Browsing Category

Business

All business-related news will news will upload

ମୋବାଇଲ ଫୋନରେ କଥାହେବା କ୍ଷେତ୍ରରେ ଓଡ଼ିଶାର ଗ୍ରାହକମାନେ ଆଗରେ

ମୋବାଇଲ ଫୋନରେ କଥାହେବା କ୍ଷେତ୍ରରେ ଓଡ଼ିଶାର ଗ୍ରାହକମାନେ ଆଗରେ ରହିଛନ୍ତି। ‌ମାସକୁ ହାରାହାରି ୧୨୧୧ ମିନିଟ୍ ଅର୍ଥାତ ୨୦ ଘଣ୍ଟା ୧୧ ମିନିଟ୍‌ ସେମାନେ କଥା ହେଉଛନ୍ତି। ରାଜ୍ୟଗୁଡ଼ିକୁ ତୁଳନା‌ କଲେ ଦେଶରେ ଓଡ଼ିଶା ଗ୍ରାହକମାନେ ମୋବାଇଲରେ କଥାହେବା କ୍ଷେତ୍ରରେ ୪ର୍ଥ ସ୍ଥାନରେ ରହିଛନ୍ତି।…

ହିରୋରେ ନୂଆ ଭିଡା ଭିଏକ୍ସ୨ ଉନ୍ନେଚିତ

ହିରୋ ମୋଟୋକର୍ପର ଇଲେକ୍ଟ୍ରିକ୍ ଯାନ ବ୍ରାଣ୍ଡ୍‌ ଭିଡା ପକ୍ଷରୁ କଟକର ତେଲେଙ୍ଗା ବଜାରରେ ଥିବା ପ୍ରିମିଆ ସୋ’ରୁମ୍ ଓ ଶିଖରପୁରର ଏସେନ୍‌ ହିରୋରେ ନୂଆ ଭିଡା ଭିଏକ୍ସ୨କୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ ଏସେନ୍ ଅଟୋମୋବାଇଲ୍‌ସର ତତ୍ତ୍ବାବଧାୟକ ହେମନ୍ତ କୁମାର ଠକର ଓ ସୌରଭ ଠକର…

ଓଡ଼ିଶା ବନ୍ଦ ପ୍ରଭାବ

ବାଲେଶ୍ବର ଏଫ୍‌ଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ  ଛାତ୍ରୀଙ୍କ ଆତ୍ମାହୁତି ମାମଲାରେ ଆଜି କଂଗ୍ରେସ ଓ  ବାମଦଳଗୁଡ଼ିକ ପକ୍ଷରୁ ଓଡ଼ିଶା ବନ୍ଦ କରାଯାଇଥିଲା। ଏହି ବନ୍ଦ ଯୋଗୁ କେବଳ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି, ଅର୍ଥନୀତିକୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ଦୋକାନ ବଜାର ବନ୍ଦ…

ଦିନକୁ ଦିନ ବଢି ଚାଲିଛି ସୁନା ଦର , ପୁଣି ଟପିବ ଲକ୍ଷ

ପୁଣି ଚିନ୍ତା ବଢାଇଲା ସୁନା ଦର। ଦିନକୁ ଦିନ ବଢି ଚାଲିଛି ଦର। ଜୁଲାଇ ୧୭ ଅର୍ଥାତ୍‌ ଗୁରୁବାର ପୁଣି ବଢିଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୯,୩୩୦ ଟଙ୍କା ରହିଛି । ଗତକାଲି ୯୯,୨୮୦ ଟଙ୍କା ଥିଲା । ଏଥିରେ ୫୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍‌ ସୁନା ଦର…

ସାତ ବର୍ଷ ହୋଇଯାଇଥିବା ପିଲାମାନଙ୍କ ଆଧାର ବାୟୋମେଟ୍ରିକ୍ ଅପ୍‌ଡେଟ୍‌ କରିବା ବାଧ୍ୟତାମୂଳକ

ସାତ ବର୍ଷ ହୋଇଯାଇଥିବା ପିଲାମାନଙ୍କ ଆଧାର ବାୟୋମେଟ୍ରିକ୍ ଅପ୍‌ଡେଟ୍‌ କରିବା ବାଧ୍ୟତାମୂଳକ ବୋଲି ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ(ୟୁଆଇଡିଏଆଇ) ପକ୍ଷରୁ ଅଭିଭାବକମାନଙ୍କୁ କୁହାଯାଇଛି। ଯେକୌଣସି ଆଧାର ସେବା କେନ୍ଦ୍ର ଜରିଆରେ ଏହି କାର୍ଯ୍ୟ ହୋଇପାରିବ। ପାଞ୍ଚ ବର୍ଷରୁ…

ଭାରତରେ ଆନୁଷ୍ଠାନିକ ଭାବେ ପ୍ରବେଶ କଲେ ଟେସଲା

ଲୋକପ୍ରିୟ ବୈଦ୍ୟୁତିକ କାର୍ ନିର୍ମାତା କମ୍ପାନୀ ଟେସ୍‌ଲା ଭାରତରେ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି। ମଙ୍ଗଳବାର ମୁମ୍ବଇର ବିକେସିରେ ଟେସ୍‌ଲାର ପ୍ରଥମ ଶୋ’ରୁମ୍‌ର ଶୁଭାରମ୍ଭ ହୋଇଛି। ମୁମ୍ବଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ମେକର ମ୍ୟାକ୍ସିଟି ମଲ୍‌ରେ ଟେସ୍‌ଲା ଶୋ’ରୁମ୍ ଖୋଲିଛି।…

ଭୁବନେଶ୍ବରରେ ବଢୁଛି ଆଇଟି ନିଯୁକ୍ତି

ସୂଚନା ପ୍ରଯୁକ୍ତି (ଆଇଟି) ନିଯୁକ୍ତି ସୃଷ୍ଟି କରିବାରେ ରାଜଧାନୀ ଭୁବନେଶ୍ବର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଶେଷ କରି ନଲେଜ୍ ପ୍ରୋସେସ୍‌ ଆଉଟ୍‌ସୋର୍ସିଂ (କେପିଓ) ବର୍ଗରେ ଏଠାରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଫିନ୍‌ଟେକ୍ ପ୍ଲାଟଫର୍ମଗୁଡ଼ିକର ଅଭିବୃଦ୍ଧି ବଳରେ ଚଳିତ…

ଯାତ୍ରୀମାନଙ୍କ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ରେଳ ଡବା ଓ ଇଞ୍ଜିନରେ ଲାଗିବ ସିସିଟିଭି

ଯାତ୍ରୀମାନଙ୍କ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ସମସ୍ତ ଡବାରେ ସିସିଟିଭି ଲଗାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି। ପ୍ରାରମ୍ଭିକ ପରୀକ୍ଷଣ ସଫଳ ହେବା ପରେ ୭୪ ହଜାର ଡବା ଓ ୧୫ ହଜାର ଇଞ୍ଜିନରେ ରେଳବାଇ ସିସିଟିଭି ଲଗାଇବ। ପ୍ରତି ଡବାରେ ଚାରିଟି ଏବଂ ଇଞ୍ଜିନରେ ୬ଟି ଲେଖାଏଁ ସିସିଟିଭି ଲଗାଇବ।…

ବୈଦ୍ୟୁତିକ ଟ୍ରକ୍ ପାଇଁ ପ୍ରଥମ ଗ୍ରାହକ-ମୁଖୀ ପ୍ରୋତ୍ସାହନ ଯୋଜନା ଆରମ୍ଭ, କିଣିଲେ ମିଳିବ ୯.୬ ଲକ୍ଷ ଟଙ୍କାର…

ସରକାର ଶୁକ୍ରବାର ପିଏମ୍‌ ଇ-ଡ୍ରାଇଭ୍‌ ପଦକ୍ଷେପ ଅଧୀନରେ ବୈଦ୍ୟୁତିକ ଟ୍ରକ୍ ପାଇଁ ପ୍ରଥମ ଗ୍ରାହକ-ମୁଖୀ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି। ପ୍ରତି ବୈଦ୍ୟୁତିକ ଟ୍ରକ କିଣିବା ପାଇଁ କେନ୍ଦ୍ର ସରକାର ୯.୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରିବେ। କେନ୍ଦ୍ରମନ୍ତ୍ରୀ ଏଚ୍‌.ଡି.…

ବିଗତ ତିନି ଦିନ ହେଲା ଭାରତୀୟ ଷ୍ଟକ ବଜାରରେ ହ୍ରାସ

ବିଗତ ତିନି ଦିନ ହେଲା ଭାରତୀୟ ଷ୍ଟକ ବଜାରରେ ହ୍ରାସ ଜାରି ରହିଛି । ଆଜି ( ଶୁକ୍ରବାର) ଅର୍ଥାତ ଏକ କାରବାର ସପ୍ତାହର ଶେଷ ଦିନରେ ସେନସେକ୍ସ ୬୮୯.୮୧ ପଏଣ୍ଟ (୦.୮୩%) ହ୍ରାସ ପାଇ ୮୨,୫୦୦.୪୭ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି, ଆଜି ଏନଏସଇର ନିଫ୍ଟି-୫୦ ଇଣ୍ଡେକ୍ସ ମଧ୍ୟ ୨୦୫.୪୦ ପଏଣ୍ଟ…