ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନା

ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି। ଗୋଟିଏ ବର୍ଷ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଗଷ୍ଟ ୩୧ ତାରିଖରେ ସରୁଥିଲା ସ୍ୱାସ୍ଥ୍ୟବୀମା ଅବଧି। ତେବେ ପୂର୍ବ ବର୍ଷର ତାଲିକାକୁ ଚଳିତ ବର୍ଷରେ ଲାଗୁ କରିବା ପାଇଁ ନିଆଗଲା ନିଷ୍ପତ୍ତି।କିଛିଦିନ ତଳେ…

ମହଙ୍ଗା ହେଲା କ୍ଷୀର

ଦରବୃଦ୍ଧିକୁ ନେଇ ଗ୍ରାହକମାନେ ହନ୍ତସନ୍ତ ହେଉଥିବା ବେଳେ ଏହା ମଧ୍ୟରେ ଆସିଛି ପୁଣି ଏକ ବଡ଼ ଖବର । କ୍ଷୀର ମହଙ୍ଗା ହୋଇଛି । କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଛି । କ୍ଷୀରର ଏହି ବର୍ଦ୍ଧିତ ଦର ସେପ୍ଟେମ୍ବର ପହିଲାରୁ ଲାଗୁ ହେବ । ମୁମ୍ବାଇ କ୍ଷୀର ଉତ୍ପାଦନକାରୀ ସଂଘ (ଏମଏମପିଏ)…

ଶେଷ ୪ ମାସ ପାଇଁ ୧୫ଟି ପରୀକ୍ଷା ତାରିଖ ଘୋଷଣା

ଚଳିତ ବର୍ଷର ଶେଷ ଚାରି ମାସ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ନିଯୁକ୍ତି କ୍ୟାଲେଣ୍ଡର ଜାରି କରାଯାଇଛି । ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ କେଉଁ ସବୁ ପରୀକ୍ଷା ହେବ ତା’ର ତାରିଖ ଘୋଷଣା କରାଯାଇଛି । ସେପ୍ଟେମ୍ବରରେ ୩ଟି, ଅକ୍ଟୋବରରେ ୨ଟି,…

ପୁଣି ନଜର ଆସିବେ ରକୁଲ ଅଜୟ

ବଲିଉଡ୍‌ ଅଭିନେତା ଅଜୟ ଦେବ୍‌ଗନ୍‌ ସମ୍ପ୍ରତି ନିଜର ଆଗାମୀ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର୍‌ ଦେ ୨’ ଏବଂ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପଞ୍ଜାବର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗ୍ରାମାଞ୍ଚଳରେ ଉକ୍ତ ଫିଲ୍ମର…

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ ମଧ୍ୟ ସାମିଲ କରନ୍ତୁ। କାରଣ ଶରୀରକୁ ଫିଟ୍‌ ରଖିବା ପାଇଁ ଯୋଗକୁ ହଁି ବିକଳ୍ପ ଭାବେ ଆପଣେଇବାକୁ ପଡ଼ିବ। ଏହାଦ୍ୱାରା ଆମ ଶରୀରର…

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ଶୀତଲ ରଚିଲେ ଇତିହାସ

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ଶୀତଲ ଦେବୀ ଇତିହାସ ସୃଷ୍ଟି କରିଛନ୍ତି। ଆର୍ଚେରୀର ଯୋଗ୍ୟତା ରାଉଣ୍ଡରେ ୭୦୩ ପଏଣ୍ଟ ସ୍କୋର କରି ଶୀତଲ କେବଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇନାହାଁନ୍ତି, ବରଂ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ପ୍ରଥମ ରାଉଣ୍ଡରେ ଶୀତଲ ଦେବୀ ୫୯, ୫୯, ୫୮, ୫୬, ୫୯,…

ପୃଥିବୀ ଆଡ଼କୁ ମୁହାଁଉଛି ସାଟେଲାଇଟ୍‌

ୟୁରୋପୀୟ ସ୍ପେସ୍‌ ଏଜେନ୍ସିର ଏକ ପୁରୁଣା ସାଟେଲାଇଟ୍‌ ବା ଉପଗ୍ରହ ପୃଥିବୀ ଆଡ଼କୁ ଗତି କରୁଛି। ଏହି ପୁରୁଣା ଉପଗ୍ରହର ପୃଥିବୀ ବାୟୁମଣ୍ଡଳରେ ପୁନଃ ପ୍ରବେଶ ୨୦ ସେପ୍ଟେମ୍ବର ୨୦୨୪ରେ ହେବ। ଏହି ଉପଗ୍ରହ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ଜଳିବା ଆରମ୍ଭ କରିବ। ଏହି କାରଣରୁ…

ପରିତ୍ୟକ୍ତ କୋଠାରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର,ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବାଲେଶ୍ବର ଜିଲ୍ଲା ରେମୁଣା ଅଧୀନ ଥାନା ବାଲଗୋପାଲପୁର ଶିଳ୍ପାଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ସ୍ଥାନୀୟ ଏକ ତିନି ମହଲା ପରିତ୍ୟକ୍ତ କୋଠାରୁ ଗତକାଲି ସଂଧ୍ୟାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ଯାହା​ ଅନୁମାନ କରାଯାଉଛି, ତାଙ୍କର ଦୁଷ୍କର୍ମ ପରେ ହତ୍ୟା ହୋଇଛି। ମିଳିଥିବା…

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଶ୍ରୀମନ୍ଦିରର ବାର୍ଷିକ ଆୟ ବ୍ୟୟ ଅଟକଳ ଆଗତ କରାଯିବ। ତାପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିଲା ଅର୍ଥ…

ଜାପାନରେ ବାତ୍ୟା

ଜାପାନରେ ବାତ୍ୟା ‘ଶାନ୍‌ଶାନ୍‌’ ବିନାଶ ଘଟାଇଛି। ପ୍ରବଳ ପବନ ଓ ବର୍ଷା ଯୋଗୁ ଭୂସ୍ଖଳନ ମଧ୍ୟ ଘଟିଛି। ବର୍ତ୍ତମାନ ସୁଦ୍ଧା ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିପଦକୁ ଦୃଷ୍ଟିରେ ରଖି ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଘର ଖାଲି କରି ସୁରକ୍ଷିତ ସ୍ଥାନକୁ…