Trending
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
- ବିଧାନସଭାରେ ବଙ୍ଗାଳି କଟାକ୍ଷ: ‘ଓଡ଼ିଆ ଅସ୍ମିତା’ ପ୍ରଶ୍ନ ଘେରରେ ଗୃହ
- ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ
- ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
Browsing Category
Business
All business-related news will news will upload
ବଢ଼ିଲା ସିମେଣ୍ଟ ମୂଲ୍ୟ
ଦେଶରେ ମୌସୁମୀ ଋତୁ ଶେଷ ହେଉଛି ଏବଂ ଏହାର ପ୍ରତ୍ୟକ୍ଷ ପ୍ରଭାବ ବର୍ତ୍ତମାନ ନିର୍ମାଣ କାର୍ଯ୍ୟକଳାପ ଉପରେ ଦେଖାଯାଉଛି ଏବଂ ଦେଶରେ ନିର୍ମାଣ କାର୍ଯ୍ୟ ପୁଣି ଗତିଶୀଳ ହେବାରେ ଲାଗିଛି | ଏଭଳି ପରିସ୍ଥିତିରେ ସିମେଣ୍ଟର ଚାହିଦା ମଧ୍ୟରେ ବୃଦ୍ଧି ଦେଖାଯାଉଛି ଏବଂ ଏହା ସହିତ ସିମେଣ୍ଟର ମୂଲ୍ୟ…
ପୂଜାରେ ଗଡ଼ିବନି କି ବସ ! ଘରୋଇ ବସ ମାଲିକ ସଂଘ ଦେଲା ଚେତାବନୀ
ଆମ ଦାବି ପୂରଣ କର । ନହେଲେ ପୂଜାରେ ଗଡ଼ିବନି ବସ୍। ଏପରି ଚେତାବନୀ ଦେଇଛି ବସ ମାଲିକ ସଂଘ । ଆଜି ସନ୍ଧ୍ୟା ଠାରୁ ୮ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ ଚଳାଚଳ ବନ୍ଦ ରହିବା ନେଇ ସଂଘ କହିଛି। ଏ ନେଇ ବନ୍ଦ ଡାକରା ଦେଇଛି ଘରୋଇ ବସ ମାଲିକ…
ଚୀନ୍ ପାଇଁ ଖସୁଛି ସେୟାର ବଜାର
ଗୋଟିଏ ପଟେ ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ନିବେଶକମାନଙ୍କ ଚିନ୍ତା ବଢ଼ାଇଥିବା ବେଳେ ଚୀନ୍ ସରକାର ଅର୍ଥନୈତିକ ପ୍ରୋତ୍ସାହନ ଘୋଷଣା କରିବା ପରେ ବିଦେଶୀ ନିବେଶକମାନେ ବିପୁଳ ପରିମାଣର ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। ଏହି ଦୁଇ କାରଣ ଲାଗି ଦେଶର ଦୁଇ ଷ୍ଟକ୍ ବଜାର…
ତେଲ ଦର ୭୫ ଡଲାର ଟପିଲା
ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଯୋଗୁ ଅନ୍ତର୍ଜାତୀୟ ବଜାରର ବ୍ରେଣ୍ଟ୍ କ୍ରୁଡ୍ ଦାମ୍ ଆଜି ବ୍ୟାରେଲ ପିଛା ୧.୫୨ ଡଲାର ବା ୨.୦୬ ପ୍ରତିଶତ ବୃଦ୍ଧି ଘଟି ୭୫.୪୨ ଡଲାରରେ ପହଞ୍ଚିଛି। ସେହିଭଳି ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧.୫୮ ଡଲାର ବା…
ଶେୟାର ବଜାର ସୁନାମୀ
ଭାରତୀୟ ଶେୟାର ବଜାର ଧରାସାୟୀ ହୋଇପଡିଛି । ମଧ୍ୟପ୍ରାଚ୍ୟରେ ଭୀଷଣ ଯୁଦ୍ଧ ଯୋଗୁଁ ଶେୟାର ବଜାର ଉପରେ ପ୍ରଭାବ ଦେଖାଯାଇଛି । ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇଛି । ସେନସେକ୍ସ 1800 ଏବଂ ନିଫ୍ଟି 550 ପଏଣ୍ଟ ହ୍ରାସ ପାଇଛି । ଏହା ଚଳିତ ବର୍ଷର ଚତୁର୍ଥ ବଡ ହ୍ରାସ ବୋଲି କୁହାଯାଉଛି । ଆଜି…
ବଢିଲା ଗ୍ୟାସ ଦର
ଆଜିଠୁ ଦେଶରେ କେତେକ ଗୁରୁତ୍ବପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ଲୋକମାନଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇବ। କର୍ମସିଆଲ ଗ୍ୟାସ ଦରଠୁ ଆରମ୍ଭ କରି ଟ୍ୟାକ୍ସ ନିୟମରେ ପରିବର୍ତ୍ତନ ସହିତ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ନିୟମରେ ମଧ୍ୟ ପରିବର୍ତ୍ତନ ହେବାକୁ…
ଷ୍ଟକ୍ ବଜାରରେ ମାନ୍ଦା
ଷ୍ଟକ୍ ବଜାରରେ ମାନ୍ଦା କାରବାର ପ୍ରଭାବ ଭାରତର ଦୁଇ ଷ୍ଟକ୍ ବଜାର ଉପରେ ଆଜି ପଡ଼ିଥିଲା। ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୨୭୨ ପଏଣ୍ଟ ହ୍ରାସ ପାଇ ୮୪,୨୯୯ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୬୮ ପଏଣ୍ଟ ହ୍ରାସ ପାଇ ୨୫୮୧୦ ପଏଣ୍ଟରେ…
ଟୋଲ ଟାକ୍ସ ବୃଦ୍ଧି
ପହିଲାରୁ ଗାଡ଼ି ଚାଳକ ମାନଙ୍କୁ ଲାଗିବ ଶକ୍ତ ଝଟକା । ଯାତାୟତ ପାଇଁ ବୃଦ୍ଧି ପାଇବ ଟୋଲ ଟାକ୍ସ । ଏଣିକି ଏକ୍ସପ୍ରେସ-ୱେରେ ଯିବା ଆସିବା ହୋଇଯିବ ଆହୁରି ମହଙ୍ଗା । ଆସନ୍ତାକାଲି ବର୍ଷର ଦଶମ ମାସ ଆରମ୍ଭ ହେବାକୁ ଯାଉଛି । ନୂଆ ମାସ ସହିତ ଟୋଲ ଟାକ୍ସର ନୂଆ ମୂଲ୍ୟ ମଧ୍ୟ ଆରମ୍ଭ ହେବ । ଟୋଲ ଟାକ୍ସ…
ଭୁବନେଶ୍ୱରରେ ରୁପା କିଲୋ ଲକ୍ଷେ ଉପରେ ପହଞ୍ଚଛି
ଉଭୟ ଜାତୀୟ ଓ ଘରୋଇ ବଜାରରେ ସୁନା ଦର ସର୍ବୋଚ୍ଚ ସ୍ତର ଛୁଇଁଥିଲାବେଳେ ଭୁବନେଶ୍ୱରରେ ରୁପା କିଲୋ ଲକ୍ଷେ ଉପରେ ପହଞ୍ଚତ୍ଛି। ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଆମଦାନୀ ହ୍ରାସ କାରଣରୁ ସୁନା, ରୁପା ଓ ଅନ୍ୟାନ୍ୟ ମୂଲ୍ୟବାନ୍ ଗହଣାର କଞ୍ଚାମାଲ ଦର ବୃଦ୍ଧି ପାଇଥିଲାବେଳେ ଗହଣା…
ଖସିଲା ଶେୟାର ବଜାର
ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୨୬୪ (୨୬୪.୨୭) ପଏଣ୍ଟ କମି ୮୫,୫୭୨ (୮୫,୫୭୧.୮୫) ଅଙ୍କରେ କାରବାର ବନ୍ଦ କରିଥିଲା।…