Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Business
All business-related news will news will upload
ଗୋ ଫାଷ୍ଟ୍’କୁ ଝଟ୍କା
ଗୋ ଫାଷ୍ଟ୍କୁ ଆଜି ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟ୍କା ଲାଗିଛି। ଗୋ ଫାଷ୍ଟ୍ ନିକଟରେ ଲିଜ୍ରେ ଥିବା ବିମାନଗୁଡ଼ିକର ପଞ୍ଜୀକରଣ ବାତିଲ କରିବା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ହାଇକୋର୍ଟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ)କୁ ଆଦେଶ ଦେଇଛନ୍ତି। ୫ ଦିନ ଭିତରେ ଏହାକୁ…
ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ
ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ ସାଜିଛି। ପାଣିପାଗ ବିଭାଗ ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି। ଅନ୍ୟପଟେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ମୁଦ୍ରାସ୍ଫୀତି…
ଆସିଗଲା ଜିଓ ସିନେମାର ପ୍ରିମିୟମ ପ୍ଲାନ୍,
ରିଲାଏନ୍ସ ଜିଓ ଏକ ନୂଆ ସବସ୍କ୍ରିପସନ ପ୍ଲାନ୍ ‘ଜିଓ ସିନେମା ପ୍ରିମିୟମ’ ଘୋଷଣା କରିଛି । ଏହି ନୂଆ ପ୍ଲାନର ପ୍ରାରମ୍ଭିକ ମାସିକ ମୂଲ୍ୟ ୨୯ ଟଙ୍କା ରହିଛି । ଏହି ନୂଆ ‘ଜିଓ ସିନେମା ପ୍ରିମିୟମ’ ପ୍ଲାନ ଜରିଆରେ ୟୁଜର୍ସଙ୍କୁ ୪କେ ପର୍ଯ୍ୟନ୍ତ ଗୁଣବତ୍ତାରେ ଆଡ୍ ଫ୍ରି ଅନୁଭବ ମିଳିବ । ଏହା ସହିତ…
ସେନ୍ସେକ୍ସ ୮.୪୮ ଲକ୍ଷ କୋଟି ବୃଦ୍ଧି
ସେନ୍ସେକ୍ସ ୧୧୪.୪୯ ପଏଣ୍ଟ ବା ୦.୧୬ ପ୍ରତିଶତ ବୃଦ୍ଧି ଘଟି ୭୩,୮୫୨.୯୪ ପଏଣ୍ଟରେ ବନ୍ଦ ହୋଇଛି। ଗତ ୪ ଦିନରେ ସେନ୍ସେକ୍ସ ୧୩୬୩.୯୫ ପଏଣ୍ଟ ବୃଦ୍ଧି ଘଟିଛି। ଏଥିଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଙ୍କ ବଜାରପୁଞ୍ଜି ୮ ଲକ୍ଷ ୪୮ ହଜାର ୩୨୮ କୋଟି ୯୦ ଲକ୍ଷ ବୃଦ୍ଧି…
ଶେୟାର ବଜାର କାରବାରରେ ଉତ୍ସାହ
କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷ କରି ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୯୦(୮୯.୮୩)…
ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି
ଦେଶର ସର୍ବବୃହତ୍ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ୍ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ୨୦୨୩-୨୪…
୫ ଲକ୍ଷରୁ ଅଧିକ ନିଯୁକ୍ତି ଦେଇପାରେ ଆପଲ୍
ଆଇଫୋନ ନିର୍ମାତା ଆପଲ୍ ଆସନ୍ତା ୩ ବର୍ଷ ମଧ୍ୟରେ ଭାରତରେ ୫ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଏହାର ଭେଣ୍ଡରଙ୍କ ଜରିଆରେ ନିଯୁକ୍ତି ଦେଇପାରେ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ତେବେ କମ୍ପାନି ଏଭଳି ଆକଳନ ଉପରେ କୌଣସି ମତ ଦେବାକୁ ମନା କରିଛି। ବର୍ତ୍ତମାନ ଭାରତରେ ଆପଲ୍ର ଭେଣ୍ଡର୍ ଓ…
ସ୍ୱାସ୍ଥ୍ୟ ବୀମା ନିୟମରେ ପରିବର୍ତ୍ତନ କଲା IRDAI
ଏଣିକି ୬୫ ବର୍ଷରୁ ଅଧିକ ବୟସର ଲୋକମାନେ ମଧ୍ୟ ନୂଆ ପଲିସୀ କ୍ରୟ କରିପାରିବେ । ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ତରଫରୁ ସ୍ୱାସ୍ଥ୍ୟ ବୀମା ନିୟମରେ ପରିବର୍ତ୍ତନ କରାଯାଇଛି ।ଏପରି ସ୍ଥିତିରେ ଯଦି ଆପଣଙ୍କର ପିତାମାତାଙ୍କର ବୟସ ୬୫ ବର୍ଷରୁ ଅଧିକ ହୋଇଥାଏ ଆଉ ଆପଣ…
ନିବେଶକଙ୍କୁ ସତର୍କ କଲା ଷ୍ଟକ୍ ଏକ୍ସଚେଞ୍ଜ୍
ଡିପ୍ଫେକ୍ ଭିଡିଓ କେବଳ ନେତା, ଅଭିନେତା କିମ୍ବା ବଡ଼ ଉଦ୍ୟୋଗୀଙ୍କ ମଧ୍ୟରେ ଆଉ ସୀମିତ ନାହିଁ। ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ (ବିଏସ୍ଇ)ର ଏମ୍ଡି ତଥା ସିଇଓ ସୁନ୍ଦରରମଣ ରାମମୂର୍ତ୍ତି ମଧ୍ୟ ଏହାର ଶିକାର ହୋଇଛନ୍ତି। ତାଙ୍କ ନାମରେ ନକଲି ଭିଡିଓ ଓ ଅଡିଓ ପ୍ରସ୍ତୁତ କରାଯାଇ ସାମାଜିକ…
ଭାରତରେ ଓପନଏଆଇ କଲା ପ୍ରଥମ ନିଯୁକ୍ତି
ଓପନଏଆଇ ଭାରତରେ ନିଜର ପ୍ରଥମ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । କମ୍ପାନୀ ଟ୍ରୁକଲରରେ ଜନସମ୍ପର୍କ ବିଭାଗର ଦାୟିତ୍ୱ ତୁଲାଉଥିବା ପ୍ରଜ୍ଞା ମିଶ୍ରଙ୍କୁ ଏହାର ପ୍ରଥମ କର୍ମଚାରୀ ଭାବରେ ନିଯୁକ୍ତ କରିଛି ।ସେ ଏହି ମାସ ଶେଷରୁ ଦାୟିତ୍ୱ ଗ୍ରହଣ କରିପାରନ୍ତି । ରିପୋର୍ଟ ଅନୁଯାୟୀ, ପ୍ରଜ୍ଞା…