ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଆକ୍ରମଣ ମାମଲାରେ ପୋଲିସକୁ ବଡ଼ ସଫଳତା,ତିନି ଅଭିଯୁକ୍ତ ରାଜସ୍ଥାନର କୋଟାରୁ…

ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଆକ୍ରମଣ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ତିନି ଜଣ ଅଭିଯୁକ୍ତଙ୍କୁ ରାଜସ୍ଥାନର କୋଟାରୁ ଗିରଫ କରାଯାଇଛି । ତିନି ଜଣ ଅଭିଯୁକ୍ତ ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଏକ ଟ୍ରେନରେ ଯାତ୍ରା କରୁଥିବା ସମୟରେ…

କମିସନରେଟ୍ ପୋଲିସ୍ ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୟାକ୍,ହ୍ୟାକର ପୋଲିସ ଆକାଉଣ୍ଟ ରେ କଲା ମନ ଇଛା ପୋଷ୍ଟ

କମିସନରେଟ୍ ପୋଲିସ୍ ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୟାକ୍ ।  ଅଫିସିଆଲ ଏକ୍ସ ଆକାଉଣ୍ଟ ହ୍ୟାକ କଲେ ହ୍ୟାକର । ହ୍ୟାକର ପୋଲିସ ଆକାଉଣ୍ଟ ରେ କଲା ମନ ଇଛା ପୋଷ୍ଟ ।  ଏକ୍ସମ୍ୟାନ ଏୟାରଡ୍ରପ ନାରେ ଆକାଉଣ୍ଟ କଲା ହ୍ୟାକ୍ ।  ହ୍ୟାକର କିଛି XRP ଓ ଏକ୍ସମ୍ୟାନ ଓ୍ବାଲେଟ ସମ୍ପର୍କରେ କରିଛି ଅନେକ…

ପୂଜା ବଜାରରେ ବିକ୍ରି ହେଉଛି କି ଅସ୍ୱାସ୍ଥ୍ୟକର ଖାଦ୍ୟ , ଯାଞ୍ଚ ପାଇଁ ବିଭିନ୍ନ ପୂଜା ମଣ୍ଡପ କଡ଼ରେ ଅଚାନକ ରେଡ୍

ପୂଜା ବଜାରରେ ବିକ୍ରି ହେଉଛି କି ଅସ୍ୱାସ୍ଥ୍ୟକର ଖାଦ୍ୟ । ଯାଞ୍ଚ ପାଇଁ ବିଭିନ୍ନ ପୂଜା ମଣ୍ଡପ କଡ଼ରେ ଅଚାନକ ରେଡ୍ । ଭୁବନେଶ୍ୱର  ନୟାପଲ୍ଲୀ ମଣ୍ଡପ କଡ଼ରେ ଥିବା ହୋଟେଲ ଓ ଫାଷ୍ଟଫୁଡ ଦୋକାନରେ ଚଢାଉ । ବିଭିନ୍ନ ଖାଦ୍ୟ ଷ୍ଟଲରେ ଅଚାନକ ଫୁଡ୍ ସେଫଟି ଟିମ୍ ର ରେଡ୍ । ବିକ୍ରି ହେଉଥିବା ଖାଦ୍ୟ…

ଦଶହରାରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା

ଦଶହରାରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା କ୍ୱଚିତ୍ ରହିଛି । ତେବେ କିଛି ସ୍ଥାନରେ କାଁଭାଁ ବର୍ଷା ହୋଇପାରେ। ୧୯ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୋମବାର…

ଆଜି ମଣ୍ଡପରେ ମହାଷ୍ଟମୀ, ପୀଠରେ ମହାନବମୀ ପୂଜା

ମା'ଙ୍କ ଶରଣରେ ଶ୍ରଦ୍ଧାଳୁ । ଚଣ୍ଡୀପାଠରେ କମ୍ପୁଛି ଚତୁର୍ଦିଗ । ପୂଜା ମଣ୍ଡପରେ ବିରାଜିଛନ୍ତି ମା' ଜଗତଜନନୀ । ମା'ଙ୍କ ଆବହନରେ ପ୍ରକମ୍ପିତ ହେଉଛି ସମଗ୍ର ରାଜଧାନୀ। ଚଣ୍ଡୀପାଠରେ କମ୍ପୁଛି ଚତୁର୍ଦିଗ। ଚାରିଆଡେ ସୃଷ୍ଟି ହୋଇଛି ଏକ ନିଆରା ଆଧ୍ୟାତ୍ମିକ ପରିବେଶ। ତା’ମଧ୍ୟରେ ଶ୍ରଦ୍ଧାଳୁଙ୍କ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ- ଘାତବାର ଯୋଗୁଁ ବ୍ୟସ୍ତତା ରେ ତ୍ନିଷ୍ପତ୍ତି ନିଅନ୍ତୁ ନାହିଁ। କର୍ମକ୍ଷେତ୍ରରେ ଚାପ ବଢ଼ିପାରେ। ପରିବାରର ପରାମର୍ଶ ଲାଭଦାୟକ ହେବ। ଧନ କାରବାରରେ ସତର୍କ ରୁହନ୍ତୁ। ଅଫିସରେ ପୁରୁଣା ସମସ୍ୟାର ସମାଧାନ ହେବ। ସନ୍ଧ୍ୟା ସୁଦ୍ଧା ଅଟକିଥିବା ଫୋନ୍ କିମ୍ବା ସନ୍ଦେଶ ମିଳିପାରେ। ବୃଷ-…

ନୂଆ ଅବତାରରେ ଲଞ୍ଚ୍ ହେଲା Toyota Glanza 2026,ତେବେ କ’ଣ ରହିଛି ଏହି କାରର ଖାସ୍ ବିଶେଷତ୍ୱ? ଆସନ୍ତୁ ଜାଣିବା

କାର୍ କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର । ଭାରତୀୟ ବଜାରରେ ନୂଆ ଅବତାରରେ ଲଞ୍ଚ୍ ହୋଇଛି Toyota Glanza 2026 । ଏହି ପ୍ରିମିୟମ୍ ହ୍ୟାଚବ୍ୟାକର ପ୍ରାରମ୍ଭିକ ଏକ୍ସ-ଶୋ’ରୁମ୍ ମୂଲ୍ୟ ରହିଛି ୬ ଲକ୍ଷ ୯୯ ହଜାର ଟଙ୍କା । ସେହିପରି ଟପ୍ ଭାରିଆଣ୍ଟର ମୂଲ୍ୟ ୧୦ ଲକ୍ଷ ୪୯ ହଜାର…

ଗୋଆରେ ଅନୁଷ୍ଠିତ ହେବ ଆଇପିଏଲ୍ ୨୦୨୭ ନିଲାମ ପ୍ରକ୍ରିୟା

ଗୋଆରେ ଅନୁଷ୍ଠିତ ହେବ ଆଇପିଏଲ୍ ୨୦୨୭ ନିଲାମ ପ୍ରକ୍ରିୟା ।  ତାରିଖ ଘୋଷଣା କଲେ ବିସିସିଆଇ ସମ୍ପାଦକ । ଆସନ୍ତା ଡିସେମ୍ବର ୧୬ ତାରିଖରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୭ ର ମିନି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥର ଗୋଆ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିବ। ଚଳିତ ବର୍ଷ ଗୋଆର…

ଦାଣ୍ଡିଆ କାର୍ଯ୍ୟକ୍ରମରେ ଅଘଟଣ,ତୋରଣ ଭୁଶୁଡ଼ି ଜଣେ ମୃତ ୧୪ ଜଣ ଆହତ

ହାଇଦ୍ରାବାଦ ସ୍ଥିତ ନାଦେରଗୁଲର ଏକ ଇଞ୍ଜିନିୟରିଂ କଲେଜରେ ଦାଣ୍ଡିଆ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଅଘଟଣ । ଏକ ତୋରଣ ଭୁଶୁଡ଼ି ପଡ଼ିବାରୁ ଜଣେ ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ପୋଲିସର ସୂଚନା ଅନୁସାରେ, ପ୍ରବଳ ପବନ ଯୋଗୁଁ…

କାନାଡାର ଆଲବର୍ଟା ପ୍ରଦେଶରେ ଥିବା ଏକ ସାମରିକ ଘାଟିରେ ଭୟଙ୍କର ଅଗ୍ନିକାଣ୍ଡ,ଅନେକ ସୈନିକ ଏବଂ ସାଧାରଣ ଲୋକଙ୍କ ମୃତ୍ୟୁ

କାନାଡାର ଆଲବର୍ଟା ପ୍ରଦେଶରେ ଥିବା ଏକ ସାମରିକ ଘାଟିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଅନେକ ସୈନିକ ଏବଂ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ମୃତାହତଙ୍କ ସଠିକ୍ ସଂଖ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସୁଦ୍ଧା…