୩୦ ଜିଲ୍ଲା ପାଇଁ ଗଠନ ହେଲା ଯୋଜନା କମିଟି ,ମନ୍ତ୍ରୀ କିମ୍ବା ବିଧାୟକ ମାନେ ଏହି କମିଟିର ଅଧ୍ୟକ୍ଷ ରହିବେ
ଆହୁରି ସଠିକ୍ ଢ଼ଙ୍ଗରେ ହେବ ଜିଲ୍ଲାସ୍ତରରେ ଉନ୍ନୟନମୂଳକ କାର୍ଯ୍ୟର ଯୋଜନା ପ୍ରସ୍ତୁତି, ମନିଟରିଂ ଓ ମୂଲ୍ୟାଙ୍କନ । ଏଥିପାଇଁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ୩୦ ଜିଲ୍ଲା ପାଇଁ ଗଠନ କରିଛନ୍ତି ଯୋଜନା କମିଟି । ମନ୍ତ୍ରୀ କିମ୍ବା ବିଧାୟକ ମାନେ ଏହି କମିଟିର ଅଧ୍ୟକ୍ଷ ରହିବେ ।
ଏହି…