ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବ କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଁଚାଇବା ପାଇଁ ଏବେ ଗୁରୁତ୍ବ ଦିଆଯିବ । ପ୍ରଚାର ପ୍ରସାର ହେଲେ ଯୋଜନା ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରିବେ ।  କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓଡ଼ିଶାରେ କାର୍ଯ୍ୟରତ ବିଭିନ୍ନ ବିଭାଗ ଏବଂ…

ବାଂଲାଦେଶ ରୁ ଆସିଲା ଇଲିସି

ରାଜନୈତିକ ଅସ୍ଥିରତା ଭିତରେ ପଠାଇଲା ବାଂଲାଦେଶ। ହାୱଡାର ହୋଲସେଲ ମାଛ ବଜାରରେ ପହଞ୍ଚିଥିଲା ଇଲିସି ଗାଡ଼ି। ବାଂଲାଦେଶର ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ ଏଥର ସାମାନ୍ୟ ବିଳମ୍ବ ହୋଇଛି ବୋଲି ହାୱାଡ଼ା ମାଛ ବଜାର ସଙ୍ଘର ମୁଖ୍ୟ କହିଛନ୍ତି। କିନ୍ତୁ ଗତକାଲି ପେଟ୍ରାପୋଲ ଜମି ସୀମାରୁ…

 ପୁଣି ଏୟାରଷ୍ଟ୍ରାଇକ୍‌ କଲା ଇସ୍ରାଏଲ୍‌

ଲେବାନନର ରାଜଧାନୀ ବେରୁଟରେ ହେଜ୍‌ବୋଲ୍ଲାର ମୁଖ୍ୟାଳୟ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣ ଏତେ ଦ୍ରୁତ ଗତିରେ ଥିଲା ବେରୁଟରେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ଏଥିସହିତ ହେଜ୍‌ବୋଲ୍ଲାର ମୁଖ୍ୟାଳୟ ନଷ୍ଟ ହୋଇଯାଇଥିଲା। ହେଜ୍‌ବୋଲ୍ଲା ମୁଖ୍ୟ ହାସନ ନାସରାଲ୍ଲାଙ୍କୁ ଟାର୍ଗେଟ…

ଷଡଯନ୍ତ୍ର ରଚୁଛି କାନାଡା

କାନାଡାରେ କନିଷ୍କା ବୋମା ବିସ୍ଫୋରଣରୁ ପୁଣିଥରେ ଯାଞ୍ଚ୍‌ ଦାବିକୁ ନେଇ ପ୍ରଦାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦଳର ହିନ୍ଦୁ ସାଂସଦ କଡ଼ା ବିରୋଧ କରିଛନ୍ତି। ସେ କହିଛନ୍ତି, ଏହି ମାମଲାରେ ପୂର୍ବରୁ ୨ଟି ଯାଞ୍ଚ୍‌ ହୋଇସାରିଛି। ଏହି ୨ଟି ଯାଞ୍ଚ୍‌ରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ବୋମା ବିସ୍ଫୋରଣ…

ଆଜିର ରାଶିଫଳ

ଆଜି ସେପ୍ଟେମ୍ବର ମାସ ୨୮ ତାରିଖ ୨୦୨୪ ମସିହା(ଶନିବାର) ଶକାବ୍ଦ -୧୯୪୬ ସମ୍ବତ -୨୦୮୧ ଦିଲ୍ଲୀସ୍ୱରାଦ୍ଧ-୧୪୩୨ ସମ୍ବତ୍ସର-କାଳ ଆଶ୍ୱିନମାସ- କୃଷ୍ଣପକ୍ଷ ତିଥି- ଏକାଦଶୀ ଦିବା ଘ୦୨/୫୭ ଗତେ ଦ୍ୱାଦଶୀ ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୦୪/୨୬ ଗତେ ମଘା ଚନ୍ଦ୍ର - କର୍କଟ ରାତ୍ରି ଘ୦୪/୨୬…

ଅଡୁଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ଜମି ଦୁର୍ନୀତି ମାମଲାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।ଏଫାଇଆରରେ ସିଦ୍ଦରମୈୟାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇ ଥିବାବେଳେ ତାଙ୍କ ପତ୍ନୀ ପାର୍ବତୀ, ଶଳା ମଲ୍ଲିକାର୍ଜୁନ ସ୍ୱାମୀ ଏବଂ ଜଣେ ଜମି ମାଲିକଙ୍କ ନାଁ ରହିଛି । ପ୍ରକାଶ…

୧ରୁ ପୁଣି ବଢ଼ିବ ବର୍ଷା

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିଛି। ଗତକାଲି ସକାଳ ‌ସାଢ଼େ ୮ଟାରୁ ଆଜି ପୂର୍ବାହ୍ନ ମଧ୍ୟରେ କଟକ ଜିଲ୍ଲା କଣ୍ଟାପଡ଼ାରେ ସର୍ବାଧିକ ୧୧୦ ମିମି ବର୍ଷା ହୋଇଛି। ଏହାବ୍ୟତୀତ ବାଙ୍କିରେ ୧୦୫ ମିମି, ପୁରୀ ଜିଲ୍ଲା ପିପିଲିରେ ୧୦୫, ବରଗଡ଼…

ଛାଡପତ୍ର ଦେବେ ଉର୍ମିଳା

ରଙ୍ଗିଲା ଗାର୍ଲ ଉର୍ମିଳା ମାତୋଣ୍ଡକର ଛାଡପତ୍ର ନେବାକୁ ଯାଉଛନ୍ତି । ବିବାହର ୮ ବର୍ଷ ପରେ ଉର୍ମିଳା ସ୍ୱାମୀ ମୋହସିନଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ।୮ ବର୍ଷର ବିବାହ ପରେ ଉର୍ମିଳା ତାଙ୍କ ସ୍ୱାମୀ ମୋହସିନ ଅଖତର ମୀରଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନରେ…

ଆସୁଛନ୍ତି ମା’ ଦୁର୍ଗା

ଆଶ୍ୱୀନ ମାସର ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୁଏ ମା’ ଦୁର୍ଗାଙ୍କ ପୂଜାର ସମ୍ଭାର । ଏହି ଦିନରୁ ନବରାତ୍ରୀ ଆରମ୍ଭ ହେଉଥିବା ବେଳେ ଦଶମୀ ତିଥିରେ ଦଶହରା ପାଳନ କରାଯାଏ । ଚଳିତବର୍ଷ ଅକ୍ଟୋବର ୩ ତାରିଖ, ଗୁରୁବାରରୁ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ନବରାତ୍ରୀ । ଧାର୍ମିକ ମାନ୍ୟତା…

ଭର୍ତ୍ତୃହରି ଙ୍କୁ ବଡ଼ ଦାୟିତ୍ୱ

ସଂସଦର ବିଭାଗୀୟ ସ୍ଥାୟୀ କମିଟି ଗଠନ କରାଯାଇଛି। ବିଜେପି ସାଂସଦ ଭର୍ତ୍ତୃହରି ମହତାବ ବିତ୍ତ କମିଟିର ମୁଖ୍ୟ ଥିବା ବେଳେ କଂଗ୍ରେସର ଶଶି ଥରୁର ବୈଦେଶିକ ବ୍ୟାପାର କମିଟିର ମୁଖ୍ୟ ରହିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହଙ୍କୁ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ କରାଯାଇଛି। ବିଜେପିର…