ଆଜିର ରାଶିଫଳ

ମେଷ: ବିପଦକୁ ଏଡାଇବା ବୁଦ୍ଧିମାନର କାର୍ଯ୍ୟ ହେବ । ଆପଣଙ୍କ ମନରେ ଭିତ୍ତିହୀନ ଯୁକ୍ତି ସୃଷ୍ଟି ହେବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସମୟସୀମାରେ ସମାପ୍ତ କରିବା ଭଲ ହେବ । ଆୟ ଏବଂ ଖର୍ଚ୍ଚ ସ୍ଥିର ରହିବ । କାମରେ ବାଧା ଦୂର ହେବ । ବାହ୍ୟ ଏବଂ ଆଭ୍ୟନ୍ତରୀଣ ସମର୍ଥନ ପ୍ରବାହିତ ହେବ ।…

ମିସାଇଲ୍ ଉପରେ ‘ଭାରତୀୟଙ୍କୁ ଧନ୍ୟବାଦ’ ଲେଖି ଇସ୍ରାଏଲ୍ ଉପରେ ଆକ୍ରମଣ କଲା ଇରାନ

ମିସାଇଲ୍ ଉପରେ ‘ଭାରତୀୟଙ୍କୁ ଧନ୍ୟବାଦ’ ଲେଖି ଇସ୍ରାଏଲ୍ ଉପରେ ଆକ୍ରମଣ କଲା ଇରାନ। ମୁମ୍ବାଇରେ ଥିବା ଇରାନ ଦୂତାବାସ ପକ୍ଷରୁ ଏହାର ଭିଡିଓ ଏକ୍ସରେ ପୋଷ୍ଟ କରାଯାଇଛି। ଇରାନ ସରକାରୀ ମିଡିଆ ମଧ୍ୟ ଏହି ଭିଡିଓକୁ ପ୍ରସାରଣ କରିଛି। ଭିଡିଓରେ ଇରାନର ଏରୋସ୍ପେସ୍ ଫୋର୍ସର ଯବାନ ଏକ ନୀଳ ରଙ୍ଗର…

ସ୍ବାସ୍ଥ୍ୟକୁ ଠିକ ରଖେ ସୋରିଷ

ରୋଷେଇରେ ଆମେ ଅନେକ ଜିନିଷ ବ୍ୟବହାର କରୁ । ଏମିତି ଅନେକ ଜିନିଷ ରହିଛି ଯାହା ସ୍ବାସ୍ଥ୍ୟ ଉପଯୋଗୀ ହୋଇଥାଏ । ରୋଷେଇରେ ମସଲା ଭାବରେ ଆମେ ସୋରିଷକୁ ବ୍ୟବହାର କରିଥାଉ । ଯାହା ଖାଦ୍ୟର ସ୍ବାଦ ବଢାଇବା ସହିତ ସ୍ବାସ୍ଥ୍ୟକୁ ମଧ୍ୟ ଠିକ୍ ରଖିଥାଏ । ଏହା ଦେଖିବାକୁ ଖୁବ୍ ଛୋଟ ହୋଇଥିଲେ ମଧ୍ୟ ଏହା…

ଚଳିତ ବର୍ଷ IPL ଉଦଘାଟନୀ ଉତ୍ସବ ହେବ ନାହିଁ , ଜାଣନ୍ତୁ ଏହାର କାରଣ

IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ସନ୍ଧ୍ୟା ସାଢେ ୭ଟାରେ ଏମ୍‌ ଚିନ୍ନାସ୍ବାାମୀ ଷ୍ଟାଡିୟମରେ ମ୍ୟାଚ୍‌ ଖେଳିବା ନେଇ…

ଅପରେସନ ସିନ୍ଦୂର ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ

ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ପରବର୍ତ୍ତୀ ଫିଲ୍ମ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ସେ ଅପରେସନ ସିନ୍ଦୂର ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଯାହା ପୂର୍ବରୁ ଘୋଷଣା କରାଯାଇଛି। ଏହି ଫିଲ୍ମଟି ଏପ୍ରିଲ ୨୦୨୫ ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା…

ସେନ୍‌ସେକ୍ସ ୧୬୯୦ ପଏଣ୍ଟ୍‌ ହ୍ରାସ ପାଇ ୭୩,୫୮୧ ପଏଣ୍ଟ୍‌ରେ ବନ୍ଦ ହୋଇଛି

ଇରାନ-ଆମେରିକା ଯୁଦ୍ଧକୁ ନେଇ ଲାଗିରହିଥିବା ଅନିଶ୍ଚିତତାର ପ୍ରଭାବ ଆଜି ସେୟାର ବଜାରରେ ଦେଖିବାକୁ ମିଳିଥିଲା। ନିବେଶକମାନେ ବିପୁଳ ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୬୯୦ ପଏଣ୍ଟ୍‌ ହ୍ରାସ ପାଇ ୭୩,୫୮୧ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍‌…

ବିଶ୍ୱର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ଉପରେ ବଜ୍ରପାତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଉପସାଗରୀୟ କ୍ଷେତ୍ରରେ ଜାରି ଉତ୍ତେଜନା ମଧ୍ୟରେ ଶୁକ୍ରବାର ରାତିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖାଯାଇଛି। ବିଶ୍ୱର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ଉପରେ ବଜ୍ରପାତ ହୋଇଛି। ବର୍ଷା ଓ ଝଡତୋଫାନ ମଧ୍ୟରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା…

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦,୫୯୯ କୋଟି ଟଙ୍କାର ବ୍ୟୟବରାଦ

ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦,୫୯୯ କୋଟି ଟଙ୍କାର ରେକର୍ଡ ବ୍ୟୟବରାଦ କରାଯାଇଛି। ରାଜ୍ୟ ସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ…

ଲକଡାଉନର ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା – ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ପୁରୀ

ମଧ୍ୟପ୍ରାଚ୍ୟ ଅଶାନ୍ତ। ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପାଇଁ ସାରା ବିଶ୍ୱ ପ୍ରଭାବିତ। ହରମୁଜ ପ୍ରଣାଳୀ ପାୟତଃ ବନ୍ଦ। ବିଶ୍ୱରେ ବଢ଼ୁଛି ତେଲ ଏବଂ ଗ୍ୟାସର ସଙ୍କଟ। ଭାରତ ବି ଏଥିରୁ ବର୍ତ୍ତିନ। ଦେଶର ଅନେକ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି। ଏଲପିଜି ଅଭାବ।…

ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର

ଅଶୋଧିତ ତୈଳ ଯୋଗାଣ ସଙ୍କଟ ମଧ୍ୟରେ ତୈଳ କମ୍ପାନୀଗୁଡ଼ିକୁ ବଡ଼ ଆଶ୍ୱସ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୩ ଟଙ୍କାରୁ ୩ ଟଙ୍କାକୁ ହ୍ରାସ କରାଯାଇଛି। ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଶୂନ୍ୟ କରାଯାଇଛି। ସରକାର…