ଆଜିର ରାଶିଫଳ

ମେଷ- କାର୍ଯ୍ୟକ୍ଷେତ୍ରରେ ଆତ୍ମବିଶ୍ୱାସ ବଢ଼ିବ। ଆର୍ଥିକ ମାମଲାରେ ଧୈର୍ଯ୍ୟ ରଖନ୍ତୁ। ପରିବାରରେ ଶୁଭ ଖବର ମିଳିପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀମାନେ ପଢ଼ାରେ ଭଲ ଫଳ ପାଇପାରନ୍ତି। ଦୀର୍ଘଦିନର ଅଟକିଥିବା କାମ ଆଗକୁ ବଢ଼ିବ। ବୃଷ- ପରିଶ୍ରମର ଭଲ ଫଳ ମିଳିବ।…

ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ

ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ ମଙ୍ଗଳବାର ଦିନ ବିଜୟା ଦଶମୀ ଅବସରରେ ରାଜ୍ୟର ପ୍ରଥମ ମହିଳା ଲୀଳା ଦେବୀଙ୍କ ସହ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ ପରିଦର୍ଶନ କରିବା ସହ ଅନ୍ତେବାସୀଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି ଅବସରରେ ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ…

କୋଭିଡ୍ ମହାମାରୀ ସମୟରେ ଅସୁବିଧା କିମ୍ବା ଅସୁସ୍ଥତା ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି,ପ୍ରଥମ…

ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି । କୋଭିଡ୍ ମହାମାରୀ ସମୟରେ ଅସୁବିଧା କିମ୍ବା ଅସୁସ୍ଥତା କାରଣରୁ ପ୍ରଥମ ପ୍ରଫେସନାଲ୍ ଏମ୍ବିବିଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିବା ୨୦୧୯-୨୦ ଓ ୨୦୨୦-୨୧ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କୁ ମିଳିବ ଅତିରିକ୍ତ ସୁଯୋଗ । ଏଥିପାଇଁ…

ହତ୍ୟାକାରୀ ପୁଅକୁ ପୁରୀ ପୁଲିସ ୫୭ ଦିନର କସରତ ପରେ ଗିରଫ କରିବାରେ ସଫଳ

ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଏକ ଭଡ଼ାଘରେ ନିଜ ମା’ଙ୍କୁ ହତ୍ୟାକରି କାନ୍ଥରେ ପ୍ଲାଷ୍ଟର କରିଦେଇଥିବା ହତ୍ୟାକାରୀ ପୁଅକୁ ପୁରୀ ପୁଲିସ ୫୭ ଦିନର କସରତ ପରେ ଶେଷରେ ଗିରଫ କରିବାରେ ସଫଳ ହୋଇଛି । ତା ନାଁ ମଦନ ଦଳେଇ । ତା ଘର ଗଜପତି ଜିଲା କାଶୀନଗର ଖରଡ଼ା ଗାଁରେ । କୁମ୍ଭାରପଡ଼ା ପୁଲିସ…

ଭାରତ – ନ୍ୟୁଜିଲ୍ୟାଣ୍ଡ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ଲାଗୁ , ପ୍ରଥମ ଦିନରୁ ହିଁ ଶୂନ ଆମଦାନୀ ଶୁଳ୍କ

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମଙ୍ଗଳବାର ଠାରୁ କାର୍ଯ୍ୟକାରୀ ହୋଇଛି ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) । ଏହି ଚୁକ୍ତି ଅନୁସାରେ ଭାରତରୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ନ୍ୟୁଜିଲ୍ୟାଣ୍ଡରେ କୌଣସି କଷ୍ଟମ ଡ୍ୟୁଟି ଲାଗିବ ନାହିଁ । ଭାରତୀୟ ସାମଗ୍ରୀ ନ୍ୟୁଜିଲ୍ୟାଣ୍ଡରେ ୧୦୦…

Samsung Galaxy F70 5G ଲଞ୍ଚ,ଏହି ଫୋନର ବିକ୍ରୟ ଆଜିଠାରୁ ଆରମ୍ଭ

Samsung ଭାରତରେ ଏହାର ନୂତନ ସ୍ମାର୍ଟଫୋନ୍, Samsung Galaxy F70 5G ଲଞ୍ଚ କରିଛି । ଏହା କମ୍ପାନୀର Galaxy F70 ସିରିଜର ତୃତୀୟ ସ୍ମାର୍ଟଫୋନ୍ । ପୂର୍ବରୁ, ଏହି ସିରିଜରେ Galaxy F70 Pro 5G ଏବଂ Galaxy F70e 5G ପ୍ରଚଳନ କରାଯାଇଥିଲା । ନୂତନ ଫୋନରେ 50 ମେଗାପିକ୍ସେଲ ମେନ୍…

କୋଟିଆରେ ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ର ବିଜ୍ଞପ୍ତି ପ୍ରକାଶ, ଓଡିଶା ସରକାରଙ୍କ ବଢିଲା ମୁଣ୍ଡ ବିନ୍ଧା

କୋଟିଆକୁ ନେଇ ଦୁଇ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଏବଂ ଓଡ଼ିଶା ଭିତରେ ସୀମା ବିବାଦ ନୂଆ ନୁହେଁ । କିନ୍ତୁ କୋଟିଆରେ ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ର ବିଜ୍ଞପ୍ତି ପ୍ରକାଶ କରିବା ପରେ ପୁଣି ଓଡିଶା ସରକାରଙ୍କ ମୁଣ୍ଡ ବିନ୍ଧା ବଢ଼ିଛି । ଏହି ମୌକାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ନାଇଜେରିଆର ସେନା ଗାଡ଼ି ଉପରେ ଆକ୍ରମଣ,ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଓ ଗୁଳିମାଡ଼ରେ ଅତି କମରେ ୧୫ ଜଣ ମୃତ

ନାଇଜେରିଆର ଉତ୍ତର-ପୂର୍ବ ବୋର୍ନୋ ରାଜ୍ୟରେ ସେନା ଗାଡ଼ି ଉପରେ ଆକ୍ରମଣ ହୋଇଛି । ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଓ ଗୁଳିମାଡ଼ରେ ଅତି କମରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି   । ସୂଚନା ଅନୁସାରେ, ଶନିବାର ଗାମ୍ବୋରୁ ବାଟାଲିୟନର ସୈନିକମାନେ ଗାମ୍ବୋରୁ ନଗାଲା ଓ ପଡ଼ୋଶୀ ଦେଶ କାମେରୁନକୁ ସଂଯୋଗ କରୁଥିବା…

ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିଲା ଟିମ୍ ଇଣ୍ଡିଆ,ଅକ୍ଟୋବର ୨୨ ରୁ ନଭେମ୍ବର ୧ ପର୍ୟ୍ୟନ୍ତ ଖେଳାଯିବ ଟି-୨୦ ସିରିଜ୍

ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ଖ୍ରୀଷ୍ଟଚର୍ଚ୍ଚରେ ଗମ୍ଭୀରଙ୍କ ସହ ପ୍ରଥମ ଗ୍ରୁପ୍ ପହଞ୍ଚିଛି । ଟି-୨୦ ସିରିଜ୍ ପାଇଁ ଭୁବନେଶ୍ୱର ଓ ବୈଭବଙ୍କ ସହ ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିଲା ପ୍ରଥମ ଟିମ୍ । ଭାରତୀୟ ଟିମର ପ୍ରଥମ ଗ୍ରୁପ୍ ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣ ଦ୍ଵୀପରେ ଥିବା…

ଆମକୁ ଭାରତ ମାର ଶତ୍ରୁଙ୍କୁ ଚିହ୍ନଟ କରିବାକୁ ପଡ଼ିବ, ପରାସ୍ତ କରିବାକୁ ପଡିବ ଏବଂ ରାଷ୍ଟ୍ର ପ୍ରଥମେ ପ୍ରତିଜ୍ଞା ନେଇ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଶହରା ସମାରୋହ ଉତ୍ସହରେ ଯୋଗ ଦେଇ ଦେଶ ସାମନାରେ ଥିବା ଆହ୍ୱାନର ଏକାଠି ମୁକାବିଲା ପାଇଁ ବାର୍ତ୍ତା ଦେଇଛନ୍ତି । ରବାଣ ପୋଡ଼ି ପରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମ୍ୱୋଧନରେ ଦେଶର ତିନି ଶତ୍ରୁଙ୍କ କଥା ଉଲ୍ଲେଖ କରିଛନ୍ତି । ଦେଶର ସମ୍ମାନକୁ ଆଘାତ କରୁଥିବା…