୧ରୁ ପୁଣି ବଢ଼ିବ ବର୍ଷା

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିଛି। ଗତକାଲି ସକାଳ ‌ସାଢ଼େ ୮ଟାରୁ ଆଜି ପୂର୍ବାହ୍ନ ମଧ୍ୟରେ କଟକ ଜିଲ୍ଲା କଣ୍ଟାପଡ଼ାରେ ସର୍ବାଧିକ ୧୧୦ ମିମି ବର୍ଷା ହୋଇଛି। ଏହାବ୍ୟତୀତ ବାଙ୍କିରେ ୧୦୫ ମିମି, ପୁରୀ ଜିଲ୍ଲା ପିପିଲିରେ ୧୦୫, ବରଗଡ଼…

ଛାଡପତ୍ର ଦେବେ ଉର୍ମିଳା

ରଙ୍ଗିଲା ଗାର୍ଲ ଉର୍ମିଳା ମାତୋଣ୍ଡକର ଛାଡପତ୍ର ନେବାକୁ ଯାଉଛନ୍ତି । ବିବାହର ୮ ବର୍ଷ ପରେ ଉର୍ମିଳା ସ୍ୱାମୀ ମୋହସିନଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ।୮ ବର୍ଷର ବିବାହ ପରେ ଉର୍ମିଳା ତାଙ୍କ ସ୍ୱାମୀ ମୋହସିନ ଅଖତର ମୀରଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନରେ…

ଆସୁଛନ୍ତି ମା’ ଦୁର୍ଗା

ଆଶ୍ୱୀନ ମାସର ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୁଏ ମା’ ଦୁର୍ଗାଙ୍କ ପୂଜାର ସମ୍ଭାର । ଏହି ଦିନରୁ ନବରାତ୍ରୀ ଆରମ୍ଭ ହେଉଥିବା ବେଳେ ଦଶମୀ ତିଥିରେ ଦଶହରା ପାଳନ କରାଯାଏ । ଚଳିତବର୍ଷ ଅକ୍ଟୋବର ୩ ତାରିଖ, ଗୁରୁବାରରୁ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ନବରାତ୍ରୀ । ଧାର୍ମିକ ମାନ୍ୟତା…

ଭର୍ତ୍ତୃହରି ଙ୍କୁ ବଡ଼ ଦାୟିତ୍ୱ

ସଂସଦର ବିଭାଗୀୟ ସ୍ଥାୟୀ କମିଟି ଗଠନ କରାଯାଇଛି। ବିଜେପି ସାଂସଦ ଭର୍ତ୍ତୃହରି ମହତାବ ବିତ୍ତ କମିଟିର ମୁଖ୍ୟ ଥିବା ବେଳେ କଂଗ୍ରେସର ଶଶି ଥରୁର ବୈଦେଶିକ ବ୍ୟାପାର କମିଟିର ମୁଖ୍ୟ ରହିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହଙ୍କୁ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ କରାଯାଇଛି। ବିଜେପିର…

ଡ.ଅଚ୍ୟୁତ ସାମନ୍ତଙ୍କୁ ଷଷ୍ଠ ସମ୍ମାନସୂଚକ ଫେଲୋସିପ୍

ଗତ ମାର୍ଚ୍ଚ ମାସରେ ଇନ୍‍ଷ୍ଟିଚ୍ୟୁସନ୍‍ ଅଫ୍‍ ଫାୟାର୍‍ ଇଞ୍ଜିନିୟର୍ସ କାର୍ଯ୍ୟକାରିଣୀ ପରିଷଦର ଜୁରି ସଦସ୍ୟଙ୍କ ଦ୍ୱାରା ଡ. ଅଚ୍ୟୁତ ସାମନ୍ତଙ୍କ ନାମ ଚୟନ କରାଯାଇଥିଲା । ଆଜି ଡ. ସାମନ୍ତ ଏହି ଫେଲୋସିପ ଗ୍ରହଣ କରି ଇନ୍‍ଷ୍ଟିଚ୍ୟୁସନ୍‍ ଅଫ୍‍ ଫାୟାର୍‍ ଇଞ୍ଜିନିୟର୍ସକୁ କୃତଜ୍ଞତା ଜଣାଇବା ସହ…

ସାମସଙ୍ଗ ଗାଲାକ୍ସି S24 ଲଞ୍ଚ

ସାମସଙ୍ଗ ଗାଲାକ୍ସି S24 FE ର ଅପେକ୍ଷା ସମାପ୍ତ ହୋଇଛି । ସାଉଥ କୋରିଆ କମ୍ପାନୀ ଏହି ପ୍ରିମିୟମ ଫୋନକୁ ସର୍ବଭାରତୀୟ ସ୍ତରରେ ଉପସ୍ଥାପନ କରିଛି । କମ୍ପାନୀ ଏହାର X ହ୍ୟାଣ୍ଡେଲ ମାଧ୍ୟମରେ ଏହି ଫୋନର ଲଞ୍ଚକୁ ନିଶ୍ଚିତ କରିଛି ଏବଂ ଏହାର ପ୍ରି-ଅର୍ଡର ଆରମ୍ଭ କରିଛି । ଏହି ସାମସଙ୍ଗ ଫୋନ୍…

ଦିଲ୍ଲୀ ବାୟୁ ପ୍ରଦୂଷଣ ରୋକିବାରେ କମିଶନ ବିଫଳ

ଶୁକ୍ରବାର ବାୟୁ ମାନ ପରିଚାଳନା କମିଶନ (ସିଏକ୍ୟୁଏମ୍‌)କୁ ଭର୍ତ୍ସନା କରିଛନ୍ତି। ପଡୋଶୀ ରାଜ୍ୟ ପଞ୍ଜାବ ଓ ହରିୟାଣାରେ ନଡ଼ାପୋଡ଼ି ଯୋଗୁ ଦିଲ୍ଲୀ ବାୟୁ ଅଧିକ ପ୍ରଦୂଷିତ ହେଉଥିବା ବେଳେ ଏହାକୁ ରୋକିବା ଦିଗରେ ସିଏକ୍ୟୁଏମ୍‌ ବିଫଳ ହୋଇଛନ୍ତି।ଏଦିଗରେ କମିଶନ ଅଧିକ ସକ୍ରିୟତାର ସହ ପଦକ୍ଷେପ…

ଅରୁଣ ଷଡ଼ଙ୍ଗୀ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ

ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କୁ ୬ ବର୍ଷ ପାଇଁ ଏହି ନିଯୁକ୍ତି ଦିଆଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତି ପ୍ରକାଶ…

୨୪ ବର୍ଷ ଧରି ପଛୁଆବର୍ଗଙ୍କୁ ପ୍ରତାରଣା କରିଛି ବିଜେଡି

ବିଜେଡି ମୁହଁରେ ଓବିସି ପ୍ରସଙ୍ଗ ଶୋଭା ପାଉନାହିଁ ।ଓବିସି ଓ ଏସ୍‌ଇବିସିମାନଙ୍କୁ ଉଭୟ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ସାମ୍ବିଧାନିକ ଅଧିକାର ଦେବାକୁ ଦୃଢ ପ୍ରତିଶ୍ରୁତିବଦ୍ଧ ବିଜେପି ସରକାର । ବିଜେଡି ଆତ୍ମଚିନ୍ତନ କରିବା ବଦଳରେ ଏବେ ହୀନ ରାଜନୀତି କରୁଛି ।  ନବୀନ ବାବୁ ଓ ବିଜେଡି ଓବିସି…

ଜାତି ଜନଗଣନା, ସାମ୍ବିଧାନିକ ସଂରକ୍ଷଣ ନେଇ ଦୃଢ଼ ଦାବି କଲେ ଶ୍ରୀକାନ୍ତ ଓ କାଡାମ

ଭୁବନେଶ୍ବର: ଜାତି ଜନଗଣନା ପ୍ରସଙ୍ଗରେ ସର୍ବଭାରତୀୟ ସ୍ତରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଏହି ଦାବି କରି ଆସୁଥିବା ବେଳେ ଇଣ୍ଡିଆ ବ୍ଲକ ବି ଦାବି କରି ଆସୁଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଜାତି ଜନଗଣନା ନେଇ ସ୍ପଷ୍ଟ ଆଭିମୁଖ୍ୟ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ଶ୍ରୀକାନ୍ତ…