Browsing Category

Business

All business-related news will news will upload

ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସି ଗ୍ରହଣୀୟତାରେ ଭାରତ ଶୀର୍ଷ ସ୍ଥାନ ହାସଲ କରିଛି

ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସି ଗ୍ରହଣୀୟତାରେ ଭାରତ ଶୀର୍ଷ ସ୍ଥାନ ହାସଲ କରିଛି। ଏହା ପଛକୁ ଆମେରିକା ଦ୍ବିତୀୟ ସ୍ଥାନରେ ରହିଛି। ଷଷ୍ଠ ବାର୍ଷିକ ଚେନ୍‌ଆନାଲିସିସ୍‌ ବିଶ୍ବସ୍ତରୀୟ କ୍ରିପ୍ଟୋ ଗ୍ରହଣୀୟତା ସୂଚୀରୁ ଏହା ଜଣାପଡ଼ିଛି। ଏସଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କ୍ରିପ୍ଟୋକୁ…

କାର ମୂଲ୍ୟ କମାଇଲା ହୁଣ୍ଡାଇ

ଟାଟା ମୋଟର୍ସ, ଟୟୋଟା, ରେନୋ ଏବଂ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ପରେ ଆଜି ହୁଣ୍ଡାଇ ମୋଟର ଇଣ୍ଡିଆ ଏହାର ବିଭିନ୍ନ ମଡେଲ୍‌ ଗାଡ଼ି ମୂଲ୍ୟ ହ୍ରାସ ଘୋଷଣା କରିଛି। ଜିଏସ୍‌ଟି ସଂସ୍କାର ଦ୍ବାରା ଟିକସ ହ୍ରାସ ପାଇଛି। ଏହାର ଲାଭ ଗ୍ରାହକଙ୍କୁ ଦେବାପାଇଁ ଗାଡ଼ି କମ୍ପାନିଗୁଡ଼ିକ କାର୍‌ ଦାମ୍‌…

ଜିଏସ୍‌ଟି ହ୍ରାସ ଘୋଷଣା ପରେ ଏକାଧିକ କାର୍‌ ନିର୍ମାତା ଗାଡ଼ି ମୂଲ୍ୟ କମାଇବା ନେଇ ‌ଘୋଷଣା

ଜିଏସ୍‌ଟି ହ୍ରାସ ଘୋଷଣା ପରେ ଏକାଧିକ କାର୍‌ ନିର୍ମାତା ଗାଡ଼ି ମୂଲ୍ୟ କମାଇବା ନେଇ ‌ଘୋଷଣା କରିଛନ୍ତି। ‌ସେମାନଙ୍କ ମଧ୍ୟରେ ଟାଟା, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ରେନୋ, ଟୟୋଟା ଆଦି ରହିଛନ୍ତି। ଟାଟା ମୋଟର୍ସ ଶୁକ୍ରବାର ଏ ନେଇ ଘୋଷଣା କରିଥିଲା। ଗ୍ରାହକଙ୍କୁ ଜିଏସ୍‌ଟି ହ୍ରାସର…

ପୁଣି ବଢିଲା ସୁନା ଦର

ଭାରତରେ ସୁନା ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେପ୍ଟେମ୍ବର ୬ ତାରିଖରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ପିଛା ୧ ଲକ୍ଷ ଟଙ୍କା ଓ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ପିଛା ୧.୦୮ ଲକ୍ଷ ଟଙ୍କା ଅତିକ୍ରମ କରିଛି। ଆଜି ୨୪ କ୍ୟାରେଟ୍ ସୁନା ପ୍ରତି…

ସରକାରୀ ଅଫିସରେ BSNL ନେଟ୍‌ଓ୍ବର୍କ ବାଧ୍ୟତାମୂଳକ

ରାଜ୍ୟ ସରକାର ଜାରି କରିଛନ୍ତି କଡ଼ା ନିର୍ଦ୍ଦେଶନାମା। ଏଣିକି ସମସ୍ତ ସରକାରୀ ଅଫିସରେ BSNL ନେଟ୍‌ଓ୍ବର୍କ ବାଧ୍ୟତାମୂଳକ।  ସବୁ ସରକାରୀ ପ୍ରତିଷ୍ଠାନରେ BSNL ଇଣ୍ଟରନେଟ୍‌ ବ୍ୟବହାର ହେବ। BSNL ବ୍ରଡ୍‌ବ୍ୟାଣ୍ଡ୍‌, ଲ୍ୟାଣ୍ଡଲାଇନ୍‌, ଲିଜ ଲାଇନ ସେବା ବ୍ୟବହାର ହେବ। ଏନେଇ ଇଲେକ୍ଟ୍ରୋନିକ୍ସ…

ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଦୁଗ୍ଧ ଚାଷୀ ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥା ପ୍ରତି ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରି, ପୁଷ୍ଟି ସୁରକ୍ଷା ସୁନିଶ୍ଚିତ କରିବା ଓ ସମାବେଶୀ ବିକାଶକୁ ଅଗ୍ରସର କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର…

GST ସ୍ଲାବରେ ବଡ଼ ପରିବର୍ତ୍ତନ

କେନ୍ଦୁପତ୍ର ଉପରେ ଜଏସ୍‌ଟି ୧୮ରୁ ୫ ପ୍ରତିଶତ ହ୍ରାସ ପାଇଛି । ଏହା ଦ୍ବାରା ରାଜ୍ୟର କେନ୍ଦୁପତ୍ର ତୋଳାଳି ଅଧିକ ଲାଭବାନ୍ ହେବେ  । ଏହା ସହ କୃଷି କ୍ଷେତ୍ରରେ ମଧ୍ୟ ଚାଷୀଙ୍କୁ ଅଧିକ ଲାଭ ମିଳିବ । କୃଷି କ୍ଷେତ୍ରରେ ଜିଏସ୍‌ଟି ହ୍ରାସ ପାଇଥିବାରୁ ରାଜ୍ୟର କୃଷକ ଅଧିକ ଲାଭାନ୍ବିତ ହେବେ । ଏହା…

ଦୁଇଥାକିଆ ହେଲା ଜିଏସ୍‌ଟି ଢାଞ୍ଚା, ଶସ୍ତା ହେଲା ଏହି ସବୁ ସାମଗ୍ରୀ

ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ଆଜି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଜନତା ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ବୋଝ ଲାଘବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଚାରିଥାକିଆ ଜିଏସ୍‌ଟି ଢାଞ୍ଚାକୁ ଦୁଇଥାକିଆ କରିଛନ୍ତି। କେବଳ ୫ ପ୍ରତିଶତ ଓ ୧୮…

ପ୍ଲାଟଫର୍ମ ଫି ବୃଦ୍ଧି କଲା ଜୋମାଟୋ, ୧୦ ଟଙ୍କା ବଦଳରେ ୧୨ ଟଙ୍କା ପ୍ଲାଟଫର୍ମ ଚାର୍ଜ ଦେବାକୁ ପଡିବ

ଉତ୍ସବ ଋତୁ ପୂର୍ବରୁ, ଖାଦ୍ୟ ବିତରଣ ଏବଂ କ୍ୱିକ୍ କମର୍ସ କମ୍ପାନୀ ଇଟର୍ନାଲ୍ (ଜୋମାଟୋ ଏବଂ ବ୍ଲିଙ୍କିଟର ମୂଳ କମ୍ପାନୀ) ଗ୍ରାହକମାନଙ୍କୁ ଚକିତ କରିଛି। କମ୍ପାନୀ ୨ ସେପ୍ଟେମ୍ବର ୨୦୨୫ ମଙ୍ଗଳବାର ଦିନ ପ୍ଲାଟଫର୍ମ ଫି ୨୦% ବୃଦ୍ଧି କରିଛି। ଏବେ ଗ୍ରାହକମାନଙ୍କୁ ପୂର୍ବ ପରି ୧୦ ଟଙ୍କା ବଦଳରେ…

ଲଞ୍ଚ ହେଲା ଦେଶର ପ୍ରଥମ ‘ମେଡ୍ ଇନ୍ ଇଣ୍ଡିଆ’ ଚିପ୍ ବିକ୍ରମ

ଦେଶର ପ୍ରଥମ 'ମେଡ୍ ଇନ୍ ଇଣ୍ଡିଆ' ଚିପ୍ ଭାରତ ସେମିକନ୍ ଇଣ୍ଡିଆ ୨୦୨୫ରେ ୩୨-ବିଟ୍ ମାଇକ୍ରୋପ୍ରୋସେସର ଲଞ୍ଚ କରାଯାଇଛି। ଏହା ଭାରତରେ ନିର୍ମିତ ପ୍ରଥମ ସ୍ୱଦେଶୀ ଚିପ୍। ଏହି ଚିପ୍‌ର ନାମ ବିକ୍ରମ। ଏହି ଚିପ୍ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ…