ପାଠ୍ୟପୁସ୍ତକ ତ୍ରୁଟିର ତଦନ୍ତ: ଆଜିଠୁ ଖୋଳତାଡ଼ କରିବ କ୍ରାଇମ୍ବ୍ରାଞ୍ଚ ଟିମ୍
ପାଠ୍ୟପୁସ୍ତକ ତ୍ରୁଟିର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯିବା ପରେ ବଡ଼ବଡ଼ିଆ ଛାନିଆ। ଷଡ଼ଯନ୍ତ୍ରରେ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ସୋମବାରଠାରୁ କ୍ରାଇମ୍ବ୍ରାଞ୍ଚ ଟିମ୍ ଖୋଳତାଡ଼ କରିବ। ସମଗ୍ର ଘଟଣାର ତଦନ୍ତ ପାଇଁ ୫ଜଣିଆ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି। ଷଡ଼ଯନ୍ତ୍ରରେ…