ଭୁବନେଶ୍ୱରରେ ବଲିଉଡ୍ ଅଭିନେତା ଗୋବିନ୍ଦା,ଅନ୍ଦାଜ ଓ ଷ୍ଟାଇଲରେ ଝୁମିବେ ରାଜଧାନୀବାସୀ
ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ବଲିଉଡ୍ ଅଭିନେତା ଗୋବିନ୍ଦା । ତାଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଆଜି ଭୁବନେଶ୍ୱରର ଝାରପଡ଼ା ଦୁର୍ଗାପୂଜା ସମିତିରେ ଯୋଗଦେବେ ଗୋବିନ୍ଦା । ଏଥିପାଇଁ ପୂଜା କମିଟି ପକ୍ଷରୁ ବିମାନବନ୍ଦରରେ ତାଙ୍କୁ…