ଓଡ଼ିଶା ଟେନିସ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ଛନ୍ତି ଓଡ଼ିଆ ପୁଅ କବିର ହଂସା
ଓଡ଼ିଶା ଟେନିସ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ଛନ୍ତି ଓଡ଼ିଆ ପୁଅ କବିର ହଂସା ନିଜ ଖେଳ ଜୀବନର ଶ୍ରେଷ୍ଠ ପ୍ରଦର୍ଶକ ସହ ପ୍ରଥମ ଓଡ଼ିଶା ଖେଳାଳି ଭାବେ ଜିତିଛନ୍ତି ବରିଷ୍ଠ ବର୍ଗର ଆଇଟିଏଫ ଉପବିଜେତା ଟ୍ରଫି । କଳିଙ୍ଗ ଷ୍ଟାଡ଼ିୟମ ଟେନିସ କଂପ୍ଳେକ୍ସରେ ଚାଲିଥିବା ଆଇଟିଏଫ ବିଶ୍ବ ଟେନିସ ଟୁର…