Trending
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
Browsing Category
Business
All business-related news will news will upload
ମହାକୁମ୍ଭ ମେଳା: ବଜେଟ 6382 କୋଟି
ଉତ୍ତରପ୍ରଦେଶର ପ୍ରୟାଗରାଜରେ ୨୦୨୫ ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଆୟୋଜିତ ହେବ ବିଶ୍ବର ସର୍ବବୃହତ୍ ଧାର୍ମିକ ଜନ ସମାଗମ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’। ହିନ୍ଦୁ ଧର୍ମରେ ଏହି ମେଳାର ବେଶ୍ ମହତ୍ତ୍ବ ରହିଛି। ଏହା ହେଉଛି ଦୁନିଆର ସବୁଠୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ। ଯଦିଓ…
ଓଡ଼ିଶାର ହେବ ନୂଆ ବନ୍ଦର
ରାଜ୍ୟ ସରକାର ନୂଆ ବନ୍ଦର ବିକାଶ କରିବାକୁ ଯୋଜନା ରଖିଛନ୍ତି। ଲଜିଷ୍ଟିକ୍ସ କ୍ଷେତ୍ରରେ ଏକ ପ୍ରମୁଖ ରାଜ୍ୟ ଭାବେ ପରିଗଣିତ ହେବା ଲାଗି ବନ୍ଦର ବିକାଶକୁ ବିଶେଷ ଗୁରୁତ୍ବ ଦିଆଯାଉଛି। ବର୍ତ୍ତମାନ ରାଜ୍ୟରେ ତିନିଟି ବନ୍ଦର ପାରାଦୀପ, ଧାମରା ଓ ଗୋପାଳପୁରରେ ରହିଛି। କିଛିଦିନ ତଳେ…
ସଞ୍ଚୟରେ ଭାରତ ଚତୁର୍ଥ
ଭାରତରେ ଲୋକମାନଙ୍କ ମଧ୍ୟରେ ସଞ୍ଚୟ ମନୋଭାବ ବହୁଦିନରୁ ରହିଛି। ଆଧୁନିକ ଯୁଗରେ ହୋଇଥିବା ଆର୍ଥିକ ପରିବର୍ତ୍ତନ ସତ୍ତ୍ବେ ଲୋକଙ୍କ ସଞ୍ଚୟ ମାନସିକତା ସେତେଟା ବଦଳିନାହିଁ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତରେ ସଞ୍ଚୟ ହାର ୩୦.୨ ପ୍ରତିଶତ…
ଅଟୋମୋବାଇଲ୍ ଦୁନିଆରେ ଏକ ବୃହତ୍ ମିଶ୍ରଣ, ହୋଣ୍ଡା-ନିସାନ-ମିତସୁବିସିର ମିଶ୍ରଣ ହେବ
ଅଟୋମୋବାଇଲ୍ ଦୁନିଆରେ ଏକ ବୃହତ୍ ମିଶ୍ରଣ ହେବାକୁ ଯାଉଛି। ଜାପାନର ତିନି ଗାଡ଼ି ନିର୍ମାତା ହୋଣ୍ଡା ମୋଟର କମ୍ପାନି, ନିସାନ ମୋଟର ମଧ୍ୟରେ ମିଶ୍ରଣକୁ ନେଇ ଆନୁଷ୍ଠାନିକ ଭାବେ କଥାବାର୍ତ୍ତା ଆରମ୍ଭ ହୋଇଛି। ଏଥିରେ ଅନ୍ୟତମ ଗାଡ଼ି ନିର୍ମାତା ମିତ୍ସୁବିସି ମଧ୍ୟ ଯୋଡ଼ି ହୋଇଛି। ମିଶ୍ରଣ…
ନିଜ ବିବାହରେ 5 ହଜାର କୋଟି ଖର୍ଚ୍ଚ କରିବେ ବେଜୋସ୍
ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଖୁବ୍ ଶୀଘ୍ର ତାଙ୍କ ପ୍ରେମିକା ଲରେନ୍ ସାଞ୍ଚେଜଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହ କଲୋରଡୋର ଆସପେନ ସହରରେ ଅନୁଷ୍ଠିତ ହେବ ଏବଂ ଏହି ବିବାହର ଖର୍ଚ୍ଚ ପ୍ରାୟ ୬୦୦ ନିୟୁତ ଡଲାର ଅର୍ଥାତ୍ ୫୦୯୬ କୋଟି ଟଙ୍କା…
ବୀମା ଉପରେ ଟିକସ ହ୍ରାସ ନିଷ୍ପତ୍ତି ଘୁଞ୍ଚିଲା
ରାଜସ୍ଥାନର ଜୈସଲମେରରେ ଅନୁଷ୍ଠିତ ଜିଏସ୍ଟି ପରିଷଦର ୫୫ତମ ବୈଠକରେ ଆଜି କେତେଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରିଟେଲର ଓ ଅନ୍ୟମାନଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଗିଫ୍ଟ ଭାଉଚରକୁ ଜିଏସ୍ଟି ପରିସର ବାହାରେ ରଖାଯାଇଛି। ବ୍ୟବସାୟ ପ୍ରତିଷ୍ଠାନ କିଣୁଥିବା ୟୁଜଡ୍ ବା…
ଜିଏସଟି ପରିଷଦର ୫୫ତମ ବୈଠକ: ଶସ୍ତା ହେବନି ସ୍ବାସ୍ଥ୍ୟ ବୀମା
ଶସ୍ତା ହେବନି ସ୍ବାସ୍ଥ୍ୟ ବୀମା । ଅର୍ଥମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି । ରାଜସ୍ଥାନର ଜୟସେଲମେରରେ ଜିଏସଟି ପରିଷଦର ୫୫ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଉପସ୍ଥିତ ଥିଲେ ।…
ବନ୍ଦର ବିକାଶ ଲାଗି 54 ହଜାର କୋଟି
ବନ୍ଦରଭିତ୍ତିକ ଶିଳ୍ପାୟନ, ବନ୍ଦର ଆଧୁନିକୀକରଣ ଓ ବନ୍ଦରକୁ ରାସ୍ତା ସଂଯୋଗ ପ୍ରଦାନ କରିବା ଲାଗି ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ୫୪ ହଜାର କୋଟି ଟଙ୍କାର ୫୩ଟି ପ୍ରକଳ୍ପ ହାତକୁ ନିଆଯାଇଛି। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ ରାଜ୍ୟସଭାରେ ଏହି ସୂଚନା…
କ୍ରିପ୍ଟୋକରେନ୍ସି ବିଟ୍କଏନ୍ ଦାମ୍ ଲକ୍ଷେ ଡ଼ଲାର ଟପିଲା
ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍କଏନ୍ ଦାମ୍ ୧,୦୬,୦୦୦ ଡଲାର ହୋଇଯାଇଛି। ଏହା ହେଉଛି ବିଟ୍କଏନ୍ ମୂଲ୍ୟରେ ସର୍ବକାଳୀନ ରେକର୍ଡ। ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚିତ ହେବା ପରଠାରୁ ଏହାର ଦାମ୍ ନିୟମିତ ଭାବେ ବଢ଼ୁଛି। ସେ…
ମୁଣ୍ଡପିଛା ଆୟରେ ଓଡ଼ିଶା 15 ତମ ସ୍ଥାନରେ
ଦେଶରେ ମୁଣ୍ଡପିଛା ଆୟ ୨୦୧୯-୨୦ ତୁଳନାରେ ୪୧ ପ୍ରତିଶତ ବୃଦ୍ଧି ପାଇ ୨୦୨୩-୨୪ରେ ୨,୧୧,୭୨୫ ଟଙ୍କା ହୋଇଛି। ଏହାର ପ୍ରଭାବରେ ବିଭିନ୍ନ ରାଜ୍ୟରେ ମୁଣ୍ଡପିଛା ଆୟ ମଧ୍ୟ ବଢ଼ିଛି। କିଛି ରାଜ୍ୟ ଏକ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମୁଣ୍ଡପିଛା ଆୟ ବଢ଼ାଇବାରେ ସବୁ ରାଜ୍ୟକୁ ପଛରେ…