Trending
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
Browsing Category
Business
All business-related news will news will upload
ଶସ୍ତା ହେଲା ସୁନା
ବଜେଟ ଦିନଠାରୁ ସୁନା ଓ ରୂପା ବିକ୍ରିରେ ବୃଦ୍ଧି ଘଟିଛି ।ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୪,୦୦୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିବା ପରେ ଗ୍ରାହକମାନେ କ୍ରୟରୁ ଦୂରେଇ ରହିଥିଲେ, କିନ୍ତୁ ଡ୍ୟୁଟି କଟ୍ ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ବୁଲିଅନ୍ ବଜାରରେ ଦୈନିକ ଚାହିଦା ୨୦% ବୃଦ୍ଧି ପାଇଛି…
ଆଜି ବିଧାନସଭାରେ ଓଡ଼ିଶା ବଜେଟ୍
ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ। ଗତ ଫେବୃଆରୀ ମାସରେ ପୂର୍ବ ସରକାର ଆଣିଥିଲେ କାମଚଳା ବଜେଟ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ପାଇଁ ୧…
ଖସିଲା ସୁନା ଦର
କେନ୍ଦ୍ର ବଜେଟର ଉପସ୍ଥାପନା ପରେ ସାଧାରଣ ଜନତାଙ୍କୁ ବହୁତ ଆରାମ ମିଳିଛି। ୧୦ ଗ୍ରାମରେ ପ୍ରାୟ ୪ ହଜାର ଟଙ୍କା କମିଲା । କଷ୍ଟମ ଡ୍ୟୁଟି କମାଇବା ପରେ ରେଟ ହ୍ରାସ ପାଇଛି ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରୁଥିବାବେଳେ ସୁନା ଓ ରୂପା ଉପରେ କଷ୍ଟମ ଶୁଳ୍କ ହ୍ରାସ…
ଶସ୍ତା ହେଲା କର୍କଟ ଔଷଧ
ଏଥର ବଜେଟରେ କର୍କଟ ରୋଗୀଙ୍କ ପ୍ରତି ସଦୟ ହୋଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଆମଦାନୀ ହୋଇଥିବା କର୍କଟ ଔଷଧ ଉପରେ ସୀମା ଶୁଳ୍କ ହଟାଇଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ତିନୋଟି କର୍କଟ ଔଷଧ ଉପରେ ୧୦ ପ୍ରତିଶତ କଷ୍ଟମ ଡ୍ୟୁଟି ଥିଲା, ଯାହାକୁ ସଂପୂର୍ଣ୍ଣ…
କେନ୍ଦ୍ର ବଜେଟ
ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଅର୍ଥମନ୍ତ୍ରୀ ପ୍ରତିରକ୍ଷା ବିଭାଗକୁ ୪,୫୪,୭୭୩ କୋଟି, ଗ୍ରାମ୍ୟ ଉନ୍ନୟନକୁ ୨,୬୫,୮୦୮ କୋଟି, କୃଷି କ୍ଷେତ୍ରକୁ ୧,୫୧,୮୫୧ କୋଟି, ଗୃହ ବିଭାଗକୁ ୧,୫୦,୯୮୩ କୋଟି,…
ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩-୨୪ : ୭% ଛୁଇଁବ ଜିଡିପି ଅଭିବୃଦ୍ଧି
ମୌସୁମୀ ଅଧିବେଶନରେ ବଜେଟ ଉପସ୍ଥାପନ ପୂର୍ବରୁ ସୋମବାର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ରିପୋର୍ଟ ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୬.୫ %ରୁ ୭% ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି। ବିଶ୍ଵସ୍ତରରେ ଅନେକ…
ଶେୟାର ବଜାର ଲାଲ୍
ସପ୍ତାହର ପ୍ରଥମ ବାଣିଜ୍ୟ ଦିନ ଏବଂ ମୌସୁମୀ ଅଧିବେଶନ ଆରମ୍ଭ, ସେପଟେ କେନ୍ଦ୍ର ବଜେଟ ମଧ୍ୟ ଆସିବାକୁ ଯାଉଛି। ଏହି ଅବସରରେ ବ୍ୟାଙ୍କ ନିଫ୍ଟି ସମେତ ଆଇଟି ଏବଂ ଅଟୋ ଷ୍ଟକ୍ରେ ହ୍ରାସ ପାଇଛି।ସଂସଦରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅପରାହ୍ନ ୧ ଟାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ।…
ମାଇକ୍ରୋସଫ୍ଟ ସର୍ଭର ଡାଉନରେ ୮.୫ ମିଲିୟନ୍ ଡିଭାଇସ୍ ପ୍ରଭାବିତ
ଦୁଇ ଦିନ ତଳେ ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ହେବା କାରଣରୁ ସାରା ବିଶ୍ୱରେ ଅନଲାଇନ୍ ସେବା ପ୍ରଭାବିତ ହୋଇଥିଲା। ଏନେଇ ମାଇକ୍ରୋସଫ୍ଟ ଶନିବାର ଦିନ ଏକ ବ୍ଲଗରେ କହିଛି ଯେ ସାଇବର ସିକ୍ୟୁରିଟି ଫାର୍ମ କ୍ରାଉଡ୍ ଷ୍ଟ୍ରାଇକ୍ ଦ୍ୱାରା ଏକ ସଫ୍ଟୱେର୍ ଅପଡେଟ୍ ସହିତ ଜଡିତ ଏକ ବିଶ୍ୱସ୍ତରୀୟ ସର୍ଭର…
ଖସିଲା ଶେୟାର ବଜାର
ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ ଦିନର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି।ବିଶେଷକରି ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୭୩୯ (୭୩୮.୮୧) ପଏଣ୍ଟ…
ରାଖୀ ପଠାଇବା ପାଇଁ ଇଣ୍ଡିଆ ପୋଷ୍ଟ ନିର୍ଦ୍ଦେଶାବଳୀ ଜାରି
ଦୂରରେ ରହିଥିବା ଭଉଣୀ ଭାଇକୁ ରାଖୀ ପଠାଇବା ପାଇଁ ଏବେଠାରୁ ଆଗ୍ରହ ପ୍ରକାଶ କଲେଣି। ତେବେ ରାଖୀ ପଠାଇବା ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଇଣ୍ଡିଆ ପୋଷ୍ଟ ନିର୍ଦ୍ଦେଶାବଳୀ ଜାରି କରିଛି। ଇଣ୍ଡିଆ ପୋଷ୍ଟ ସୂଚନାନୁସାରେ ବିଦେଶକୁ ରାଖୀ ପଠାଇବାକୁ ଚାହଁଥିତ୍ବା ବ୍ୟକ୍ତି ଜୁଲାଇ ୩୧ ପୂର୍ବରୁ…