ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ–କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ଅଧିକାରୀଙ୍କ ପ୍ରଶଂସା ପାଇପାରନ୍ତି। ପୁରୁଣା ଅର୍ଥ ଫେରି ପାଇବାର ଯୋଗ ରହିଛି। ପରିବାରରେ ଖୁସିର ପରିବେଶ ରହିବ। ଯାତ୍ରା ସମୟରେ ସତର୍କ ରୁହନ୍ତୁ। ବୃଷ– ଖର୍ଚ୍ଚ ବଢ଼ିପାରେ ତେଣୁ ଆର୍ଥିକ ଯୋଜନା ଆବଶ୍ୟକ।…

ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ସୂଚୀ ବଦଳିଲା,ଅକ୍ଟୋବର ୩୧ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ

ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ସୂଚୀ ବଦଳିଲା ଆଗାମୀ ପୌର ନିର୍ବାଚନ ପୂର୍ବରୁ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ NACରେ ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପ୍ରକ୍ରିୟା ପାଇଁ ସମୟ ସୀମାରେ ପରିବର୍ତ୍ତନ କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ। ଅକ୍ଟୋବର ୩୧…

ସେମିକନ ଇଣ୍ଡିଆ-୨୦୨୬: ବିଶ୍ବସ୍ତରୀୟ କମ୍ପାନୀ ଇଣ୍ଟେଲ ଓ 3DGS ମଧ୍ୟରେ ଏମଓୟୁ ସ୍ବାକ୍ଷର,ଓଡ଼ିଶାରେ ବ୍ୟାପକ ନିବେଶ…

ଓଡ଼ିଶାକୁ ସେମି କଣ୍ଡକ୍ଟର ହବରେ ପରିଣତ କରାଯିବ । ଦିଲ୍ଲୀରେ ସେମିକନ ଇଣ୍ଡିଆ-୨୦୨୬ରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଶ୍ବସ୍ତରୀୟ କମ୍ପାନୀ ଇଣ୍ଟେଲ ଓ 3DGS ମଧ୍ୟରେ ଯେଉଁ ଏମଓୟୁ ସ୍ବାକ୍ଷର ହୋଇଛି, ତାହା ଜରିଆରେ ଓଡ଼ିଶାରେ ବ୍ୟାପକ ନିବେଶ କରିବା ଲାଗି ଲକ୍ଷ୍ୟ…

୨୦ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି,କାଲି ପଞ୍ଚବକ୍ରଙ୍କ ନୀତିକାନ୍ତିକୁ ନେଇ ଦେଖା…

୨୦ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ।  ମନ୍ଦିର ପ୍ରଶାସନର ବୁଝାସୁଝା ପରେ ଆରମ୍ଭ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି ।  ନୀତିକାନ୍ତି ସ୍ବାଭାବିକ ନେଇ ବ୍ରାହ୍ମଣ ନିଯୋଗ ସଭାପତି ଦେଇଛନ୍ତି ସୂଚନା।  କାଲି ପଞ୍ଚବକ୍ରଙ୍କ ନୀତିକାନ୍ତିକୁ ନେଇ ବିବାଦ ଦେଖା…

ପଶ୍ଚିମବଙ୍ଗ ନନ୍ଦୀଗ୍ରାମ ଉପନିର୍ବାଚନ ପୂର୍ବରୁ ତେଜିଲା ରାଜନୈତିକ ଉଷ୍ମତା, କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ…

ପଶ୍ଚିମବଙ୍ଗ ନନ୍ଦୀଗ୍ରାମ ଉପନିର୍ବାଚନ ପୂର୍ବରୁ ତେଜିଲା ରାଜନୈତିକ ଉଷ୍ମତା। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମର୍ଥନ ଘୋଷଣା କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି। ଏକ ପୁରୁଣା ହତ୍ୟା ମାମଲାରେ ତାଙ୍କୁ ଗିରଫ…

ପଶ୍ଚିମବଙ୍ଗ ନନ୍ଦୀଗ୍ରାମ ଉପନିର୍ବାଚନ: ଦିଦିଙ୍କୁ ମିଳିଲା ଫୁଟବଲ ଖେଳାଳି ଚିହ୍ନ

ଦିଦିଙ୍କ ମୁହଁରେ ଥାଏ ଖେଲା ହବେ । ଏବେ ତାଙ୍କୁ ମିଳିଛି ଫୁଟବଲ ଖେଳାଳି ଚିହ୍ନ । ଦିଦିଙ୍କ ଟିଏମସି ଦୁଇ ଫାଳ ହେବା ପରେ ଦୁଇ ଗୋଷ୍ଠୀଙ୍କୁ ନୂଆ ନାମ ଓ ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ । “ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ” ଏବଂ ଏହାର ପାରମ୍ପରିକ “ଘାସ-ଫୁଲ” ଚିହ୍ନକୁ ଫ୍ରିଜ୍…

ବାୟୁସେନାର F-16 ଫାଇଟର ଜେଟ୍ କ୍ରାସ୍,ପାଇଲଟ ସୁରକ୍ଷିତ

ଆମେରିକାର ମିଶିଗାନରେ ଟ୍ରେନିଂ ସମୟରେ ଆମେରିକୀୟ ବାୟୁସେନାର F-16 ଫାଇଟର ଜେଟ୍ କ୍ରାସ୍ ହୋଇଛି । ଗୁରୁବାର ଗ୍ରାଣ୍ଡ ଟ୍ରାଭର୍ସ କାଉଣ୍ଟିର ଏକ ଗ୍ରାମାଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଜଣେ ପାଇଲଟ୍ ଆଶଙ୍କା କରିଛନ୍ତି ଯେ, ବିମାନଟି ହୁଏତ କୌଣସି ପକ୍ଷୀ ସହ ଧକ୍କା ହୋଇ କ୍ରାଶ୍ ହୋଇଥାଇପାରେ…

ଚଳିତ ବର୍ଷ ସୁନା ₹୨୧ ହଜାର ମହଙ୍ଗା

ଶୁକ୍ରବାର ସୁନା ଓ ରୁପା ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ଏକ କିଲୋଗ୍ରାମ ରୁପା ମୂଲ୍ୟରେ ଆଜି ୬,୪୭୪ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ମୂଲ୍ୟ ୨.୩୬ ଲକ୍ଷ ଟଙ୍କାରେ ପହଞ୍ଚିଛି। ସେହିପରି ୨୪ କ୍ୟାରେଟ୍ ସୁନାର…

ବଲିଉଡରେ ଦେଖାଦେଇଛି iPhone 18 Proର କ୍ରେଜ୍ ,ସୋସିଆଲ୍ ମିଡିଆରେ ଭୁରି ବୁଲୁଛି ଫଟୋ

ବଲିଉଡ୍ ଷ୍ଟାରଙ୍କ ହାତରେ ଏବେ ନୂଆ ଆଇଫୋନ୍! କାହା ପାଖରେ ଗ୍ଲେସିୟର ବ୍ଲୁ, ତ ଆଉ କାହା ପାଖରେ ବର୍ଗଣ୍ଡି କଲରର ନୂଆ ଫୋନ୍। ଦାମୀ କାର୍, ଲଗଜୁରୀ ଲାଇଫଷ୍ଟାଇଲ୍ ପାଇଁ ବଲିଉଡର ଷ୍ଟାରମାନେ ସବୁବେଳେ ଚର୍ଚ୍ଚାରେ। ଏବେ ତାଙ୍କ ହାତରେ ନଜର ଆସୁଛି ଟେକ୍ ଦୁନିଆର ନୂଆ ଚର୍ଚ୍ଚିତ ଗ୍ୟାଜେଟ୍।…

୨୦୨୬ ଏସୀୟ କ୍ରୀଡ଼ା: ଜାପାନକୁ ୮ ୱିକେଟ୍‌ରେ ପରାସ୍ତ କରି ଭାରତ ସେମିଫାଇନାଲରେ

୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଦମଦାର ପ୍ରଦର୍ଶନ। କ୍ୱାର୍ଟର ଫାଇନାଲରେ ଜାପାନକୁ ୮ ୱିକେଟ୍‌ରେ ପରାସ୍ତ କରି ଭାରତ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।ପ୍ରଥମେ ବ୍ୟାଟିଂ କରି ଜାପାନ ଭାରତୀୟ ବୋଲରଙ୍କ…