Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Business
All business-related news will news will upload
ଅମ୍ବାନୀଙ୍କ ନୂଆ ରେକର୍ଡ
ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆଉ ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛି। କମ୍ପାନୀ କର୍ପୋରେଟ୍ ଆୟକର ଆକାରରେ ସରକାରୀ ରାଜକୋଷକୁ ୧.୮୬ ଲକ୍ଷ କୋଟି ଟଙ୍କା ଯୋଗଦାନ ଦେଇଛି, ଯାହା ଭାରତ ସରକାରଙ୍କ ବଜେଟର ପ୍ରାୟ ୪ ପ୍ରତିଶତ ସହିତ ସମାନ।ଦେଶର…
ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ହିଂସା ଓ ସଙ୍କଟ ଭାରତୀୟ ବୟନ ଶିଳ୍ପ ଲାଗି ଏକ ବଡ଼ ସୁଯୋଗ
ପଡ଼ୋଶୀ ଦେଶ ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ହିଂସା ଓ ସଙ୍କଟ ଭାରତୀୟ ବୟନ ଶିଳ୍ପ ଲାଗି ଏକ ବଡ଼ ସୁଯୋଗ ଆଣିଦେଇଛି। ବିଦେଶରୁ ଯେଉଁମାନେ ବାଂଲାଦେଶରୁ ପୋଷାକ ଓ ବୟନ ସାମଗ୍ରୀ ମଗାଉଥିଲେ ସେମାନେ ଭାରତ ମୁହାଁ ହେବେ ବୋଲି ଆଶା କରାଯାଉଛି। ଯଦି ତାହା ହେବ ତେବେ ଭାରତୀୟ ବୟନ ଶିଳ୍ପ…
ସେୟାର ବଜାର
ଆଜି ସେମାନେ ସେୟାର କିଣିବା ଉପରେ ମନୋନିବେଶ କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୮୭୪ ପଏଣ୍ଟ ବୃଦ୍ଧି ପାଇ ୭୯,୪୬୮ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ର ନିଫ୍ଟି ମଧ୍ୟ ୩୦୫ ପଏଣ୍ଟ ବୃଦ୍ଧି ପାଇ ୨୪,୨୯୭ ପଏଣ୍ଟରେ ବନ୍ଦ ହୋଇଛି। ଆଜି ସେନ୍ସେକ୍ସରେ…
ଜୁଲାଇରେ ୬୧୭୮୫ ଗାଡ଼ି ବିକ୍ରି
ରାଜ୍ୟର ଗାଡ଼ି ଡିଲର୍ସିପ୍ଗୁଡ଼ିକ ଲାଗି ଜୁଲାଇ ଏକ ଭଲ ମାସ ସାବ୍ୟସ୍ତ ହୋଇଛି। ଏହି ମାସରେ ରାଜ୍ୟରେ ୬୧,୭୮୫ ଗାଡ଼ି ବିକ୍ରି ହୋଇଛି ଯାହା ପୂର୍ବବର୍ଷ ଜୁଲାଇରେ ହୋଇଥିବା ବିକ୍ରି ତୁଳନାରେ ୨୧.୮୫ ପ୍ରତିଶତ ଅଧିକ। ୨୦୨୩ ଜୁଲାଇରେ ୫୦,୭୦୭ ଗାଡ଼ି ବିକ୍ରି ହୋଇଥିଲା ବୋଲି ଗାଡ଼ି…
ଟ୍ୱିଟରର ଐତିହାସିକ ଅଫିସ ହେବ ବନ୍ଦ
ଏଲନ ମସ୍କ ଏକ୍ସକୁ ନେଇ ଆଉ ଏକ ନିଷ୍ପତ୍ତି ନେଇଛନ୍ତି । ଯେଉଁ ଅଫିସରେ ଟ୍ୱିଟର ଅଗ୍ରଗତି କରିଛି ସେହି ଅଫିସକୁ ବର୍ତ୍ତମାନ ବନ୍ଦ କରାଯିବ । ସୋସିଆଲ ମିଡିଆ କମ୍ପାନୀ ନିଜର ସାନ୍ ଫ୍ରାନ୍ସିସ୍କୋରେ ଥିବା ଅଫିସକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି । ଏହି ଅଫିସ ୨୦୦୬ରେ ଖୋଲିଥିଲା । ହେଲେ…
ଇଣ୍ଡିଗୋରେ ଆରମ୍ଭ ହେଲା ବିଜନେସ କ୍ଲାସ
ଇଣ୍ଡିଗୋ ୧୨ ରୁଟରେ ବିଜନେସ କ୍ଲାସ ସର୍ଭିସେଜ ଇଣ୍ଡିଗୋ ଷ୍ଟ୍ରେଚ ଆରମ୍ଭ ହେବାର ନିଷ୍ପତ୍ତି ନେଇଛି । ଏଥିରେ ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ମୁମ୍ବାଇ ଭଳି ସହର ସାମିଲ ଅଛି । ଇଣ୍ଡିଗୋ ଦେଶରେ ବଢୁଥିବା ପ୍ରିମିୟମ କ୍ଲାସର ଚାହିଦାକୁ କାବୁ କରିବା ପାଇଁ ଇଣ୍ଡିଗୋ ମଧ୍ୟ ଉଦ୍ୟମ…
ବେକାରୀ ହାର ୭.୯%କୁ ଖସିଲା
ଚାଷ କାମ ଜାରି ରହିଥିବା ବେଳେ ଶ୍ରମିକ ନିଯୁକ୍ତି ଅବ୍ୟାହତ ରହିଥିବାରୁ ଜୁଲାଇ ମାସରେ ଦେଶର ବେକାରୀ ହାର ହ୍ରାସ ପାଇଛି। ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍ଆଇଇ)ର ଏକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଜୁଲାଇ ସୁଦ୍ଧା ବେକାରୀ ହାର ୭.୯ ପ୍ରତିଶତକୁ ହ୍ରାସ…
ଷ୍ଟକ୍ ମାର୍କେଟକୁ ବଡ଼ ଝଟକା
ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ-BSE। ମାର୍କେଟ ଖୋଲିବା ପରେ ଏବେ ସେନସେକ୍ସ ୨୬ ଶହ ଖସିଥିବା ବେଳେ ନିଫଟି ପ୍ରାୟ ୮୦୦ ପଏଣ୍ଟ ଖସିଛି। କୁହାଯାଉଛି ଏହା ସିଜନ୍ ର ସବୁଠୁ ଖରାପ ପ୍ରଦର୍ଶନ କରିଛି ଷ୍ଟକ୍ ଏକସଚେଞ୍ଜ। ଫଳରେ ଅନେକ ଗୁଡ଼ିଏ ଲାଭ ଦାୟକ କମ୍ପାନୀର…
୩୫୦୦ ଟଙ୍କାକୁ ଭତ୍ତା ବୃଦ୍ଧି
ଗତମାସରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ୨୦୨୪-୨୫ରେ ଏହି ଘୋଷଣା କରିବା ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି। କେବେଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ ତାହା ଘୋଷଣା ହୋଇ ନଥିବାରୁ ଏ ନେଇ ଲୋକଙ୍କ ମନରେ ଏବେ ବି ଉତ୍କଣ୍ଠା ରହିଛି।ନିର୍ବାଚନ…
ଓଡ଼ିଶାରେ ୩ ଲକ୍ଷରୁ ଅଧିକ ଘର ଏବଂ ପରିସରକୁ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସଂଯୋଗ
ଓଡ଼ିଶାର ବିସ୍ତୀର୍ଣ୍ଣ ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ଡିଜିଟାଲ୍ କ୍ରାନ୍ତି ସ୍ୱରୂପ ରିଲାଏନ୍ସ ଜିଓ ରାଜ୍ୟର ୩ ଲକ୍ଷରୁ ଅଧିକ ଘର ଏବଂ ପରିସରକୁ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସେବା ମାଧ୍ୟମରେ ସଂଯୋଗ କରି ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ବିଶ୍ୱ ସ୍ତରୀୟ ଘରୋଇ ମନୋରଞ୍ଜନ ସୁବିଧା…