ପୂର୍ବ ଲଦାଖରେ ସେନାର ହେଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ , ବର୍ତ୍ତିଲେ ବରିଷ୍ଠ ଅଧିକାରୀ,ଦୁଇ ପାଇଲଟ୍ ଆହତ

ପୂର୍ବ ଲଦାଖରେ ସେନାର ହେଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବରିଷ୍ଠ ସାମରିକ ଅଧିକାରୀ ବର୍ତ୍ତି ଯାଇଛନ୍ତି। ଦୁଇ ଜଣ ପାଇଲଟ୍ ଆହତ ହୋଇଥିବା ଜଣାପଡ଼ିଛି। ସେନା ଏପର୍ଯ୍ୟନ୍ତ ଦୁର୍ଘଟଣାର ନିଶ୍ଚିତ କରିନାହିଁ।ପାଗ ସମ୍ପୂର୍ଣ୍ଣ ସ୍ୱଚ୍ଛ ଥିଲା, ତେଣୁ ଦୁର୍ଘଟଣାର କାରଣ…

ଅମରନାଥ ଯାତ୍ରା ପୂର୍ବରୁ ଗୁ୍ମ୍ଫାରେ ବିରାଜମାନ ହେଲେଣି ହିମ ଶିବଲିଙ୍ଗ ‘ବାବା ବର୍ଫାନୀ, ଭାବବିହ୍ୱଳ ଭକ୍ତ

ବାର୍ଷିକ ଅମରନାଥ ଯାତ୍ରା ଅଧିକାରୀକ ରୂପେ ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ହେଲେ ତା ପୂର୍ବରୁ ଗୁ୍ମ୍ଫାରେ ବିରାଜମାନ ହିମ ଶିବଲିଙ୍ଗ ‘ବାବା ବର୍ଫାନୀ’ଙ୍କ ଦର୍ଶନର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପ୍ରକୃତିକ ଭାବେ ନିର୍ମିତ ବିଶାଳ ବରଫ ଶିବଲିଙ୍ଗର…

ଟ୍ରାଭିସ୍ ହେଡଙ୍କ ସହ ହାତ ମିଳାଇବାକୁ ମନା କଲେ ବିରାଟ କୋହଲି,ଯାହା ଏକ ନୂଆ ବିବାଦ ର ସୃଷ୍ଟି

IPL ୨୦୨୬ ର ୬୭ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ ହରାଇ ବିଜୟ ହାସଲ କରିଥିଲା । ଏହି ସିଜିନର ପ୍ରଥମ ମ୍ୟାଚରେ ମିଳିଥିବା ହାରର ହିସାବ ବରାବର ହୋଇଯାଇଥିଲା । ଏହି ମୁକାବିଲା ଖୁବ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଥିଲା କିନ୍ତୁ ଏଭଳି କିଛି…

୨୦୨୬ର ରେଡ୍ କାର୍ପେଟରେ ଡାର୍କ ମିଡନାଇଟ୍ ବ୍ଲୁ, ଗାଉନରେ ନଜର ଆସିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ

କାନ୍ସର ଅସଲ ରାଣୀ କମବ୍ୟାକ୍ କରିଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୬ର ରେଡ୍ କାର୍ପେଟରେ ଏକ ଚମତ୍କାର କମବ୍ୟାକ କରିଛନ୍ତି। ପୁଣି ଥରେ ଗ୍ଲୋବାଲ ଫ୍ୟାଶନର ସବୁଠାରୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଭାବରେ ତାଙ୍କର ସ୍ଥିତିକୁ ହାସଲ କରିଛନ୍ତି। ତାଙ୍କ ଆଗମନର ଖବର…

ଏହି କାରଣ ପାଇଁ ସରକାରଙ୍କୁ ୨.୮୭ ଲକ୍ଷ କୋଟି ଟଙ୍କା ଦବ ଭାରତୀୟ ରିଜର୍ଭ ବ୍ୟାଙ୍କ୍

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସରାକାରଙ୍କୁ ରେକର୍ଡ ୨.୮୭ ଲକ୍ଷ କୋଟି ଟଙ୍କା ଡିଭିଡେଣ୍ଡ ଦେବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (RBI)। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାର ବସିଥିବା କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳୀର ୬୨୩ ତମ ବୈଠକରେ ଏହି ନିଷ୍ପତ୍ତି…

ଆମେରିକା ଦ୍ୱାରା ପୁଣି ନୂଆକରି ଆକ୍ରମଣ ଆଶଙ୍କାରେ ଇରାନ ତାର ଏୟାରସ୍ପେସ୍ କୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା

ଆମେରିକା ଦ୍ୱାରା ପୁଣି ନୂଆକରି ଆକ୍ରମଣ ଆଶଙ୍କାରେ ଇରାନ ତାର ଏୟାରସ୍ପେସ୍ କୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛି। ଏଥିମଧ୍ୟରେ ଦୁଇ ଦେଶଙ୍କ ମଧ୍ୟରେ ଚାଲିଥିବା ଶାନ୍ତି କଥାବାର୍ତ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସିବିଏସ୍ ନ୍ୟୁଜ୍ ଅନୁସାରେ ଇରାନ ଉପରେ ଆମେରିକା ପୁଣି ନୂଆକରି ଏକ ସାମରିକ…

‘କକ୍ରୋଚ୍ ଜନତା ପାର୍ଟି’ର ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ହ୍ୟାକ୍ – ଅଭିଜିତ୍ ଦୀପକେ

ଅଭିଜିତ୍ ଦୀପକେ ଏବେ ଭାରତର ବହୁଚର୍ଚ୍ଚିତ ନାମ। 'କକ୍ରୋଚ୍ ଜନତା ପାର୍ଟି'ର ପ୍ରତିଷ୍ଠାତା। ତାଙ୍କର ବ୍ୟଙ୍ଗାତ୍ମକ ଡିଜିଟାଲ୍ ଅଭିଯାନ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହୋଇଛି। ଯାହାକୁ ଲକ୍ଷ ଲକ୍ଷ ଲୋକଙ୍କ ସମର୍ଥନ ମିଳିଛି। ଅଭିଜିତ୍ ଦୀପକେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଅନଲାଇନ୍…

ନିଟ୍‌ ପରୀକ୍ଷାରେ ତ୍ରୁଟି ସ୍ୱୀକାର କରିବା ସହ ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ ମାନସିକ ଚିନ୍ତା ପାଇଁ ନିଜକୁ ଦାୟୀ କଲେ…

ନିଟ୍‌ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରୀକ୍ଷା ପ୍ରକ୍ରିୟାରେ ତ୍ରୁଟି ହୋଇଥିବା ସ୍ୱୀକାର କରିବା ସହ ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ ମାନସିକ ଚିନ୍ତା ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ନିଟ୍ ପରୀକ୍ଷା ପ୍ରକ୍ରିୟାରେ ସାଲିସ୍ କରାଯାଇଥିଲା।…

ବଦଳି ନୀତିରେ ବଡ଼ ସଂଶୋଧନ

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁସଙ୍ଗତ ଓ ଶୃଙ୍ଖଳିତ କରିବା ପାଇଁ ମୋହନ ମାଝୀଙ୍କ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ପ୍ରଚଳିତ ବଦଳି ନୀତିରେ ବଡ଼ ସଂଶୋଧନ କରି ଏଥିରେ ଥିବା ଗଳାବାଟକୁ ବନ୍ଦ କରିବା ସହ ରାଜନୀତିକ ଚାପ ହ୍ରାସ ପାଇଁ…

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର : ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୮୭ ପଇସା ଓ ଡିଜେଲ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇଛି। ଗୋଟିଏ ମାସରେ ଲଗାତାର ୩ ଥର ବଢ଼ିଛି ତେଲ ଦର। ପଶ୍ଚିମ ଏସିଆରେ ସଙ୍କଟ କାରଣରୁ ବାରମ୍ବାର ବଢ଼ିବାରେ ଲାଗିଛି ତେଲ ଦର। ନୂଆ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ…