ଆଜି ଅଶୋଧିତ ତେଲ ଦର ୫ ପ୍ରତିଶତ ବୃଦ୍ଧି ଘଟି ବ୍ୟାରେଲ ପିଛା ୮୭.୩୮ ଡଲାରରେ ପହଞ୍ଚିଛି
ବିଶ୍ବର ଗୁରୁତ୍ବପୂର୍ଣ୍ଣ ଜଳମାର୍ଗ ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଅବରୋଧ କରାଯିବ ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରୁ ୨୦ ପ୍ରତିଶତ ଶୁଳ୍କ ଆଦାୟ କରାଯିବ ବୋଲି ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିବା ପରେ ବିଶ୍ବ ଅର୍ଥନୀତି ଅଧିକ ଅସ୍ଥିର ହୋଇପଡ଼ିଛି। ଏଥିରୁ…