ଆର୍ମୀ ପବ୍ଲିକ ସ୍କୁଲ ଆଣିଦେଉଛି ବ୍ୟାପକ ସୁବିଧା । ସରକାରୀ ସହ ମର୍ଯ୍ୟାଦା ସମ୍ପନ୍ନ ଶିକ୍ଷକତା ସୁବିଧା ଦେବ ଆର୍ମୀ ପବ୍ଲିକ ସ୍କୁଲ । ତେଣୁ ଆର୍ମୀ ପବ୍ଲିକ ସ୍କୁଲରେ ବାହାରିଥିବା ଶିକ୍ଷକ ପଦବୀ ପାଇଁ ତୁରନ୍ତ ଆବେଦନ କରନ୍ତୁ ।ଏହି ପଦ ସ୍ନାତକୋତ୍ତର ଶିକ୍ଷକ, ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ, ପ୍ରାଥମିକ ଶିକ୍ଷକ, ଲାବରେଟୋରିଆନ, ଲ୍ୟାବ ଆସିଷ୍ଟାଣ୍ଟ, ଫିଜିକାଲ ଟ୍ରେନିଂ ଇନଷ୍ଟ୍ରକ୍ଟର, କ୍ଲର୍କ ଓ ଆକାଉଣ୍ଟାଣ୍ଟ ପାଇଁ ରହିଛି । ମୁଖ୍ୟତଃ ରାଞ୍ଚି, ପାନାଗଡ, ଲକ୍ଷ୍ନୌ ଆର୍ମୀ ସ୍କୁଲ ପାଇଁ ବାହାରିଛି । ଆବେଦନ କରିବାକୁ ହେଲେ ସ୍କୁଲର ଆଧିକାରିକ ୱେବସାଇଟ awesindia.comକୁ ଯାଇ ଅଧିକ ତଥ୍ୟ ସଂଗ୍ରହ କରନ୍ତୁ ।ଏହି ସବୁ ପଦବୀ ପାଇଁ ଇଛା ରଖୁଥିଲେ କିଛି ମୌଳିକ ତଥ୍ୟ ଜାଣି ରଖନ୍ତୁ । ସିଲେକ୍ସନ ପାଇଁ ବିଭିନ୍ନ ଚରଣର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ । ପ୍ରଥମେ ଆଶାୟୀ ଲିଖିତ ପରୀକ୍ଷା ଦେବେ । ତା ପରେ ଇଣ୍ଟର୍ଭ୍ୟୁ ଦେବାକୁ ହେବ । ଏଥିରେ ଉତ୍ତୀର୍ଣ୍ଣ ହେବା ପରେ ଟିଚିଂ ସ୍କିଲ୍ ଓ କମ୍ପ୍ୟୁଟର ଜ୍ଞାନ ଆଧାରରେ ଚୟନ କରାଯିବ ।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Prev Post
Next Post