Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Business
All business-related news will news will upload
ସୁନା ଦର ପ୍ରଥମ ଥର ଐତିହାସିକ ୧ ଲକ୍ଷ ଟଙ୍କା ସ୍ତର ଟପିଛି
ଲଗାତାର ଭାବେ ବଢ଼ୁଥିବା ସୁନା ଦର ପ୍ରଥମ ଥର ଐତିହାସିକ ୧ ଲକ୍ଷ ଟଙ୍କା ସ୍ତର ଟପିଛି। ମଙ୍ଗଳବାର ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ଦାମ୍ ୧,୦୧,୩୫୦ ଟଙ୍କାରେ ପହଞ୍ଚିଛି। ଗୋଟିଏ ଦିନରେ ଏହାର ଦର ୩୦୦୦ ଟଙ୍କା ବଢ଼ିଛି। ସେହିପରି, ଅଳଙ୍କାର ପ୍ରସ୍ତୁତ ହେଉଥିବା ୨୨ କ୍ୟାରେଟ୍ ସୁନା ଦର ଆଜି…
ସୁନା ଦର 96 ହଜାର ଟପିଲା
ସୁନା ଦର ଗତଦୁଇ ଦିନ କମ୍ ହେବା ପରେ ବୁଧବାର ପୁଣି ମହଙ୍ଗା ହୋଇଛି। ଗୋଟିଏ ଦିନରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୯୫୦ ଟଙ୍କା ବଢ଼ିଥିବା ବେଳେ ୨୪ କ୍ୟାରେଟ୍ ସୁନା ୯୯୦ ଟଙ୍କା ମହଙ୍ଗା ହୋଇଛି। ଏହି ଦରବୃଦ୍ଧି ପରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୮,୧୫୦ ଟଙ୍କାକୁ…
ସେନ୍ସେକ୍ସ ୧୫୭୭ ପଏଣ୍ଟ ବୃଦ୍ଧି ପାଇ ୭୬,୭୩୪ ପଏଣ୍ଟରେ ବନ୍ଦ ହୋଇଛି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ସ୍ଥଗିତ ରଖିବା ପରେ ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି। ନିବେଶକମାନେ ବିପୁଳ ପରିମାଣର ସେୟାର କିଣିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୫୭୭ ପଏଣ୍ଟ ବୃଦ୍ଧି ପାଇ ୭୬,୭୩୪ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍…
ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍ ଆମେରିକାର ଧନୀ ବ୍ୟକ୍ତି ମାର୍କ ଜକରବର୍ଗଙ୍କ ମାଲିକାନାରୁ ଖସିଯିବାର ସମ୍ଭାବନା
ସୋସିଆଲ ମିଡିଆ ଆପ୍ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍କୁ ନେଇ ଏକ ବଡ଼ ଖବର ହସ୍ତଗତ ହୋଇଛି। ଅଡୁଆରେ ଫସି ଯାଇଛନ୍ତି ଏହାର ମାଲିକ ମାର୍କ ଜୁକରବର୍ଗ। ସୂଚନା ରହିଛି ଯେ ବିକ୍ରି କରିବାକୁ ପଡ଼ିପାରେ ସବୁଠୁ ବଡ଼ ଆପ୍ ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ । ବିଶ୍ୱର ଦୁଇ ବିଶାଳ ସୋସିଆଲ ମିଡିଆ ଆପ୍…
ସ୍ପ୍ଲେଣ୍ଡର ପ୍ଲସର ମୂଲ୍ୟ ବୃଦ୍ଧି
ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ବର୍ଷ ବର୍ଷ ଧରି ଲୋକଙ୍କ ପ୍ରିୟ ବାଇକ୍ ହୋଇ ରହିଆସିଛି | ଏହି ବାଇକ୍ ଉନ୍ନତ ମାଇଲେଜ୍ ଦେବା ପାଇଁ ଜଣାଶୁଣା | ଦେଶର ସର୍ବବୃହତ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ବର୍ତ୍ତମାନ ଏହାର ସର୍ବାଧିକ ବିକ୍ରି ହେଉଥିବା ଏଣ୍ଟ୍ରି ଲେବଲ୍ ବାଇକ୍ ସ୍ପ୍ଲେଣ୍ଡର ପ୍ଲସର…
ଲାପ୍ଟପ୍, ସ୍ମାର୍ଟଫୋନ, ଚିପ୍ ସମେତ ୨୦ଟି ସାମଗ୍ରୀ ଉପରେ ପାଲଟା ଶୁଳ୍କକୁ ଆମେରିକା ପ୍ରଶାସନ ବାଦ୍ ଦେଇଛି
ଟ୍ରମ୍ପ ପ୍ରଶାସନ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି। ଲାପ୍ଟପ୍, ସ୍ମାର୍ଟଫୋନ, ଚିପ୍ ସମେତ ୨୦ଟି ସାମଗ୍ରୀ ଉପରେ ପାଲଟା ଶୁଳ୍କକୁ ଆମେରିକା ପ୍ରଶାସନ ବାଦ୍ ଦେଇଛି। ପାଲଟା ଶୁଳ୍କ ଫଳରେ ଆମେରିକାରେ ସାମଗ୍ରୀ ମହଙ୍ଗା ହେବ ବୋଲି ବଡ଼ ବଡ଼ ଆମେରିକୀୟ ପ୍ରଯୁକ୍ତି କମ୍ପାନି ଆଶଙ୍କା ବ୍ୟକ୍ତ…
ଆଜି ୟୁପିଆଇ ପେମେଣ୍ଟ୍ ଠପ
ଆଜିକାଲି ଲୋକେ ୟୁପିଆଇ ପେମେଣ୍ଟ୍ ଉପରେ ଅଧିକ ନିର୍ଭର ହୋଇ ପଡ଼ିଥିବା ବେଳେ ଶନିବାର ଭାରତରେ ଅନେକ ଉପଭୋକ୍ତା ଡିଜିଟାଲ୍ ପେମେଣ୍ଟ କରିବାକୁ ଚେଷ୍ଟା କଲା ବେଳେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (ୟୁପିଆଇ) ଏକ ବଡ଼ ବ୍ୟାଘାତର ସମ୍ମୁଖୀନ ହୋଇଥିବା…
୨୪ କ୍ୟାରେଟ୍ ସୁନା ଦାମ୍ ୯୫,୪୦୦ ଟଙ୍କା ଟପିଲା
ସୁନା ଦର ପୁଣି ଥରେ ଉପରମୁହାଁ ହୋଇଛି। ଶୁକ୍ରବାର ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୮୫୦ ଟଙ୍କା ବୃଦ୍ଧି ପାଇ ୮୭,୪୫୦ ଟଙ୍କା ହୋଇଛି। ସେହି ସମୟରେ ୨୪ କ୍ୟାରେଟ୍ ସୁନା ଦାମ୍ ୯୫,୪୦୦ ଟଙ୍କା ହୋଇଛି। ଗତ ତିନିଦିନରେ ସୁନା ମୂଲ୍ୟ ୫ ହଜାର ଟଙ୍କା ବଢ଼ିଛି। କେବଳ ସୁନା ନୁହେଁ,…
ନୂଆ ଋଣ ନେବାକୁ ଚାହୁଥିବା ଗ୍ରାହକମାନଙ୍କ ଲାଗି ସୁଧ କମିବାରେ ସମ୍ଭାବନା ରହିଛି
ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ସମୀକ୍ଷା କରି ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଛି। ଫଳରେ ଏହି ହାର ୬ ପ୍ରତିଶତକୁ ଖସିଆସିଛି। ରେପୋ ହାର କମ୍ ହୋଇଥିବାରୁ ଆଗାମୀ ଦିନରେ ଘର, ଗାଡ଼ି ଆଦି କିଣିବା ଲାଗି ଋଣ ନେଇଥିବା ଗ୍ରାହକମାନଙ୍କ ମାସିକ କିସ୍ତି କମ୍ ହେବ। ଏଥି ସହିତ ନୂଆ…
୨୫ ବେସିକ ପଏଣ୍ଟ୍ରେ ରୋପୋ ରେଟ୍ ହ୍ରାସ
ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୨୫ ବେସିକ ପଏଣ୍ଟ୍ରେ ରୋପୋ ରେଟ୍ ହ୍ରାସ କରି ୬ ପ୍ରତିଶତ କରିବାକୁ ଘୋଷଣା କରିଛି। ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମ୍ପିସି) ଏପ୍ରିଲ ୭ ତାରିଖରେ ଆରମ୍ଭ ହୋଇଥିବା ଏହାର ତିନି ଦିନିଆ ବୈଠକ…