Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Business
All business-related news will news will upload
ବଢ଼ିଲା ମନରେଗା ମଜୁରୀ
କେନ୍ଦ୍ର ସରକାର ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ) ର ନୂତନ ମଜୁରୀ ହାର ବୃଦ୍ଧି କରିଛନ୍ତି। ଗୋଆରେ ଏହାର ହାର ସର୍ବାଧିକ ୧୦.୫୬ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଥି ସହିତ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଉତ୍ତରପ୍ରଦେଶରେ ଏହି ହାର ସର୍ବନିମ୍ନ ୩.୦୪…
ଆମେରିକାରେ ତାଜା କ୍ଷୀର ଲଞ୍ଚ କରିବ ଅମୁଲ
ପ୍ରଥମ ଥର ପାଇଁ ଅମୁଲ୍ ତାଜା କ୍ଷୀର ଭାରତ ବାହାରେ ଉପଲବ୍ଧ ହେବ ଏବଂ ଗୁଜରାଟ ସମବାୟ ଦୁଗ୍ଧ ମାର୍କେଟିଂ ଫେଡେରେସନ୍ (ଜିସିଏମ୍ଏମ୍ଏଫ୍) ଭାରତୀୟ ପ୍ରବାସୀ ଏବଂ ଏସୀୟ ଜନସଂଖ୍ୟାକୁ ସେବା ଯୋଗାଇବା ପାଇଁ ଏକ ସପ୍ତାହ ମଧ୍ୟରେ ଆମେରିକା ବଜାରରେ 4 ପ୍ରକାର କ୍ଷୀର ଲଞ୍ଚ କରବ। ‘ଆମେ ଅନେକ…
ଗୋପାଳପୁର ବନ୍ଦର କିଣିବେ ଗୌତମ
ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ଆଦାନୀ ପୋର୍ଟସ୍ ଓଡିଶାର ଗୋପାଳପୁର ବନ୍ଦର କିଣିବାକୁ ପ୍ରସ୍ତୁତ ହୋଇଛି। ଏହି ବନ୍ଦରର ୫୬ ପ୍ରତିଶତ ଅଂଶ ରିଅଲ୍ ଇଷ୍ଟେଟ୍ ଗ୍ରୁପ୍ ଶାପୁରଜୀ ପାଲୋଞ୍ଜୀ ଗ୍ରୁପ୍ ପାଖରେ ଅଛି | ଯାହାକୁ ଆଦାନୀ ବନ୍ଦର କିଣିବାକୁ ଯାଉଛି | ଏହା ବ୍ୟତୀତ ଓଡ଼ିଶା ଷ୍ଟିଭେଡୋରସରୁ…
୩୦ ମାର୍ଚ୍ଚରେ କେନ୍ଦ୍ରୀୟ କର୍ମଚାରୀଙ୍କ ହୋଲି
୨୫ ମାର୍ଚ୍ଚରେ ସମଗ୍ର ଦେଶରେ ପାଳନ କରାଯିବ, କିନ୍ତୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ପ୍ରକୃତ ହୋଲି ୩୦ ମାର୍ଚ୍ଚରେ ହେବ । ଆମେ ଏହା କହୁଛୁ କାରଣ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ମାର୍ଚ୍ଚ ୩୦ ସୁଦ୍ଧା ଆସିବ ବୋଲି ଆଶା କରାଯାଉଛି । ଏଥର ଆସିବାକୁ ଯାଉଥିବା ବେତନରେ ଏକ ବଡ ବୃଦ୍ଧି ଘଟିବ…
ଆମାଜନରେ ମହଙ୍ଗା ହେବ ଶପିଂ
ଆମାଜନ ଇଣ୍ଡିଆ ନିଜ ବିକ୍ରେତାଙ୍କ ଉଦ୍ଦେଶ୍ୟରେ ଜାରି କରିଥିବା ଏକ ବିଜ୍ଞପ୍ତିରେ ପ୍ରକାଶ କରିଛି ଯେ ଏହା ଶିପିଙ୍ଗ୍, ରେଫରାଲ ଏବଂ ବୈଷୟିକ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି । ଏହା ବର୍ଦ୍ଧିତ ଶୁଳ୍କ ଉତ୍ପଦର ମୂଲ୍ୟ ଅନୁଯାୟୀ ନିର୍ଦ୍ଧାରିତ କରାଯିବ । କହିରଖୁଛୁ ଏହି ବର୍ଦ୍ଧିତ ଫି ହିଁ…
ବିଜନେସ୍ ଏମିନେନ୍ସ ଆଓ୍ବାର୍ଡ୍ସ-୨୦୨୪
ଆରମ୍ଭ ହୋଇଛି ବିଜନେସ୍ ଏମିନେନ୍ସ ଆଓ୍ବାର୍ଡ୍ସ-୨୦୨୪। ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇଏଏସ୍ ମନୋଜ କୁମାର ମିଶ୍ର (ପ୍ରିନ୍ସିପାଲ ସେକ୍ରେଟାରି ଆଇଟି ଆଣ୍ଡ ଟେକ୍ନୋଲୋଜି, ଓଡ଼ିଶା ସରକାର, ଅଧ୍ୟକ୍ଷ ଓକାକ୍) ପ୍ରଦୀପ ପ୍ରଜ୍ୱଳନ…
ଭାରତୀୟ ଷ୍ଟକ୍ ବଜାରରେ ଆଜି ଉତ୍ସାହ
ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ହ୍ରାସ ସଙ୍କେତ ଦେବା ପରେ ଭାରତୀୟ ଷ୍ଟକ୍ ବଜାରରେ ଆଜି ଉତ୍ସାହଜନକ କାରବାର ହୋଇଛି। ବମ୍ବେ ଷ୍ଟକ୍ ବଜାର ସେନ୍ସେକ୍ସ ଗୁରୁବାର ୫୪୦ ପଏଣ୍ଟ ବୃଦ୍ଧି ପାଇ ୭୨,୬୪୧ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ୧୭୨ ପଏଣ୍ଟ…
ଆଇପିଏଲ୍ରେ କେଉଁଠୁ ଆସେ ଏତେ ଟଙ୍କା?
ଆଇପିଏଲ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏହି ଟୁର୍ନାମେଣ୍ଟ ଚକାଚକ୍ ରଙ୍ଗ, ନୃତ୍ୟ, ରୋମାଞ୍ଚ, ଆକ୍ସନ ଏବଂ ଗ୍ଲାମରରେ ପରିପୂର୍ଣ୍ଣ। ଏହି ଅବଧିରେ ବିଦେଶୀ ଖେଳାଳିମାନେ ଦୁଇ ମାସର ପାରିବାରିକ ପିକନିକ୍ ପାଇଁ ଭାରତକୁ ଆସନ୍ତି। ସେଥିପାଇଁ କେତେକ ଲୋକ ଏହାକୁ ଇଣ୍ଡିଆନ ପ୍ରିମିୟର ଲିଗ…
ଖସିଲା ଶେୟାର ବଜାର
ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୭୩୬…
ଭାରତୀୟ ବ୍ୟାଙ୍କ ଉପରେ ସାଇବର ଆଟାକର ବଢ଼ୁଛି ବିପଦ
ଆଗାମୀ ଦିନରେ କେତେକ ଭାରତୀୟ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ ବଢ଼ିପାରେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଆଶଙ୍କା କରୁଛି । ଏହି ସତର୍କତା ସହିତ ସାଇବର ସୁରକ୍ଷାକୁ ସୁଦୃଢ଼଼ କରିବା ପାଇଁ ରିଜର୍ଭ ବ୍ୟାଙ୍କ ମଧ୍ୟ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଛି ।
ଚେତାବନୀ ସହିତ ଦିଆଯାଇଛି ପରାମର୍ଶ :-
ମନି…