ଦିବସ: ଡିସେମ୍ବର ୧୬, ୧୯୭୧ର ଗୌରବ ଓ ବଳିଦାନର କାହାଣୀ

ବିଜୟ ଦିବସ: ଡିସେମ୍ବର ୧୬, ୧୯୭୧ର ଗୌରବ ଓ ବଳିଦାନର କାହାଣୀକୁ ମନେ ପକାଏ  । ଡିସେମ୍ବର ୧୬, ୧୯୭୧ ଭାରତୀୟ ସେନାର ଅଦମ୍ୟ ସାହସ, ରଣନୀତି ଏବଂ ବୀରତ୍ୱର ଐତିହାସିକ ପ୍ରମାଣ। ଏହି ଦିନଟି ଭାରତ-ପାକିସ୍ତାନ ଯୁଦ୍ଧର ସମାପ୍ତି ଏବଂ ଏକ ସ୍ୱତନ୍ତ୍ର ରାଷ୍ଟ୍ର ବାଂଲାଦେଶର ଜନ୍ମକୁ ସ୍ମୃତିଚାରଣ…

ନଡିଏ ଏବଂ ସିଡିଏସ ପରୀକ୍ଷା ୨୦୨୬ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭାରତୀୟ ସେନାରେ  ଅଫିସର ହେବାର ସ୍ୱପ୍ନ ହଜାର ହଜାର ଯୁବକ ଦେଖିଥାନ୍ତି, ଯେଉଁ କାରଣରୁ ସେମାନେ ଏଥିପାଇଁ ବହୁତ କଠିନ ପରିଶ୍ରମ କରନ୍ତି ଏବଂ ପରୀକ୍ଷା ସହ ଏସଏସବି ଦେଇଥାନ୍ତି । ବର୍ତ୍ତମାନ ୟୁପିଏସସି ପକ୍ଷରୁ ଏନଡିଏ ଏବଂ ସିଡିଏସ ପରୀକ୍ଷା ୨୦୨୬ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ…

ଜମ୍ମୁ କାଶ୍ମୀର ଗୁଲମାର୍ଗର ହାଇ ଆଲ୍ଟିଚ୍ୟୁଡ୍ ୱାରଫେୟାର ସ୍କୁଲର କମାଣ୍ଡାଣ୍ଟ ଭାବେ ନିଯୁକ୍ତ ହେଲେ ମେଜର ଜେନେରାଲ…

ଗୁଲମାର୍ଗ ,ଜମ୍ମୁ ଓ କାଶ୍ମୀର: ଭାରତୀୟ ସେନା ବାହିନୀର ଜଣେ ଅଭିଜ୍ଞ ଅଧିକାରୀ ମେଜର ଜେନେରାଲ ପୁନିତ ଡୋଭାଲଙ୍କୁ ଗୁଲମାର୍ଗସ୍ଥିତ ପ୍ରତିଷ୍ଠିତ ହାଇ ଆଲ୍ଟିଚ୍ୟୁଡ୍ ୱାରଫେୟାର ସ୍କୁଲ (HAWS)ର ନୂତନ କମାଣ୍ଡାଣ୍ଟ ଭାବରେ ନିଯୁକ୍ତ କରାଯାଇଛି। ମେଜର ଜେନେରାଲ ଡୋଭାଲ ଆନୁଷ୍ଠାନିକ ବାଟନ…

ଆଜି BSF ପ୍ରତିଷ୍ଠା ଦିବସ: ସୀମା ସୁରକ୍ଷା ବଳର ବୀରତ୍ୱକୁ ସମ୍ମାନ

ନୂଆଦିଲ୍ଲୀ, ଡିସେମ୍ବର ୧: ଆଜି ହେଉଛି ଭାରତର ସୀମା ସୁରକ୍ଷା ବଳ (Border Security Force - BSF)ର ପ୍ରତିଷ୍ଠା ଦିବସ। ଡିସେମ୍ବର ୧, ୧୯୬୫ ମସିହାରେ ସ୍ଥାପିତ ହୋଇଥିବା BSF, ଦେଶର ସୀମାକୁ ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। BSFକୁ 'ଭାରତର ପ୍ରଥମ ପ୍ରତିରକ୍ଷା…

ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ

ଲକ୍ଷ୍ନୌ: ଭାରତୀୟ ସେନାର ମେଜର ଜେନେରାଲ ଆର୍ମି ସର୍ଭିସ କର୍ପ୍ସ (ଏମ୍‌ଜି ଏଏସ୍‌ସି) କମାଣ୍ଡ ହେଡକ୍ୱାର୍ଟର୍ସ ଲକ୍ଷ୍ନୌର ଇନ୍‌-ଚାର୍ଜ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀ (୫୨)  ଦୀର୍ଘଦିନର ରୋଗ ସହ ଲଢ଼ି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରିଜଭୀଙ୍କ ପରଲୋକ ପରେ ଗଭୀର ଶୋକ…

ତେଜସ ଫାଇଟର ଜେଟର ପାଇଲଟ୍ ନମାଂଶ ସ୍ୟାଲ୍‌ଙ୍କୁ ଶ୍ରଦ୍ଧାଞ୍ଜଳି

ଦୁବାଇ ଏୟାର୍ ଶୋ'ରେ ତେଜସ୍ ଫାଇଟର ଜେଟ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟ ବାୟୁସେନାର ପାଇଲଟ୍ ୱିଙ୍ଗ୍ କମାଣ୍ଡର ନମାଂଶ ସ୍ୟାଲଙ୍କର ମରଶରୀର ଆଜି ତାଙ୍କର ଗୃହ ରାଜ୍ୟ ହିମାଚଳ ପ୍ରଦେଶର କାଙ୍ଗଡ଼ା ବିମାନବନ୍ଦରରେ ପହଞ୍ଚିଛି। ଏହି ସମୟରେ ୱିଙ୍ଗ୍ କମାଣ୍ଡର…