ଆଜି ପବିତ୍ର ଜନ୍ମାଷ୍ଟମୀ , ଏହି ମନ୍ତ୍ର ଜପ କଲେ ଜୀବନର ବିଭିନ୍ନ ସମସ୍ୟାରୁ ମିଳିବ ମୁକ୍ତି
ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ଏହି ଦିନ ବିଭିନ୍ନ ମନ୍ଦିରରେ ଶ୍ରୀକୃଷ୍ଣଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ରାତି ୧୨ଟାରେ ଜନ୍ମୋତ୍ସବ ପାଳନ ହେବ। ଧାର୍ମିକ ବିଶ୍ୱାସ ଅନୁସାରେ, ଜନ୍ମାଷ୍ଟମୀ ଦିନ ଯଦି ଆପଣଙ୍କ ଜୀବନରେ କୌଣସି ସଙ୍କଟ ରହିଛି, ଆର୍ଥିକ ସମସ୍ୟା, ଋଣଭାର,…