Browsing Category

Culture

ଶ୍ରୀମନ୍ଦିରରୁ ମହାପ୍ରସାଦ ଜବତ, ବାଳାଶ୍ରମକୁ ପଠାଇଲା ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିରରୁ ମହାପ୍ରସାଦ ଜବତ। ଶ୍ରୀମନ୍ଦିର ପ୍ରଶାସନ ଜବତ କରିଛି ମହାପ୍ରସାଦ। ସକାଳ ଧୂପ ସମୟରେ ନିୟମ ଠାରୁ ଅଧିକ ମହାପ୍ରସାଦ ପ୍ରସ୍ତୁତ କରିଥିବା ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ତେବେ ଜବତ ହୋଇଥିବା ମହାପ୍ରସାଦକୁ ସମ୍ପୃକ୍ତ ପ୍ରସ୍ତୁତକାରୀ ତଥା ମହାସୁଆର…

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ୩୭ ଦିନରେ ପହଞ୍ଚିଛି,ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ରଥ…

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ୩୭ ଦିନରେ ପହଞ୍ଚିଛି । ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ରଥ ନିର୍ମାଣ କାର୍ଯ୍ୟ ଜୋର୍ ଧରିଛି । ତିନିରଥର ପାଞ୍ଚ ଦଣ୍ଡା ସହ ଜାରୀ ରହିଛି ପାର୍ଶ୍ୱ ଦଣ୍ଡା ଚଉପଟ କାର୍ଯ୍ୟ । ୪ ଟି ଲେଖାଏଁ ଦଣ୍ଡାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ…

ତିନି ରଥର ପାଞ୍ଚ ଦଣ୍ଡା ଅନୁକୂଳ ପୂଜା ପରେ ମହାରଣା ମାନେ ଚଉପଟ କାର୍ଯ୍ୟ ଜାରୀ

ରଥଯାତ୍ରା ଯେତିକି ପାଖେଇ ଆସୁଛି ରଥ ନିର୍ମାଣ ସହିତ ପ୍ରଶାସନିକ କ୍ଷେତ୍ରରେ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଆଗେଇ ଚାଲିଛି। ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟକୁ ବିଶ୍ଵକର୍ମା, ଭୋଇ, କରତୀ, କମାର, ରୂପକାର ଓ ପାହି ମହାରଣା ମାନେ ସୁରୁଖୁରୁରେ ରଥ ନିର୍ମାଣ କାର୍ଯ୍ୟ କରୁଛନ୍ତି। ସୋମବାର…

ରାଥଯାତ୍ରା : ରଥ ଚାଳିରେ ଚଉଦନାହାକା ହଣା ଜାରି ରହିଛି,ଚାରିନାହାକା ଓ ଛଅ କାଠକୁ ଦୃଷ୍ଟିଦେଇ ରଥରେ ବୁଲିବ ଚଉଦନାହାକା

ଶନିବାର ରଥ ଚାଳିରେ ଚଉଦନାହାକା ହଣା ଜାରି ରହିଛି । ବିଶ୍ୱକର୍ମାମାନେ ଏହି ଚଉଦ କାଠକୁ ପ୍ରସ୍ତୁତ କରୁଛନ୍ତି । ଦଣ୍ଡା ଉପରେ ଖଦିଓରା ପଡ଼ିବ । ଚଉଦନାହାକାର ସାଲ ସବୁକୁ ଖଦିଓରାର ବିନ୍ଧରେ ସ୍ଥାପନ କରାଯିବ। ଚାରିନାହାକା ଓ ଛଅ କାଠକୁ ଦୃଷ୍ଟିଦେଇ ରଥରେ ବୁଲିବ ଚଉଦନାହାକା। ଏହାପରେ ପ୍ରଥମ…

ଅମରନାଥ ଯାତ୍ରା ପୂର୍ବରୁ ଗୁ୍ମ୍ଫାରେ ବିରାଜମାନ ହେଲେଣି ହିମ ଶିବଲିଙ୍ଗ ‘ବାବା ବର୍ଫାନୀ, ଭାବବିହ୍ୱଳ ଭକ୍ତ

ବାର୍ଷିକ ଅମରନାଥ ଯାତ୍ରା ଅଧିକାରୀକ ରୂପେ ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ହେଲେ ତା ପୂର୍ବରୁ ଗୁ୍ମ୍ଫାରେ ବିରାଜମାନ ହିମ ଶିବଲିଙ୍ଗ ‘ବାବା ବର୍ଫାନୀ’ଙ୍କ ଦର୍ଶନର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପ୍ରକୃତିକ ଭାବେ ନିର୍ମିତ ବିଶାଳ ବରଫ ଶିବଲିଙ୍ଗର…

ଆମେରିକା ପରେ ମାଲେସିଆରେ ଇସ୍କନ କରିବ ରଥଯାତ୍ରା

ପୁଣି ଥରେ ଇସ୍କନର ମନମାନି ।  ଆମେରିକା ପରେ ମାଲେସିଆରେ କରିବ ରଥଯାତ୍ରା ।  ଆସନ୍ତା ୨୩ ତାରିଖରେ ରଥଯାତ୍ରା ନେଇ ବିଜ୍ଞାପନ ଦିଆଯାଇଛି । ଏହାକୁ ତୀବ୍ର ନିନ୍ଦା କରିଛନ୍ତି ଶ୍ରୀଜଗନ୍ନାଥ ପ୍ରେମୀ । ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ମାଲେସିଆ ହାଇକମିଶନରଙ୍କୁ ଚିଠି ଲେଖିଛି ପୁରୀ ଭଏସ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ବୁଧବାର ଜ୍ୟେଷ୍ଠ କୃଷ୍ଣ ମଳ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ । ଏହି ବିଶେଷ ନୀତି ପାଇଁ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।…

ଖୋଲିବ ପୁଣି କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର,ମଧ୍ୟାହ୍ନ ଧୂପ ପରେ ଭିତର ଭଣ୍ଡାରକୁ ଯିବ ଗଣତିମଣତି ଟିମ୍

ଖୋଲିବ ପୁଣି କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର। ମଙ୍ଗଳବାର ମଧ୍ୟାହ୍ନ ଧୂପ ପରେ ଭିତର ଭଣ୍ଡାରକୁ ଯିବ ଗଣତିମଣତି ଟିମ୍ । ବାହାର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ମହାସ୍ନାନ ଭଳି ଅନାବଶ୍ୟକ ପ୍ରତିକୂଳ ପରିସ୍ଥିତି ଏଡ଼ାଇବା ପାଇଁ ଦିନ ତମାମ ଭିତର କାଠ ଦର୍ଶନ ବନ୍ଦ ପାଇଁ…

ଶ୍ରୀମନ୍ଦିରରେ ପୁଣି ନୀତି ବିଶୃଙ୍ଖଳା ,ସାବିତ୍ରୀ ଅମାବାସ୍ୟାରେ ଜଳକ୍ରୀଡ଼ା ପରେ ରାତି ଅନିଦ୍ରା ରହିଲେ ବିଶ୍ୱନିଅନ୍ତା

ଶ୍ରୀମନ୍ଦିରରେ ପୁଣି ନୀତି ବିଶୃଙ୍ଖଳା। ସାବିତ୍ରୀ ଅମାବାସ୍ୟାରେ ଜଳକ୍ରୀଡ଼ା ପରେ ରାତି ଅନିଦ୍ରା ରହିଲେ ବିଶ୍ୱନିଅନ୍ତା।  ଏ ସମସ୍ୟାକୁ ନେଇ ୩୫ ଜଣ ପାଳିଆ ସେବକଙ୍କୁ ନେଇ କମିଟି ହୋଇଛି, ବାରମ୍ବାର ବୈଠକ ବସୁଛି। ତଥାପି କାହିଁକି ବିଳମ୍ବିତ ହେଉଛି ବଡ଼ଠାକୁରଙ୍କ ନୀତି, ତାକୁ ନେଇ କ୍ଷୋଭ…

ସ୍ବାମୀଙ୍କ ଦୀର୍ଘାୟୁ, ସୁସ୍ଥ ଜୀବନ ଏବଂ ପରିବାରର ମଙ୍ଗଳ କାମନା କରୁଛି ସ୍ତ୍ରୀ

ସାବିତ୍ରୀ ବ୍ରତ ହେଉଛି ଓଡ଼ିଶାର ଏକ ପ୍ରମୁଖ ଏବଂ ପବିତ୍ର ଗଣପର୍ବ। ଏହା ଓଡ଼ିଆ ହିନ୍ଦୁ ସନାତନ ସଂସ୍କୃତିରେ ସତୀତ୍ୱ, ନିଷ୍ଠା ଓ ଦାମ୍ପତ୍ୟ ପ୍ରେମର ଏକ ଅନନ୍ୟ ପ୍ରତୀକ। ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କର ଦୀର୍ଘାୟୁ, ସୁସ୍ଥ ଜୀବନ ଏବଂ ପରିବାରର ମଙ୍ଗଳ କାମନା କରି ଏହି ବ୍ରତ ପାଳନ…