Trending
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା
Browsing Category
Defence
News related to Ministry of Defence (GOI)
ଯେପର୍ଯ୍ୟନ୍ତ ବିଏସ୍ଏଫ୍ ପହରା ଦେଉଛି, ସେ ପର୍ଯ୍ୟନ୍ତ ଭାରତର ଇଞ୍ଚେ ଜମି ଉପରେ ମଧ୍ୟ ଶତ୍ରୁ ନଜର ପଡ଼ିବ ନାହିଁ
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଗୁଜରାଟର ଭୁଜଠାରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ହୀରକ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ଶ୍ରୀ ହର୍ଷ ସଂଘବୀ, ବିଏସ୍ଏଫ୍ ମହାନିର୍ଦ୍ଦେଶକ ଶ୍ରୀ ଦଲଜିତ ସିଂହ ଚୌଧୁରୀ ଏବଂ…
ଦୁବାଇ ଏୟାର ଶୋ’ରେ ଏକ ବଡ଼ ଅଘଟଣ, ଭାରତୀୟ ତେଜସ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ
ଦୁବାଇ ଏୟାର ଶୋ’ରେ ଏକ ବଡ଼ ଅଘଟଣ ଘଟିଛି । ସେଠାରେ ଚାଲିଥିବା ପ୍ରଦର୍ଶନୀ ସମୟରେ ଏକ ଭାରତୀୟ ତେଜସ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏହି ଦୁର୍ଘଟଣାରେ ପାଇଲଟ ମୃତ୍ୟୁବରଣ କରିଛନ୍ତି । ଏହି ଦୁର୍ଘଟଣାର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖାଯାଉଛି ଯେ ତେଜସ୍ ଜେଟ୍ ଆକାଶରେ…
ଡାକ୍ତର ମହମ୍ମଦ ଉମର ନବି ମେଡିକାଲ କଲେଜରେ ଜଣେ ସହକାରୀ ପ୍ରଫେସର ଥିଲା
ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ଏହି ଘଟଣାର ତଦନ୍ତ ତ୍ବରାନ୍ବିତ ହୋଇଥିବା ବେଳେ ଏବେ ଏହାକୁ ନେଇ ଅନେକ ଲିଙ୍କ୍ର ପର୍ଦ୍ଦାଫାସ ହେବାରେ ଲାଗିଛି। ଏନ୍ଆଇଏ ସମେତ ବିଭିନ୍ନ ତଦନ୍ତକାରୀ ସଂସ୍ଥା…
INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଉତ୍ସବ ମନାଇବା ସହ ସମ୍ୱୋଧନ କରିଛନ୍ତି । ଦେଶର ସମସ୍ତ ସେନାବୀର ଓ ତାଙ୍କ ପରିବାର ଲୋକଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ଏହି ଅବସରରେ ସେ କହିଛନ୍ତି ସେନା ଶକ୍ତିଶାଳୀ ହେବା ପାଇଁ ଆତ୍ମନିର୍ଭଳଶୀଳ ହେବା ଜରୁରୀ । ଗତ…
ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଆସନ୍ତା ମଙ୍ଗଳବାର, ୨୧ ଅକ୍ଟୋବର ୨୦୨୫ରେ ‘ପୋଲିସ ସ୍ମାରକୀ ଦିବସ’ରେ ନୂଆଦିଲ୍ଲୀସ୍ଥିତ ଜାତୀୟ ପୋଲିସ ସ୍ମାରକୀରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।
୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦାଖର ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରେ ଏକ…
ଭାରତର ପ୍ରଥମ ସ୍ବଦେଶୀ ଲଢ଼ୁଆ ବିମାନ, ତେଜସ୍ Mk1A ଆଜି ସଫଳତାର ସହ ଉଡ଼ାଣ କରିଛି
ଭାରତକୁ ମିଳିଲା ଆଉ ଏକ ସଫଳତା। ଶତ୍ରୁ ପାଇଁ କାଳ ତିଆରି କଲା ଭାରତ। ସ୍ବଦେଶୀ ଜିନିଷ ବ୍ୟବହାର ଉପରେ ଭାରତ ସରକାର ଗୁରୁତ୍ବାରୋପ କରୁଥିବା ବେଳେ ଏବେ ଭାରତକୁ ଏହାର ପ୍ରଥମ ସ୍ୱଦେଶୀ ଲଢ଼ୁଆ ବିମାନ ମିଳିଛି। ଭାରତର ସ୍ୱଦେଶୀ ଲଢ଼ୁଆ ବିମାନ, ତେଜସ୍ Mk1A ଆଜି ସଫଳତାର ସହ ଉଡ଼ାଣ କରିଛି।…
ଅଯୋଧ୍ୟାରେ ନୂତନ ଏନ୍.ଏସ୍. ଜି. କେନ୍ଦ୍ର ପ୍ରତିଷ୍ଠା
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ସର୍ବତ୍ର, ସର୍ବୋତ୍ତମ ଏବଂ ସୁରକ୍ଷା ଭଳି ତିନୋଟି ନୀତି ସହିତ ସମର୍ପଣ, ସାହସ ଏବଂ ରାଷ୍ଟ୍ରଭକ୍ତି କୁ ନିଜର ଗୁଣ ଭାବେ ନେଇ ଏନ୍. ଏସ୍. ଜି. ଚାରି ଦଶନ୍ଧି ଧରି ଦେଶରେ ଆତଙ୍କବାଦ ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ଲଢ଼େଇ…
ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
ଭାରତୀୟ ବାୟୁସେନା (IAF) ହିଣ୍ଡନ ବାୟୁସେନା ଘାଟିରେ ବାୟୁସେନା ଦିବସ ପାଳନ କରିଛି। ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଏ ପି ସିଂ ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଘାଟିରେ ୯୩ତମ ବାୟୁସେନା ଦିବସ ଉତ୍ସବରେ ଗାର୍ଡ ଅଫ ଅନର ନିରୀକ୍ଷଣ କରିଥିଲେ। ସେ କହିଥିଲେ ଯେ ପାକିସ୍ତାନର…
ଆଉ ଯୁଦ୍ଧରେ ଭାଗ ନେବନି ମିଗ୍ ଯୁଦ୍ଧ ବିମାନ, ତେଜସ କରିବ ଯୁଦ୍ଧ
ଆଉ ଯୁଦ୍ଧରେ ଭାଗନେବନାହିଁ ଲଢ଼ୁଆ ଯୁଦ୍ଧ ବିମାନ ମିଗ-21 । ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ MiG-21 ଆନୁଷ୍ଠାନିକ ଭାବରେ ଅବସର ନେଉଛି । ଅନେକ ଯୁଦ୍ଧରେ ଏହା ଶତ୍ରୁଙ୍କୁ ମାତ ଦେଇ ଅନେକ କ୍ଷତି କରିଛି । ଏହା ଭାରତର ବାୟୁ ପ୍ରତିରକ୍ଷା କ୍ଷେତ୍ରରେ “ସର୍ବାଧିକ ଶକ୍ତିଶାଳୀ” ଲଢ଼ୁଆ ବିମାନ…
ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସମନ୍ୱିତ ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀ (ଆଇଏଡିଡବ୍ଲୁଏସ)ର ପ୍ରଥମ ସଫଳ ପରୀକ୍ଷଣ ସମ୍ପନ୍ନ କରିଛି। ଆଇଏଡିଡବ୍ଲୁଏସ ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯେଉଁଥିରେ ସମସ୍ତ ସ୍ୱଦେଶୀ ତ୍ୱରିତ ମୁକାବିଲା କ୍ଷମତା…