ଟିମ୍ ଇଣ୍ଡିଆ ପାଇଁ ₹୧୩୧ କୋଟି ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ
୨୦୨୬ ଟି୨୦ ବିଶ୍ୱକପରେ ଭାରତର ଲଗାତାର ଦ୍ୱିତୀୟ ଟାଇଟଲ । ଆଉ ଏହି ବିଜୟ ପରେ ଚାମ୍ପିଆନଙ୍କ ଉପରେ ହେଉଛି ଟଙ୍କା ବର୍ଷା । ପୁରସ୍କାର ସ୍ୱରୁପ ମିଳୁଛି କୋଟି କୋଟି ଟଙ୍କା । ବିଜୟ ପରେ, ବିସିସିଆଇ ଟିମ୍କୁ ଗୁରୁତ୍ୱପୂର୍ଣ୍ଣ ସମ୍ମାନ ପ୍ରଦାନ କରିଛି । ବୋର୍ଡ ଟିମ୍ ଇଣ୍ଡିଆ ପାଇଁ ନଗଦ…