ତାରିଣୀ ଦର୍ଶନ ପାଇଁ ଯିବା ବେଳେ ଚାଲିଗଲା ୮ ଜୀବନ
କେନ୍ଦୁଝର : ମାଙ୍କୁ ଦର୍ଶନ କରିବା ପୂର୍ବରୁ ଚାଲିଗଲା ପ୍ରାଣ । ଦୁର୍ଘଟଣା ନେଇଗଲା ଜୀବନ । ତାରିଣୀ ଦର୍ଶନ ପାଇଁ ଯିବା ବେଳେ ଚାଲିଗଲା ୮ ଜୀବନ । କେନ୍ଦୁଝର ବାଲିଯୋଡ଼ି ଏନଏଚ ୨୦ରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ସମସ୍ତ ମୃତକ ଗଂଜାମ ଦିଗପହଣ୍ଡି ପୋଡ଼ାମାରି ଗାଁର ବୋଲି ଜଣାପଡିଛି ।…