୨୨  ତାରିଖରୁ ଉତ୍ତର ଓଡ଼ିଶାରେ ପୁଣି ପ୍ରବଳ ବର୍ଷିବ

ଆସନ୍ତା ସେପ୍ଟେମ୍ବର ୨୨  ତାରିଖରୁ ଉତ୍ତର ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର  ତଥା ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗରେ ପୁଣିଥରେ  ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଏହାର…

ଆଜିଠୁ ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟ

ଆଜିଠୁ ଭାରତ-ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଛି। ଚେନ୍ନାଇର ଚେପକ ଷ୍ଟାଡିୟମରେ ଟସ୍‌‌ ଜିତି ବାଂଲାଦେଶ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଛନ୍ତି ବାଂଲାଦେଶର ସ୍ପିନର। ନିକଟ…

ପେଜର ପରେ ୱାକିଟକି ବିସ୍ଫୋରଣ;

ଲେବାନନ୍‌ସ୍ଥିତ ହେଜବୋଲ୍ଲା ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୱକିଟକି ବିସ୍ଫୋରଣ ହୋଇ ୯ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ଲେବନାନ୍‌ ଓ ସିରିୟାରେ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ସଦସ୍ୟଙ୍କ ପେଜର ବିସ୍ଫୋରଣ ହୋଇ ୧୨ ଜଣ ପ୍ରାଣ ହରାଇଥିବାବେଳେ ବୁଧବାର ୱାକିଟକି ବିସ୍ଫୋରଣ ଘଟିଛି।…

ଆଜିର ରାଶିଫଳ

ମେଷ: ଅର୍ଥ ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ମହିଳାମାନେ କୌଣସି କାମ ପୂରା କରିବାରେ ସଫଳ ହେବେ। ବୃଷ: ବରିଷ୍ଠଙ୍କ ଠାରୁ ପ୍ରୋଜେକ୍ଟ ସଂପର୍କରେ କିଛି ନୂଆ ଶିଖିବାକୁ ପାଇବେ। ରାଜନୀତି କ୍ଷେତ୍ରରେ…

ନୂତନ ପୁନଃବ୍ୟବହାରକ୍ଷମ ପ୍ରକ୍ଷେପଣ ଯାନକୁ କ୍ୟାବିନେଟ ମଞ୍ଜୁରି

ପରବର୍ତ୍ତୀ ପିଢ଼ିର ପ୍ରକ୍ଷେପଣ ଯାନର ବିକାଶ ପାଇଁ ଏକ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ପ୍ରତିଷ୍ଠା ଓ ପରିଚାଳନା ଏବଂ ୨୦୪୦ରେ ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବା ସକାଶେ ସରକାରଙ୍କ…

କିଆ’ କାର୍‌ର ନୂଆ ଗ୍ରାଭିଟି ଏଡିସନ୍‌

ନୂଆ ଗ୍ରିଭିଟି ଏଡିସନ୍‌ ମଡେଲ୍‌ର ଉଭୟ ଭିତର ଓ ବାହାର ପାର୍ଶ୍ବକୁ ବେଶ୍ ଆକର୍ଷଣୀୟ କରାଯାଇଥିବା ବେଳେ ପ୍ରିମିୟମ୍ ଲୁକ୍ ପ୍ରଦାନ କରାଯାଇଛି। ସେଥିରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି। ଏହା ସହିତ ନୂଆ ଡିଜାଇନ୍‌ର ଆଲୟ ହ୍ବିଲ୍‌ ସହ ଲେଦର୍ ସିଟ୍, ଉନ୍ନତ ଡ୍ରାଇଭର୍‌ ସହାୟକ ବ୍ୟବସ୍ଥା…

ଅକ୍ଟୋବର ଦ୍ବିତୀୟ ସପ୍ତାହରୁ ପ୍ରାକ୍-ବଜେଟ୍‌ ବୈଠକ

କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅକ୍ଟୋବର ଦ୍ବିତୀୟ ସପ୍ତାହରୁ ପ୍ରାକ୍-ବଜେଟ୍‌ ବୈଠକ ଆରମ୍ଭ ହୋଇ ନଭେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ଅର୍ଥନୀତିର…

୧୦ ବର୍ଷରେ ଓଡ଼ିଶାକୁ ଅବ‌ହେଳା କରିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶାସନ କାଳରେ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଇଥିବା ନେଇ ଆଜି କହିଥିଲେ। ଏହାକୁ ଖଣ୍ଡନ କରିଛି ବିଜେଡି। ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଆମ ଦଳ ଓଡ଼ିଶାକୁ…

ବ୍ରାହ୍ମଣୀନଦୀରେ ଜଳସ୍ତର ବୃଦ୍ଧି

ଲଗାଣ ବର୍ଷା ଯୋଗୁ ବ୍ରାହ୍ମଣୀନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଆର୍‌ଏସ୍‌ପି ପକ୍ଷରୁ ମନ୍ଦିରା ଡ୍ୟାମ୍‌ର ୧୦ଟି ଗେଟ୍‌ ଖୋଲାଯାଇଛି। ମନ୍ଦିରା ଡ୍ୟାମ୍‌କୁ ୫୩,୦୫୭ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିଲାବେଳେ ୫୩,୧୬୦ କ୍ୟୁସେକ୍  ଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ର ଜଳସ୍ତର ୬୭୯.୫୦ ଫୁଟ୍‌…

ଚାକିରି ଚାଲିଯାଇଥିଲେ ନିଅନ୍ତୁନି ଟେନସନ

ଚାକିରି ପାଇବା ଯେତିକି ଖୁସି ଆଣିଥାଏ, ଚାକିରି ହରେଇବା ତା’ ଠାରୁ ଅଧିକ ଦୁଃଖ ଦେଇଥାଏ। ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ଘରେ ଗୋଟିଏ ମାସ କିମ୍ବା ବେଳେବେଳେ ଏପରିକି ଅନେକ ମାସ ରହିବାକୁ ପଡିଥାଏ। ବେଳେବେଳେ ପରିସ୍ଥିତି ଏତେ ଖରାପ ହୋଇଯାଏ ଯେ ଏହା ଜଣେ ବ୍ୟକ୍ତିଙ୍କୁ ନିରାଶ ଏବଂ ଆର୍ଥିକ…