ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ସିଜନ୍ ୫: ଗ୍ରାଣ୍ଡ ଫିନାଲେ ସମସ୍ତଙ୍କୁ ପଛରେ ପକାଇ ସିଜିନର ଟ୍ରଫି ନିଜ ନାଁରେ କଲେ ୧୯…
ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ସିଜନ୍ ୫ ର ବିଜେତା ହୋଇଛନ୍ତି ରିତେଶ ପାଲ୍ । ଗ୍ରାଣ୍ଡ ଫିନାଲେ ସମସ୍ତଙ୍କୁ ପଛରେ ପକାଇ ସିଜିନର ଟ୍ରଫି ନିଜ ନାଁରେ କରିଛନ୍ତି । ଟ୍ରଫି ସହିତ ୧୯ ବର୍ଷୀୟ ରିତେଶଙ୍କୁ ୧୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ମିଳିଛି । ତାଙ୍କର କୋରିଓଗ୍ରାଫର୍ ତଥା ମେଣ୍ଟର ପ୍ରତୀକ…