Browsing Category

Culture

ରାଜ୍ୟର ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ଲମ୍ୱାଧାଡି

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା କାଉଡିଆ ତଥା ଶିବ ଭକ୍ତଙ୍କ ଲମ୍ୱାଧାଡି ବିଭିନ୍ନ ଶୈବପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ…

ଆଜି ପାଳିତ ହେଉଛି ଗୁରୁ ପୂର୍ଣ୍ଣିମା

ବ୍ୟାସ ପୂର୍ଣ୍ଣିମା ନାମରେ ପରିଚିତ ଗୁରୁ ପୂର୍ଣ୍ଣିମା ଆଜି ପାଳିତ ହେଉଛି। ଏହି ପର୍ବ ଗୁରୁମାନଙ୍କୁ ସମର୍ପିତ। ଏହି ଅବସରରେ ଲୋକମାନେ ଜ୍ଞାନ ଓ ଆଶୀର୍ବାଦରେ ନିଜ ଜୀବନକୁ ମାର୍ଗଦର୍ଶନ କରୁଥିବା ଗୁରୁମାନଙ୍କୁ ସ୍ମରଣ କରିବା ସହ କୃତଜ୍ଞତା ଜ୍ଞାପନ କରିଥାନ୍ତି। ବୋଧି ବୃକ୍ଷ ତଳେ ଜ୍ଞାନ…

ସରିଲା ନବଦିନାତ୍ମକ ଯାତ୍ରା , ଆଜିଠୁ ମିଳିବ ନୀଳାଚଳ ଅବଢା

ନବଦିନାତ୍ମକ ଯାତ୍ରା ସାରି ବଡ଼ ଦେଉଳକୁ ଫେରିଛନ୍ତି ବଡ଼ଠାକୁର । ଗୋଟି ପହଣ୍ଡିରେ ରଥରୁ ରତ୍ନବେଦୀକୁ ତିନି ଠାକୁରଙ୍କୁ ନିଆଯାଯାଇଛି। ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଣ୍ଡି ହୋଇଥିଲା। ଭକ୍ତ ଓ ଭଗବାନ ପରସ୍ପରଙ୍କୁ ଛାଡି ଯିବାକୁ ଚାହୁଁନଥିଲେ। ଆଉ ଜଗନ୍ନାଥଙ୍କ ପହଣ୍ଡି ବେଳେ ପୁରୀରେ…

ଶ୍ରାବଣ ମାସ ପାଇଁ ଧବଳେଶ୍ବରଙ୍କ ପୀଠରେ ସ୍ବତନ୍ତ୍ର ପ୍ରସ୍ତୁତି

ଚଳିତ ବର୍ଷ ଶ୍ରାବଣ ମାସରେ ୫ଟି ସୋମବାର ପଡୁଥିବା ବେଳେ ଦୀର୍ଘ ୨୭ ବର୍ଷ ପରେ ଏକ ମହାସଂଯୋଗ ଅନୁଷ୍ଠିତ ହେଉଛି। ଏଥର ପ୍ରତିପଦାରୁ ଶ୍ରାବଣ ମାସର ପ୍ରଥମ ସୋମବାର ଆରମ୍ଭ ହେଉଥିବା ବେଳେ ପୂର୍ଣ୍ଣିମାରେ ଶେଷ ସୋମବାର ପଡୁଛି। ଏଭଳି ମହାସଂଯୋଗ ପାଇଁ ପ୍ରସିଦ୍ଧ ଧବଳେଶ୍ବରଙ୍କ ପୀଠରେ…

ଆଜି ରସଗୋଲା ଦିବସ

ପ୍ରତିବର୍ଷ ପାଳନ ନୀଳାଦ୍ରି ବିଜେରେ ରସଗୋଲା ଦିବସ ହୁଏ। ୨୦୧୫ରୁ ଓଡ଼ିଶାରେ ଏହି ଦିବସ ପାଳନ କରାଯାଇଆସୁଛି। ଗୁଣ୍ଡିଚା ମନ୍ଦିରରେ ନଅ ଦିନ ରହି ମାଉସୀ ମା’ ଘର ପାଖରେ ଅଟକି ବାଟରେ ପୋଡ଼ପିଠା ଖାଇ ମହାପ୍ରଭୁ ଶ୍ରୀମନ୍ଦିର ଫେରିଥିଲେ। ବାହୁଡ଼ା ପରଦିନ ରଥ ଉପରେ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ…

ଆଜି ନୀଳାଦ୍ରି ବିଜେ

୧୨ ଦିନର  ଲୀଳାଖେଳ ଶେଷ ପରେ ଆଜି ନୀଳାଦ୍ରି ବିଜେ କରିବେ ନୀଳାଦ୍ରିନାଥ। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ରଥ ଉପରୁ ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିବେ। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ…

ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହେଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ସାମଗ୍ରୀ

ପୁରୀ: ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଆଜି ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହୋଇଛି। ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ଭିତରକୁ ପ୍ରବେଶ କରିଥିଲୁ। ସମସ୍ତେ ଦିବ୍ୟମନରେ ପ୍ରବେଶ କରିଥିଲୁ। ସିଂହଦ୍ବାର ସମ୍ମୁଖରେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ କରି…

ଘରେ ଗଙ୍ଗାଜଳ ରଖୁଥିଲେ

ହିନ୍ଦୁ ଧର୍ମରେ ଗଙ୍ଗାଜଳକୁ ପବିତ୍ର ବୋଲି ଧରାଯାଏ। ଲୋକମାନେ ଏହି ଜଳକୁ ଗଙ୍ଗାନଦୀରୁ ଆଣିଥାନ୍ତି। ସାରା ବିଶ୍ୱରେ ରହୁଥିବା ହିନ୍ଦୁମାନଙ୍କ ପାଇଁ ଏହି ଜଳ ଅତ୍ୟନ୍ତ ଆଧ୍ୟାତ୍ମିକ, ବିଶୁଦ୍ଧ, ସମ୍ମାନସ୍ପଦ ଏବଂ ଗୁରୁତ୍ୱପୂର୍ଣ୍ଣ। ଗଙ୍ଗାଜଳରେ ବିଶୁଦ୍ଧିକରଣ କ୍ଷମତା ରହିଥିବା କେତେକ ଅଧ୍ୟୟନରୁ…

ଆଜି ରଥ ଉପରେ ହେବ ଶ୍ରୀଜିଉଙ୍କ ଅଧରପଣା ନୀତି

ଆଜି ଦ୍ୱାଦଶୀ ତିଥି । ପରମ୍ପରା ଅନୁୟାୟୀ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଧରପଣା ନୀତି ହେବ । ସ୍ୱତନ୍ତ୍ର ଭାବରେ ତିଆରି ହୋଇଥିବା ଅଧରହାଣ୍ଡିରେ ଏହି ପଣା ପ୍ରଭୁଙ୍କୁ ସମର୍ପଣ କରାଯାଇଥାଏ । ରାଘବ ଦାସ ମଠ ଓ ବଡ ଓଡିଆ ମଠ ପକ୍ଷରୁ ଏହି ଅଧର ପଣା ଆସିଥାଏ । ଛାଚି, ସର, କଦଳୀ,…

ସୁନାରେ ସଜେଇ ହେଲେ ଶ୍ରୀଜିଉ

ସୁନାରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରା। ଏହି ସୁନାବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଏହି ସୁନାବେଶ ଦେଖିବାର ସୌଭାଗ୍ୟ ଲାଭ କରିପାରିବେ ବୋଲି…