କୁଟିଆ କନ୍ଧଙ୍କ ଜୀବନ ସଂଘର୍ଷକୁ ନେଇ ଖୋର୍ଧା ଜିଲ୍ଲାପାଳଙ୍କ ଉପନ୍ୟାସ ‘ପାର୍ଶ୍ଵସ୍ରୋତ’ ଉନ୍ମୋଚିତ
ଭୁବନେଶ୍ୱର : ପ୍ରଶାସନିକ ଦାୟିତ୍ୱର ବ୍ୟସ୍ତତା ଭିତରେ ଖୋର୍ଧା ଜିଲ୍ଲାପାଳଙ୍କ ସାରସ୍ୱତ ସାଧନା। ଓଡ଼ିଶାର ଅନ୍ୟତମ ବିରଳ ଜନଜାତି ‘କୁଟିଆ କନ୍ଧ’ଙ୍କ ଅନାଲୋଚିତ ଜୀବନଶୈଳୀ, ସଂସ୍କୃତି ଓ ପରମ୍ପରାକୁ ନେଇ ରଚିତ ଉପନ୍ୟାସ ‘ପାର୍ଶ୍ଵସ୍ରୋତ’ ବୁଧବାର ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି।…