ରେକର୍ଡ ଭାଙ୍ଗିଲା Stree-2

ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସ୍ତ୍ରୀ-୨’। ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନଙ୍କ ବ୍ଲକବଷ୍ଟର ସିନେମା ‘ଜୱାନ’ର ଲାଇଫଟାଇମ ହିନ୍ଦୀ କଲେକ୍ସନ ରେକର୍ଡକୁ ପଛରେ ପକାଇବାରେ ସଫଳ ହୋଇଛି ସ୍ତ୍ରୀ-୨ । ଏ ନେଇ ଫିଲ୍ମ ଟ୍ରେଡ ଏକ୍ସପର୍ଟ ତରଣ ଆଦର୍ଶ ସୂଚନା ଦେଇଛନ୍ତି । ରିଲିଜର…

ଷ୍ଟକ ମାର୍କେଟ ଡାଉନ୍

ଷ୍ଟକ ବଜାରରେ ହ୍ରାସ ଦେଖିବାକୁ ମିଳିଛି । ବିଶେଷକରି ଆଇଟି କମ୍ପାନୀ କ୍ଷେତ୍ରରେ ଏହି ହ୍ରାସ ଦେଖାଯାଇଛି । ଯଦି ଦେଖିବା ହିରୋ ମଟୋକାର୍ପ, ୟୁନାଇଟେଡ୍ ସ୍ପିରିଟ ଏକ ବର୍ଷ ମଧ୍ୟରେ ସର୍ବୋଚ୍ଚସ୍ତରରେ ପହଞ୍ଚିଛି । ଅନ୍ୟପଟେ ବିଏସଇ ସେୟାର ଟ୍ରେଣ୍ଡରେ ରହିଛି । ସେହିପରି ଏଚଡିଏଫସି ବ୍ୟାଙ୍କର…

ସୈନିକ ସ୍କୁଲରେ ବାହାରିଛି ଚାକିରୀ

ଆର୍ମୀ ପବ୍ଲିକ ସ୍କୁଲ ଆଣିଦେଉଛି ବ୍ୟାପକ ସୁବିଧା । ସରକାରୀ ସହ ମର୍ଯ୍ୟାଦା ସମ୍ପନ୍ନ ଶିକ୍ଷକତା ସୁବିଧା ଦେବ ଆର୍ମୀ ପବ୍ଲିକ ସ୍କୁଲ । ତେଣୁ ଆର୍ମୀ ପବ୍ଲିକ ସ୍କୁଲରେ ବାହାରିଥିବା ଶିକ୍ଷକ ପଦବୀ ପାଇଁ ତୁରନ୍ତ ଆବେଦନ କରନ୍ତୁ ।ଏହି ପଦ ସ୍ନାତକୋତ୍ତର ଶିକ୍ଷକ, ତାଲିମପ୍ରାପ୍ତ ସ୍ନାତକ…

ଆସିଲା ଆଇପିଏଲ ମେଗା ନିଲାମୀ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ ହେବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି। ଏଥିପାଇଁ ନୀତି, ନିୟମ ଦୁଇ ଦିନ ମଧ୍ୟରେ ବିସିସିଆଇ ଦ୍ୱାରା ପ୍ରକାଶ ପାଇବ। ଇଣ୍ଡିଆନ୍…

ଭାରତ ପାଣିରେ ମଉଜ କରିପାରିବନାହିଁ ପାକିସ୍ତାନ

ପାକିସ୍ତାନ ବର୍ଷ ବର୍ଷ ଧରି ଭାରତୀୟ ଜଳକୁ ଉପଭୋଗ କରିଆସୁଥିଲା, କିନ୍ତୁ ବର୍ତ୍ତମାନ ଏହି ଦିନ ପରିବର୍ତ୍ତନ ହେବାକୁ ଯାଉଛି। ଭାରତ ସରକାର ପାକିସ୍ତାନକୁ ଏକ ନୋଟିସ ପଠାଇ ଜଳ ଚୁକ୍ତିରେ ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି। ସରକାରଙ୍କ ସହ ଜଡିତ ଶୀର୍ଷ ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ…

ମୋଦିଙ୍କୁ ଭେଟିବେ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଆମେରିକାର ମିଚିଗାନ ସହରରେ ପହଞ୍ଚିଛିଥିଲେ। ସେଠାରେ ସେ ଏକ ନିର୍ବାଚନ କାର୍ଯ୍ୟକ୍ରମରେ ଆମେରିକୀୟ ବ୍ୟବସାୟୀଙ୍କୁ ସମ୍ବୋଧିତ କରୁଥିଲେ। ତାଙ୍କ ସମ୍ବୋଧନ ସମୟରେ ସେ କହିଛନ୍ତି ଯେ ସେ ଆସନ୍ତା ସପ୍ତାହରେ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଯଦିଓ ଆମେରିକାରେ ଦୁଇ ନେତା…

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଟୁଇନ ସିଟରେ ପ୍ରବଳ ଛେଚିବ। ବୁଧବାର ପାଣିପାଗକେନ୍ଦ୍ର ପକ୍ଷରୁ ଏ ନେଇ ପୂର୍ବାନୁମାନ କରାଯାଇଛି। ଭୁବନେଶ୍ବର ଓ କଟକ ପାଇଁ ୟେଲୋ ୱାର୍ନିଂ ଜାରି ହୋଇଛି। ଘଡ଼ଘଡ଼ି ସହ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ସତର୍କ ସୂଚନା ଜାରି ହୋଇଛି।ଟୁଇନ ସିଟି ସମେତ…

ନିର୍ବାଚନୀ ସଂକଳ୍ପକୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି : ମନମୋହନ ସାମଲ

ଦୀର୍ଘ ୬୦ ବର୍ଷ ପରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମାତ୍ର ନେତା ଯିଏକି ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏକ ଅକିଂଚନ ଓ କ୍ଷୁଦ୍ର ଗ୍ରାମରେ ଜନ୍ମ ନେଇ ବିଶ୍ୱର ସବୁଠୁ ବଡ ଗଣତାନ୍ତ୍ରୀକ ରାଷ୍ଟ୍ର ଭାରତବର୍ଷର ନେତୃତ୍ୱ…

ବଢିଲା ପୁଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ

ପୋଲିସ ଡିଜି ଯୋଗେଶ ବାହାଦୂର (ଓ୍ବାଇବି) ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଛି। ରାଜ୍ୟ ସରକାର ୨୦୨୬ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବଢ଼ାଇଛନ୍ତି। ତେବେ ଏହି କାର୍ଯ୍ୟକାଳକୁ ସରକାର ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଖୁରାନିଆ ଅଗଷ୍ଟ ୧୬ରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ନୂତନ ପୋଲିସ…

 ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ

ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ବିଷୟରେ କୌଣସି ମତାମତ ନିଆଯାଉନାହିଁ  । ମୋତେ ଅଣଦେଖା କରାଯାଉଛି ।ସାଧୁସନ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ । ସାଧାରଣ ଭକ୍ତଙ୍କ ପରି ସାଧୁସନ୍ଥମାନେ ମଧ୍ୟ ଭିଡ଼ରେ ଯାଇ ଦର୍ଶନ କରୁଛନ୍ତି ବୋଲି କହିଛନ୍ତି ଜଗତଗୁରୁ…