ଡ୍ରଗ ବିରୋଧୀ ଅଭିଯାନରେ ସ୍ପେଶାଲ କ୍ରାଇମ ୟୁନିଟକୁ ବଡ଼ ସଫଳତା,ଅଭିଯୁକ୍ତ ଜାକିରୁଲ ଇସଲାମ ଗିରଫ
ବ୍ରାଉନସୁଗର ବେପାରୀକୁ ମାଡ଼ି ବସିଲା କମିଶନରେଟ ପୋଲିସ। ଡ୍ରଗ ବିରୋଧୀ ଅଭିଯାନରେ ସ୍ପେଶାଲ କ୍ରାଇମ ୟୁନିଟକୁ ବଡ଼ ସଫଳତା। ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ଜାକିରୁଲ ଇସଲାମ। ତା’ଠାରୁ ୨୬୩ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୬ଲକ୍ଷ ୫…