Trending
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
- ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି
- ରାଜଧାନୀ ଭୁବନେଶ୍ବରରେ ୭ଟି ସ୍ଥାନରେ ହେବ ରାବଣ ପୋଡି
- ରାଜ୍ୟରେ ସରକାରୀ ଚାକିରି ବିକ୍ରୀ ହେବାରେ ଲାଗିଛି
Browsing Category
Business
All business-related news will news will upload
୨୯ ଯାଏଁ ବରମୁଣ୍ଡା ପଡିଆରେ ଶିଶିର ସରସ ମେଳା
ଭୁବନେଶ୍ବର: ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଓରମାସ ଶିଶିର ସରସ ମେଳା । ଏହି ମେଳା ୨୯ ପର୍ଯ୍ୟନ୍ତ ବରମୁଣ୍ଡା ପଡ଼ିଆରେ ୩୫୦ ଷ୍ଟଲକୁ ନେଇ ଚାଲିବ । ପ୍ରତି ସନ୍ଧ୍ୟାରେ ଜମିବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ଭୁବନେଶ୍ବର ୨୦୨୩ ହକି ବିଶ୍ବକପ୍ ସମୟରେ ରାଜଧାନୀବାସୀଙ୍କୁ ମନୋରଞ୍ଜନର ଆଉ…
ଆଇଟି ଉପରେ ଚଡ଼କ, ୨୦ହଜାର କର୍ମଚାରୀଙ୍କ ଛଟେଇ କରିବ ଆମାଜନ !
ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ଚଡ଼କ ପଡ଼ିଛି । କରୋନା ପରେ ବେପାର ମାନ୍ଦା ରହିଥିବାରୁ ଆମାଜନ ୨୦ ହଜାରରୁ ଅଧିକ କର୍ମଚାରୀଙ୍କର କରିପାରେ ଛଟେଇ ବୋଲି ଆଶଙ୍କା ପ୍ରକାଶ ପାଇଛି। କମ୍ପାନୀର ଅନେକ ବିଭାଗରେ ଛଟେଇ କରିବା ପାଇଁ ସର୍ଟଲିଷ୍ଟ କରାଯାଉଛି। ଏଥିରେ ଡିଷ୍ଟ୍ରିବ୍ୟୁସନ ସେଣ୍ଟର ,!-->…
ଅବକାରୀ ନୀତି ଉପରେ ‘ସିବିଆଇ’ ତଦନ୍ତ
ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟକୁ ଆଧାର କରି ସିବିଆଇ ତଦନ୍ତ ହେବ କେଜ୍ରିୱାଲ୍ ସରକାରଙ୍କ ବିବାଦୀୟ ‘ଦିଲ୍ଲୀ ଅବକାରୀ ନୀତି । ‘ସିବିଆଇ’ ତଦନ୍ତ କରିବା ଲାଗି ଉପରାଜ୍ୟପାଳ ଭି.କେ. ସାକ୍ସେନା ଆଦେଶ ଦେଇଛନ୍ତି। ଏଥିରେ ଦୁର୍ନୀତି ହୋଇଥିବା କୁହାଯାଇଛି । ଉପମୁଖ୍ୟମନ୍ତ୍ରୀ ମନୀଷ!-->…
ବିଧାନସଭାରେ ଉଠିଲା ମୁଢ଼ି ପ୍ରସଙ୍ଗ
ଭୁବନେଶ୍ବର: ମୁଢ଼ି ଓ ଚୁଡ଼ାରେ ଜିଏସଟି ଲାଗିବା ପରେ ଏହି ଚର୍ଚା ଆଜି ବିଧାନସଭାରେ ହୋଇଛି । ରାଜ୍ୟରେ ସବୁ ବର୍ଗର ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଚୁଡ଼ା, ମୁଢ଼ି ଓ ଖଇ ଉପରେ 5 ପ୍ରତିଶତ ଜିଏସଟି ଆଜିଠୁ ଲାଗୁ ହୋଇଛି । ପ୍ରଶ୍ନ କାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ!-->…
ଅର୍ଥନୀତିଜ୍ଞ ନିକୋଲାସ ଷ୍ଟର୍ନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ଅର୍ଥନୀତି ପ୍ରଫେସର ଲର୍ଡ ନିକୋଲାସ ଷ୍ଟର୍ନଙ୍କୁ ଭେଟିଛନ୍ତି । ଉଭୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଲର୍ଡ ନିକୋଲାସ ଷ୍ଟର୍ନଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି; “ଲର୍ଡ!-->…
ଆସିଲା ନୂଆ ସୌର ଚୁଲା : ରାତିରେ କରିପାରିବେ ରୋଷେଇ
ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଗ୍ୟାସ ଦର ବଢ଼ିଲେ ଆଉ ସମସ୍ୟା ନାହଁ । ବଜାରକୁ ଆସୁଛି ଏମିିତି ସୈାର ଚୁଲା ଯାହା ଦ୍ବାରା ମେଘୁଆ ପାଗ ହେଉ କି ରାତି , ସବୁ ସମୟରେ ଆପଣ ରୋଷେଇ କରିପାରିବେ । ଚା ତିଆରି କରିପାରିବେ ।
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଏହି ସୌର ଚୁଲା ପ୍ରସ୍ତୁତ କରି!-->!-->!-->…
ବଢ଼ିଲା ଏଲପିଜି ସିଲିଣ୍ଡର ଦର
ମେଟ୍ରୋ ଟିଭି ଓଡିଶା (୬.୭.୨୦୨୨)
କିଛି ଦିନର ବ୍ୟବଧାନ ପରେ ପୁଣି ଘରୋଇ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି ।୧୪.୨ କେଜି ଏଲପିଜି ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ୫ କେଜିର ଛୋଟ ସିଲିଣ୍ଡରର ଦାମ ୧୮ଟଙ୍କା ବୃଦ୍ଧି କରାଯାଇଛି । ବର୍ତ୍ତମାନର ଦରବୃଦ୍ଧି ଯୋଗୁ!-->!-->!-->…