Trending
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
- ସରିଲା ମାଟ୍ରିକ୍ ପରୀକ୍ଷା, ମେ ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ବାହାରିବା ମାଟ୍ରିକ୍ ରେଜଲ୍ଟ
- ପଶ୍ଚିମ ଏସିଆରେ ଉତ୍ତେଜନା ଓ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଦେଖି ଟେନସନରେ ଭାରତ,ଭାରତୀୟଙ୍କୁ ସୁରକ୍ଷା ଦବା କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ
- ଆମେରିକା ଦୂତାବାସ ସମ୍ପତ୍ତି ଭଙ୍ଗାରୁଜା କଲେ ପ୍ରଦର୍ଶନକାରୀ,୧୨ ମୃତ ୬୦ରୁ ଅଧିକ ଆହତ
Browsing Category
Business
All business-related news will news will upload
ସୁନା ଖଣି କଲେ ମିଳିବ ୫ ବର୍ଷ ଟ୍ୟାକ୍ସ ରିହାତି , ଏହି ଦେଶ ଦେଲା ଆହ୍ବାନ
ଆଫଗାନିସ୍ତାନର ଉଦ୍ୟୋଗ ଓ ବାଣିଜ୍ୟ ମନ୍ତ୍ରୀ ଅଲହାଜ ନଋଦ୍ଦୀନ ଅଜିଜି ବିଭିନ୍ନ କ୍ଷେତ୍ରରେ ନିବେଶ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ତାଙ୍କ ସରକାର ସୁନା ଖନନ ସମେତ ନୂଆ କ୍ଷେତ୍ରରେ ନିବେଶ କରୁଥିବା କମ୍ପାନୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ରିହାତି ଦେବାକୁ ପ୍ରସ୍ତୁତ। ‘ଆସୋଚେମ’…
ଇସ୍ରାଏଲ ସହିତ ବାଣିଜ୍ୟ ଆଲୋଚନା କରିବ ଭାରତ
ଭାରତ ସରକାର ବିଭିନ୍ନ ଦେଶ ସହ ସ୍ବତନ୍ତ୍ର ବାଣିଜ୍ୟ ରାଜିନାମା ସ୍ବାକ୍ଷର କରିବାକୁ ଉଦ୍ୟମ କରୁଥିବା ବେଳେ ଏନେଇ ଇସ୍ରାଏଲ ସହ କଥାବାର୍ତ୍ତା ଆରମ୍ଭ ହେବ। ଏହି ଦେଶ ସହିତ ଦୁଇଟି ପର୍ଯ୍ୟାୟରେ ରାଜିନାମା ହେବ ବୋଲି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଆନୁଷ୍ଠାନିକ…
ଶ୍ରମ କୋଡ୍କୁ ନିନ୍ଦା, ବୁଧବାର ଦେଶବ୍ୟାପୀ ପ୍ରତିବାଦ ପାଇଁ ଯୋଜନା
କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତକାଲି ଲାଗୁ କରାଯାଇଥିବା ୪ଟି ଶ୍ରମ କୋଡ୍କୁ ୧୦ଟି ପ୍ରମୁଖ ଶ୍ରମିକ ସଂଗଠନ ନିନ୍ଦା କରିଛନ୍ତି। ଶ୍ରମ କୋଡ୍ରେ ପରିବର୍ତ୍ତନକୁ ସେମାନେ ଶ୍ରମିକମାନଙ୍କ ପାଇଁ ଏକ ପ୍ରବଞ୍ଚାନତ୍ମକ ଠକେଇ ବୋଲି କହିଛନ୍ତି। ବିରୋଧୀଦଳଗୁଡ଼ିକ ସହ ଜଡ଼ିତ ଶ୍ରମିକ ସଂଗଠନଗୁଡ଼ିକ…
ଭାରତର ଶ୍ରମ ସଂହିତାକୁ ସ୍ୱାଗତ କଲେ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ
ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ଏବଂ ଅନ୍ତର୍ଜାତୀୟ ସାମାଜିକ ସୁରକ୍ଷା ସଂଘ (ଆଇଏସଏସଏ) ଭଳି ପ୍ରମୁଖ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ 21 ନଭେମ୍ବର 2025 ରେ ଭାରତ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଚାରୋଟି ଶ୍ରମ ସଂହିତାକୁ ସ୍ୱାଗତ କରିଛନ୍ତି। ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା, …
ଜୟଆଲୁକ୍କାସ୍ ‘ବ୍ରିଲିଆନ୍ସ ଡାୟମଣ୍ଡ ଜୁଏଲରୀ ଶୋ’ ଭୁବନେଶ୍ୱରରେ
ଭୁବନେଶ୍ୱର : ବିଶ୍ୱର ପ୍ରିୟ ଜୁଏଲର, ଜୟଆଲୁକ୍କାସ୍, ଭୁବନେଶ୍ୱରରେ ତାଙ୍କର ପ୍ରତୀକାତ୍ମକ ଭୁବନେଶ୍ୱରର ଶୋରୁମ୍ ରେ 21 ନଭେମ୍ବରରୁ ‘ବ୍ରିଲିଆନ୍ସ ଡାୟମଣ୍ଡ ଜୁଏଲରୀ ଶୋ’ ସହ ଓଡ଼ିଶାକୁ ଆକର୍ଷିତ କରିବାକୁ ପ୍ରସ୍ତୁତ । ଏହି ବହୁ ଅପେକ୍ଷିତ ପ୍ରଦର୍ଶନୀ ଡାୟମଣ୍ଡ ଅଳଙ୍କାରର କାରୁକଳା, ଶୈଳୀ…
ଭାରତର ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କର ସମ୍ପତ୍ତି ଆଟାଚ୍ କରିଛି ଇଡି
ଅନିଲ ଅମ୍ବାନୀଙ୍କୁ ଇଡି ଝଟ୍କା । ଭାରତର ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କର ସମ୍ପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରିଲାଏନ୍ସ ଗ୍ରୁପ୍ ଚେୟାରମ୍ୟାନ୍ ଅନୀଲ ଅମ୍ବାନୀଙ୍କର ନଭି ମୁମ୍ବାଇ, ଚେନ୍ନାଇ ଓ ପୁଣେରେ ଥିବା ସମ୍ପତ୍ତି ଆଟାଚ୍ କରିଛି ଇଡି । ଲୋନ୍ ଠକେଇ ଓ ମନି…
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଶିଳ୍ପ ମନ୍ତ୍ରୀ ଶ୍ରୀ ଏଚ୍.ଡି କୁମାରସ୍ବାମୀ
କେନ୍ଦ୍ର ଭାରି ଶିଳ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଏଚ୍.ଡି କୁମାରସ୍ବାମୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ…
ପୁଣି ଥରେ ଆଧାରକୁ ପରିବର୍ତ୍ତନ ଘୋଷଣା , ନୂତନ ଆଧାର କାର୍ଡରେ ରହିବ ଫଟୋ ଏବଂ ଏକ QR କୋଡ
ଆଜିକାଲି ଆଧାର କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆପଣ ଜାଣିଥିବେ। ଏହା ବିନା ଆପଣଙ୍କର ସମସ୍ତ ଆର୍ଥିକ ପ୍ରବେଶ ଅସମ୍ଭବ। ସ୍ପଷ୍ଟ ଭାବରେ, ଏପରି ଏକ ଅତ୍ୟାବଶ୍ୟକୀୟ ଡକ୍ୟୁମେଣ୍ଟର ଅପବ୍ୟବହାର ହେବାର ବିପଦ ଥାଏ। ଏହି ବିପଦକୁ ଆଶଙ୍କା କରି, ସରକାର ପୁଣି ଥରେ ଆଧାରକୁ ଅଧିକ ସୁରକ୍ଷିତ କରିବା ପାଇଁ…
ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ଆଲୋଚନାରେ ବଡ଼ ସଫଳତା
ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମାକୁ ନେଇ ଚାଲିଥିବା ଆଲୋଚନାରେ ବଡ଼ ସଫଳତା ମିଳିଛି। ଏହାର ପ୍ରଥମ ପର୍ଯ୍ୟାୟ ପ୍ରାୟ ଚୂଡାନ୍ତ ହୋଇସାରିଛି ବୋଲି ଭାରତ ପକ୍ଷରୁ ମୁଲଚାଲର ନେତୃତ୍ୱ ନେଇଥିବା ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦୁଇଟି ଉପାୟରେ…
ଟ୍ରମ୍ପ ୨୫୪ ସାମଗ୍ରୀ ଉପରୁ ଶୁଳ୍କ କମାଇଲେ
ଟ୍ରମ୍ପ ପ୍ରଶାସନ ପକ୍ଷରୁ ଗତ ୧୪ ତାରିଖରେ ଏକ ସଂଶୋଧିତ ତାଲିକା (ଅନେକ୍ସଚର-୨) ଜାରି କରାଯାଇଛି। ଚଳିତବର୍ଷ ଅଗଷ୍ଟ ମାସରେ ବିଭିନ୍ନ ଦେଶ ଉପରେ ଲଗାଯାଇଥିବା ପାଲଟା ଶୁଳ୍କ ଏଥିରେ ରହିଛି। ନଭେମ୍ବର ୧୩ରୁ ସଂଶୋଧିତ ଶୁଳ୍କକୁ କାର୍ଯ୍ୟକାରୀ କରାଯାଇଛି।
ଅଧିକାରୀମାନଙ୍କ ଠାରୁ ମିଳିଥିବା…