ଆପ୍ ସାଂସଦ ସଂଞ୍ଜୟ ସିଂଙ୍କ ଘରେ ଇଡି ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ନେତା ସଂଞ୍ଜୟ ସିଂଙ୍କ ଘରେ ଇଡିର ତନାଘନା ଚାଲିଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସାଂସଦ ସଞ୍ଜୟ ସିଂଙ୍କ ବାସଭବନରେ ରେଡ୍ କରୁଛି ଇଡି। ଯାହାକୁ ନେଇ ଦୁଇ ଦଳ ଇଡି ଅଧିକାରୀମାନେ ସଞ୍ଜୟଙ୍କୁ କରୁଛନ୍ତି ପଚରାଉଚରା ।…

ସିକିମ୍‌ରେ ବାଦଲ ଫଟା ବର୍ଷା : ତୀସ୍ତା ନଦୀରେ ଆକସ୍ମିକ ବନ୍ୟା ଯୋଗୁଁ ୨୩ ଯବାନ ନିଖୋଜ

ଗାଙ୍ଗଟକ: ବାଦଲ ଫଟା ବର୍ଷା ପାଇଁ  ସିକିମ୍‌ରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ହେବା ଯୋଗୁଁ ତୀସ୍ତା ନଦୀରେ  ବନ୍ୟା ଆସି ସେନାର ପ୍ରାୟ ୨୩ଜଣ ଯବାନ ନିଖୋଜ ହୋଇଯାଇଥିବା କଥା ପ୍ରତିରକ୍ଷା ବିଭାଗସୂତ୍ରରୁ ପ୍ରକାଶ । ନିଖୋଜ ଯବାନଙ୍କ ସନ୍ଧାନ ନେବା…