ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟ ରାଷ୍ଟ୍ରପତିଙ୍କୁ ଉପହାର ପେଟି

ପୁରୀରେ ପ୍ରତିବର୍ଷ ଭଳି ଆୟୋଜିତ ହୋଇଛି 'ପଲ୍ଲିଶ୍ରୀ ମେଳା' । ‘ପଲ୍ଲୀ’ର ଅର୍ଥ ହେଉଛି ‘ଗାଁ’ ଏବଂ 'ଶ୍ରୀ' ଅର୍ଥ ହେଉଛି ‘ଲକ୍ଷ୍ମୀ’, ଅର୍ଥାତ୍ ‘ଗାଁର ଲକ୍ଷ୍ମୀ’ ଅର୍ଥାତ୍ ଯେଉଁମାନେ ଓଡ଼ିଶାର ପ୍ରତି ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଭାବରେ କାର୍ଯ୍ୟ କରୁଛନ୍ତି । ‘ପଲ୍ଲିଶ୍ରୀ…

ଅଧିକ ପେଷ୍ଟର ବ୍ୟବହାର ଦାନ୍ତ ପାଇଁ ହୋଇପାରେ କ୍ଷତିକାରକ

ଟୁଥ୍‌ପେଷ୍ଟର ବ୍ୟବହାର ଦାନ୍ତ ଓ ପାଟିକୁ ସୁସ୍ଥ ରଖିବା ସହିତ ମୁଖ ଦୁୁର୍ଗନ୍ଧରୁ ମୁକ୍ତି ଦେଇଥାଏ। ବ୍ରଶ୍‌ କରିବା ସମୟରେ ଯେତେ ଅଧିକ ଟୁଥ୍‌ପେଷ୍ଟର ବ୍ୟବହାର କରାଯିବ ସେତେ ଅଧିକ ଦାନ୍ତ ସଫା ହେବ ବୋଲି ଅନେକେ ଭାବନ୍ତି। ମାତ୍ର ଏହା ଭୁଲ୍‌। ଅଧିକ ପେଷ୍ଟ ବ୍ୟବହାର କରିବା ଫଳରେ ଦାନ୍ତକୁ…

ଏଫ୍‌ଏସ୍‌ଏସ୍‌ଏଆଇ ନୂଆ ନିୟମ ଆଣିବ

ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ) ପ୍ୟାକେଜ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା କମ୍ପାନୀଗୁଡିକ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି ନେଇଛି। ବୋଲ୍ଡ ଅକ୍ଷରରେ ପ୍ୟାକେଜ ଖାଦ୍ୟ ପଦାର୍ଥରେ ଲୁଣ, ଚିନି ଏବଂ ସାଚୁରେଟେଡ୍‌ ଫ୍ୟାଟ୍‌ ବିଷୟରେ…

ମାଉସୀ ଘରେ ପହଞ୍ଚିଲେ ତିନିଠାକୁର

ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ପୂର୍ବରୁ ଗୁଣ୍ଡିଚାମନ୍ଦିର ପାଖ ଶରଧାବାଲିରେ ପହଞ୍ଚିଥିଲେ ବଡବାଡସାମନ୍ତ ବଡ଼ଠାକୁର ଶ୍ରୀବଳଦେବ ଗୋସାଇଁ ଓ ହଳଦୀମୁଖୀ ମା’ ସୁଭଦ୍ରା। ବଳଭଦ୍ରଙ୍କ ତାଳଧ୍ବଜ ପରେ ତାଙ୍କ ପଛେ ପଛେ ଘର୍ଘରନାଦ କରି ଆସି ପହଞ୍ଚିଥିଲା…

ଓଡ଼ିଶାରେ ନିଯୁକ୍ତି ବ୍ୟବସ୍ଥାରେ ଆସିବ ପରିବର୍ତ୍ତନ

ରାଜ୍ୟର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଯଥାଶୀଘ୍ର ଏହି ଖାଲିସ୍ଥାନରେ ନୂଆ ପିଯୁକ୍ତି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ପରୀକ୍ଷା ପଦ୍ଧତିରେ ମଧ୍ୟ ସଂସ୍କାର ଆଣିବା ପାଇଁ ନିଷ୍ପତ୍ତି ଶୁଣାଇଛନ୍ତି…

ଖୁବ ଶୀଘ୍ର ଓଟିଟିରେ ରିଲିଜ୍ ହେବ କଲ୍କି

ବକ୍ସ ଅଫିସରେ ଧମାଲ କରିଛି ନିକଟରେ ରିଲିଜ୍ ହୋଇଥିବା 2898 AD । କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଫିଲ୍ମକୁ ନେଇ କ୍ରେଜ୍ ଦେଖିବାକୁ ମିଳିଛି । ରିଲିଜ୍ ହେବାର ମାତ୍ର ୧୧ ଦିନରେ ଫିଲ୍ମ ୫୦୦ କୋଟିରୁ ଉର୍ଦ୍ଧ୍ୱ କଲେକ୍ସନ୍ କରିଛି । ଏହି ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛି…

ବିଏସଏନଏଲର ୩୦୦ ଦିନିଆ ରିଚାର୍ଜ ପ୍ଲାନ

ଭାରତୀୟ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର। ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ସେମାନଙ୍କ ମୋବାଇଲ୍ ରିଚାର୍ଜ ଯୋଜନାକୁ ମହଙ୍ଗା କରିଛନ୍ତି। ହେଲେ ଇତିମଧ୍ୟରେ ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍ ଲଞ୍ଚ କରି ଚର୍ଚ୍ଚାରେ ବିଏସଏନଏଲ କେବଳ ଶସ୍ତା ସ୍ୱଳ୍ପ ମିଆଦି ଯୋଜନା ନାହିଁ, ଦୀର୍ଘ…

ମୌସୁମୀ ବର୍ଷାରେ ମୁମ୍ବାଇର ସ୍ଥିତି ବେହାଲ, ସବୁଠି ପସିଲା ପାଣି

ମୌସୁମୀ ବର୍ଷାରେ ମାୟାନଗରୀ ମୁମ୍ବାଇର ସ୍ଥିତି ବେହାଲ ହୋଇଛି । ମୁମ୍ବାଇରେ ଗତ ୬ ଘଣ୍ଟା ମଧ୍ୟରେ ୩୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଫଳରେ ପୁରା ସହର ଜଳମଗ୍ନ ହୋଇଯାଇଛି । ରେଲୱେ ଟ୍ରାକଠାରୁ ଆରମ୍ଭ କରି ରାସ୍ତାଘାଟ, ଘର ସବୁଠି ପଶିଛି ବର୍ଷା ପାଣି  । ପୁରା ସହର ଯେମିତି କୃତ୍ରିମ…

ଶତକ ହାସଲ ପରେ ବଡ଼ ଖୁଲାସା କଲେ ଅଭିଷେକ

ଅଭିଷେକ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚରେ ଖାତା ନ ଖୋଲି ଆଉଟ ହୋଇଥିଲେ। ପରେ ତାଙ୍କୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା। କିନ୍ତୁ ତାଙ୍କ କ୍ୟାରିୟରର ଦ୍ୱିତୀୟ ମ୍ୟାଚରେ ଅଭିଷେକ ଏକ ଚମତ୍କାର ଶତକ ସ୍କୋର କରି ସମସ୍ତଙ୍କ ଜବାବ ଦେଇଥିଲେ। ଭାରତ ଏବଂ ଜିମ୍ବାୱେ ମଧ୍ୟରେ…

ଆଜିର ରାଶିଫଳ

ମେଷ: କୌଣସି କାମରେ କମ୍ ପରିଶ୍ରମ କରି ଅଧିକ ଲାଭ ପାଇବେ। ନୂଆ ଦାୟିତ୍ବ ଭଲଭାବେ ତୁଲାଇବାକୁ ଚେଷ୍ଟା କରିବେ। ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବ। ଛାତ୍ରଙ୍କ ଲାଗି ଦିନଟି ଶିକ୍ଷଣୀୟ ହେବ। ‌ ବୃଷ: ଭାବିଥିବା କାମ ନିଜ ସାମର୍ଥ୍ୟ ବଳରେ ପୂରା କରିବେ। ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି।…