ନବଦାସଙ୍କୁ ମାରିବାକୁ ଶପଥ ନେଇଥିଲା ଗୋପାଳ!

ପୂର୍ବତନ ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା ମାମଲାର ତଦନ୍ତ ପରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ନବ ଦାସଙ୍କୁ ହତ୍ୟାକୁ ନେଇ ରାଜନୀତି ଚାଲିଥିବା ବେଳେ ତଦନ୍ତକୁ ଅପେକ୍ଷା କରାଯାଇଥିଲା । ତେବେ ଚାର୍ଜସିଟରେ ନବଦାସଙ୍କୁ ମାରିବା  ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ ।…

ବାହନଗା ଟ୍ରେନ ଟ୍ରାଜେଡି । ଆଉ ୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସିବିଆଇର ସମନ

ବାଲେଶ୍ବର: ବାହନଗା ଟ୍ରେନ ଟ୍ରାଜେଡି ମାମଲାରେ ଆଉ ୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସିବିଆଇର ସମନ ପଠାଇଛି । ଖୁବଶୀଘ୍ର ସେମାନେ ସିବିଆଇରେ ହାଜର ହୋଇ ନିଜର ପକ୍ଷ ରଖିବେ ବୋଲି ଜଣାପଡିଛି।ସେପଟେ ଗିରଫ ତିନି ଅଧିକାରୀ ସିନିୟର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତି, ସେକ୍ସନ ଇଂଜିନିୟର ମହମ୍ମଦ…

ଆଜିର ରାଶିଫଳ

ଆଜି ପ୍ରତ୍ୟୁଷ ଯାତ୍ରାରୁ ସୁଫଳ ପାଇବେ  । ମିଠା କଥା କୁହନ୍ତୁ ମଙ୍ଗଳ ହେବ । ସନ୍ଦେହ କରନ୍ତୁ ନାହିଁ କ୍ଷତି ହେବ।  ଅଭିଳଷିତ ଜିନିଷ ପାଇପାରନ୍ତି। ଚାଷ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ।  ଯାହା କରିବା କଥା ସକାଳୁ ସକାଳୁ ଶୀଘ୍ର ଶେଷ କରିବା ଭଲ ହେବ। କୃତ୍ତିକା ନକ୍ଷତ୍ର…

ଚନ୍ଦ୍ରାୟଣ -୩ ଆଜି ଦିନ ୨ ଟା ୩୫ରେ ଉତକ୍ଷେପଣ ହେବ

ଶ୍ରୀହରିକୋଟା : ଆଜି ଅପରାହ୍ନ ୨ ଟା ୩୫ରେ ଉତକ୍ଷେପଣ ହେବ ଚନ୍ଦ୍ରାୟଣ -3  ।  ଇସ୍ରୋର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କେବଳ ଭାରତ ନୁହେଁ ସାରା ବିଶ୍ବ ଚନ୍ଦ୍ରାୟନର ଉତକ୍ଷେପଣ ପାଇଁ ଅପେକ୍ଷା କରିଛି । ଚନ୍ଦ୍ର ଯାତ୍ରା ପାଇଁ ଏହା ହେଉଛି ଭାରତର ତୃତୀୟ ମିଶନ, ଯେଉଁଥି ପାଇଁ ଦୀର୍ଘ ବର୍ଷ…

ଫ୍ରାନ୍ସରେ ମୋଦୀଙ୍କୁ ଭବ୍ୟ ସ୍ବାଗତ

ପ୍ୟାରିସ୍‌: ଫ୍ରାନ୍ସରେ ମୋଦୀଙ୍କୁ ଭବ୍ୟ ସ୍ବାଗତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ୍‌ ବିମାନବନ୍ଦରରେ ପହଞ୍ଚିବାପରେ ସେଠାରେ ତାଙ୍କୁ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ୍ସ ସ୍ବାଗତ କରିଥିଲେ। ଭାରତୀୟ ବଂଶୋଦ୍ଭବ ନାଗରିକମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ…

ଫ୍ରାନ୍ସ ଠାରୁ ୨୬ଟି ରାଫେଲ ଓ ୩ ସ୍କୋରପେନି ବର୍ଗର ବୁଡ଼ା ଯାହାଜ କିଣିବ ଭାରତ

ଫ୍ରାନ୍ସ ଠାରୁ ୨୬ଟି ରାଫେଲ ଓ ୩ ସ୍କୋରପେନି ବର୍ଗର ବୁଡ଼ା ଯାହାଜ କିଣିବ ଭାରତ। ଏହି ଡିଲ୍‌ ସଫଳ ହେଲେ ସିଙ୍ଗଲ ସିଟ୍‌ ଥିବା ୨୨ଟି ରାଫେଲ ମେରାଇନ୍‌ ଯୁଦ୍ଧ ବିମାନ ଓ ୪ଟି ତାଲିମ ଯୁଦ୍ଧ ବିମାନ ପାଇବ ଭାରତୀୟ ନୈାସେନା।  ଯୁଦ୍ଧ ବିମାନ ବାହି କ୍ଷମତା ରଖିଥିବା ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଓ…

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଶୁଣାଣି ୩ ମାସ ମଧ୍ୟରେ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ:  ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । କଟକ ପରିବାର ଅଦାଲତରେ ଅନୁଭବଙ୍କ ପକ୍ଷରୁ ରୁଜୁ ହୋଇଥିବା ଛାଡ଼ପତ୍ର ମାମଲାର ଶୁଣାଣି ବିଳମ୍ବିତ ହେଉଥିବା ଦର୍ଶାଇ ଏହି ମାମଲାକୁ ଅନ୍ୟ କୌଣସି…

ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯାଇ ଫ୍ରାନ୍ସରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ ।  ଫ୍ରାନ୍ସରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଛି । ଭାରତୀୟ ସମୟ ମୁତାବକ ସନ୍ଧ୍ୟା ସାଢେ ୭ଟାରେ ମୋଦୀ ସିନେଟରେ ପହଞ୍ଚିବେ ।…

ଭୁବନେଶ୍ବର ସହିଦନଗର ଥାନା ଏଏସଆଇ ଭିଜିଲାନ୍ସ ଜାଲରେ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ । ଭୁବନେଶ୍ବର ସହିଦନଗର ଥାନା ଏଏସଆଇ ମମତା ବସ୍ତିଆ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏକ ମାମଲାରୁ ନାଁ କାଟିବା ପାଇଁ ପୋଲିସ ଏଏସଆଇ ମମତା ବସ୍ତିଆ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ମମତା ବସ୍ତିଆଙ୍କ…

ଡ ମଙ୍ଗଳା ମହାନ୍ତିଙ୍କ ପରଲୋକ

ଡ ମଙ୍ଗଳା ମହାନ୍ତିଙ୍କ ପରଲୋକ ଘଟିଛି । ସମାଜସେବୀ ତଥା ପରୋପକାରୀ ଡ ମଙ୍ଗଳା ମହାନ୍ତିଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ ପାଇଛି । ସେ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଏବଂ ସମାଜସେବୀ ଥିଲେ । ଭାଷଣ ଦେବାର କଳାରେ ଅନ୍ୟଙ୍କୁ ଆକର୍ଷଣ କରିବାରେ ସେ ମାହିର ଥିଲେ । ଜଣେ ମାନବବାଦୀ, ଜଣେ ଉଦାର…