ବରିଷ୍ଠ ନାଗରିକଙ୍କୁ ସାଇବର ଅପରାଧ ଏବଂ ଆର୍ଥିକ କ୍ଷତିରୁ ରକ୍ଷା କରିବ ଡବଲ OTP ସିଷ୍ଟମ

ଏବେ, ବ୍ୟାଙ୍କିଙ୍ଗ କାରବାର ସମୟରେ, ଏକ ପ୍ରମାଣୀକରଣ OTP କେବଳ ଆକାଉଣ୍ଟଧାରୀଙ୍କୁ ନୁହେଁ ବରଂ ସେମାନଙ୍କ ବିଶ୍ୱସ୍ତ ସମ୍ପର୍କ ଏବଂ ପରିବାର ସଦସ୍ୟଙ୍କ ମୋବାଇଲ ଫୋନକୁ ପଠାଯିବ। ଉଭୟ OTP ଯାଞ୍ଚ ହେବା ପରେ ହିଁ ଟଙ୍କା ସ୍ଥାନାନ୍ତରିତ ହେବ। ଏହି ସୁବିଧା 60 ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର…

୮,୦୦୦ କର୍ମଚାରୀଙ୍କ ପାଖକୁ ଛଟେଇ ପ୍ରକ୍ରିୟା ନେଇ ଇମେଲ କଲା ମେଟା

ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ କମ୍ପାନି ''ମେଟା'' ପକ୍ଷରୁ ପୁଣି ଥରେ ବଡ଼ ଧରଣର କର୍ମଚାରୀ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନୂତନ ପଦକ୍ଷେପ ଦ୍ୱାରା କମ୍ପାନିର ବିଶ୍ୱସ୍ତରୀୟ କାର୍ଯ୍ୟବଳର ପ୍ରାୟ ୧୦ ପ୍ରତିଶତ ଅର୍ଥାତ୍ ୮,୦୦୦ କର୍ମଚାରୀ ପ୍ରଭାବିତ ହେବେ। ବ୍ଲୁମବର୍ଗର ରିପୋର୍ଟ…

ବାହାରିଲା ଯୁକ୍ତ ୨ ରେଜଲ୍ଟ , ଏକାସଙ୍ଗେ ବାହାରିଲା କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ

ବାହାରିଲା ଯୁକ୍ତ ୨ ରେଜଲ୍ଟ । ଏକାସଙ୍ଗେ ବାହାରିଲା କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । କଳାରେ ପାସ୍‌ ହାର ୮୪.୫୦ ପ୍ରତିଶତ । କଳାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଛି । ଛାତ୍ରଙ୍କ ପାସ୍‌ ହାର ୭୭.୯୭% ପ୍ରତିଶତ ରହିଥିବା…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ବୁଧବାର ଜ୍ୟେଷ୍ଠ କୃଷ୍ଣ ମଳ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ । ଏହି ବିଶେଷ ନୀତି ପାଇଁ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।…

ଲଭ୍, ସେକ୍ସ, ଧୋକା ମାମଲାରେ ଓଡ଼ିଆ ଅଭିନେତାଙ୍କୁ ଗିରଫ କଲା ମହିଳା ଥାନା ପୋଲିସ

ଲଭ୍, ସେକ୍ସ, ଧୋକା, ତାପରେ ଠକେଇ ଅଭିଯୋଗ । ଫସିଗଲେ ଓଡ଼ିଆ ଅଭିନେତା । ଜଣେ ଫିଲ୍ମ ଅଭିନେତ୍ରୀଙ୍କୁ ଧୋକ୍କା ଦେବା ସହ ତାଙ୍କଠାରୁ ୨୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ମହାକାଳପଡ଼ା ବଡ଼ମଠର ରଶ୍ମିକାନ୍ତ ଭୂୟାଁଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ସୋସିଆଲ ମିଡ଼ିଆରେ ରିଲ୍ସରୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଲେ ଜର୍ଜିଆ ମେଲୋନି : “ରୋମକୁ…

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ (X) ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି, "ରୋମକୁ ସ୍ୱାଗତ, ମୋର ବନ୍ଧୁ!"। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଆଜିଠୁ ଆହୁରି ବଢ଼ିବ ତାତି , ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

ଅସହ୍ଯ ତାତିରେ ଜଳୁଛି ସାରା ଓଡ଼ିଶା । ଆଜିଠୁ ଆହୁରି ବଢ଼ିବ ତାତି । ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ପୂରା ରାଜ୍ୟକୁ ଆଲର୍ଟ ଜାରି । ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ବାକି ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।…

ଅନଲାଇନରେ ଔଷଧ ବିକ୍ରୀକୁ ବିରୋଧ କରି ସାରା ଦେଶରେ ୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ।

ଅନଲାଇନରେ ଔଷଧ ବିକ୍ରୀକୁ ବିରୋଧ କରି ସାରା ଦେଶରେ ୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ। ଗତକାଲି ରାତି ୧୨ଟାରୁ ଧର୍ମଘଟ ଆରମ୍ଭ ହୋଇଥିବା ବେଳେ ଆଜି ରାତି ୧୨ଟା ଯାଏଁ ବନ୍ଦ ରହିବ ଔଷଧ ଦୋକାନ । ସାରା ଦେଶରେ ୨୪ ଘଣ୍ଟା ବନ୍ଦ ରହିବ ଔଷଧ ଦୋକାନ । ଏଥିରେ ଓଡ଼ିଶାର ପ୍ରାୟ ୩୦ ହଜାର ମେଡିସିନ ଦୋକାନୀ…

ଆଜିର ରାଶିଫଳ

ମେଷ: ଯାତ୍ରା ଦୀର୍ଘକାଳୀନ ଫଳାଫଳ ପ୍ରଦାନ କରିବ । ଆପଣ ଆପଣଙ୍କ କାମରେ ବାଧାବିଘ୍ନକୁ ଦୂର କରିବେ । ସୁବିଧା ଏବଂ ସମନ୍ୱୟ ଆପଣଙ୍କ କାମରେ ପ୍ରଗତି ଆଣିବ । ଏହା ଆପଣଙ୍କୁ ଆର୍ଥିକ ଲାଭଦାୟକ କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବାରେ ସାହାଯ୍ୟ କରିବ । ଯାତ୍ରା ଶୁଭ ହେବ । ଆପଣଙ୍କ କାମ ଉପରେ କଡ଼ା…

ବର୍ଷିକିଆ ପ୍ଲାନ୍ ଆଣିଛି BSNL ,୨GB ଦୈନିକ ଡାଟା ଏବଂ ମାଗଣା କଲିଂ ପ୍ରଦାନ କରିବ

ବର୍ଷିକିଆ ପ୍ଲାନ୍ ଆଣିଛି BSNL । ମିଳିବ ବଢ଼ିଆ ସୁବିଧା । BSNL ୩୬୫ ଦିନ ପାଇଁ ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ପ୍ରଦାନ କରେ । ଏହି ପ୍ଲାନ୍ ସାରା ବର୍ଷ ୨GB ଦୈନିକ ଡାଟା ଏବଂ ମାଗଣା କଲିଂ ପ୍ରଦାନ କରେ । ଭାରତ ସଂଚାର ନିଗମ ଲିମିଟେଡର ଏହି ଶସ୍ତା ରିଚାର୍ଜ ପ୍ଲାନ୍ ଘରୋଇ ଟେଲିକମ୍…