ରୁଷିଆ କାହାର ସଚ୍ଚା ବନ୍ଧୁ?

ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ରଣନୀତି ଏବଂ ବ୍ୟକ୍ତିତ୍ୱ ବିଷୟରେ ଜାଣିବା। ଶୀତଳ ଯୁଦ୍ଧର ଯୁଗ ଶେଷ ହୋଇଛି। ଏହା ସତ୍ତ୍ୱେ ପାଶ୍ଚାତ୍ୟ ଏବଂ ରୁଷିଆ ମଧ୍ୟରେ ବିବାଦ ବର୍ତ୍ତମାନ ଶିଖରରେ ରହିଛି। ପରମାଣୁ ଯୁଦ୍ଧର ସୀମା ଉପରେ ବିଶ୍ୱ ଛିଡା ହୋଇଛି।ଏହି ପରିବର୍ତ୍ତିତ ଦୁନିଆରେ ଯଦି…

୧୪ରେ ଲଘୁଚାପ

ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରୁ ବର୍ଷା ଉଭାନ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପୂର୍ବାନୁମାନ କରିଛି । ତେବେ ୧୪ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ ବୋଲି କୃଷି ପାଣିପାଗବିତ୍ ଡ.ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।ସୋମବାର ଭୁବନେଶ୍ୱରରେ…

ପରଲୋକରେ ଉଷା ଉତ୍ଥୁପଙ୍କ ପତି

ବଲିଉଡର ଲୋକପ୍ରିୟ ଗାୟିକା ପଦ୍ମଭୂଷଣ ସମ୍ମାନପ୍ରାପ୍ତ କଣ୍ଠଶିଳ୍ପୀ ଉଷା ଉତ୍ଥୁପଙ୍କ ଘରେ ଶୋକର ଛାୟା ଖେଳିଯାଇଛି । ଉଷାଙ୍କ ପତି ଜାନୀ ଚାକୋ ଉତ୍ଥୁପ ଆଜି ଚିକିତ୍ସିତ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି । କାର୍ଡିୟକ ଆରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ରିପୋର୍ଟ…

ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରୀ ଜାମୁକୋଳି

ମଧୁମେହ ରୋଗୀଙ୍କୁ ବିଭିନ୍ନ ପ୍ରକାର ଫଳ ଖାଇବାକୁ ବାରଣ କରାଯାଉ ଥିଲେ ମଧ୍ୟ ଜାମୁକୋଳି ଏକ ଏପରି ଫଳ ଯାହା ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରୀ। କେବଳ ଜାମୁକୋଳି ନୁହେଁ, ଏହାର ପତ୍ର, ଫଳ ଏବଂ ମଞ୍ଜି ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ। ଏହାକୁ କିପରି ବ୍ୟବହାର…

ସିନେମା ଓ ସୋ’ ଦେଖୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ବିକଳ୍ପ ଆଣିଛି ଭୋଡାଫୋନ-ଆଇଡିଆ

କୌଣସି ଟେଲିକମ୍ ଅପରେଟରଙ୍କ ସବୁଠାରୁ ଶସ୍ତା ପ୍ଲାନ୍ ୧୦୦ ଟଙ୍କାରୁ କମ୍ ନାହିଁ। ଏଭଳି ସ୍ଥିତିରେ ଭୋଡାଫୋନ୍-ଆଇଡିଆ (ଭି) ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରକାରର ପ୍ଲାନ୍ ଦିଆଯାଉଛି, ଯେଉଁଥିରେ ଇଣ୍ଟରନେଟ୍ ଡାଟା ସହ ମାଗଣା ଓଟିଟି ଆପ୍ ସବସ୍କ୍ରିପସନ ପ୍ରଦାନ କରାଯାଉଛି। ଭାରତରେ ସିନେମା ଓ ସୋ’…

ଏହି ଦିନ ହେବ ଆମାଜନ ପ୍ରାଇମ ଡେ ବା ଏପିଡିର ୮ମ ସଂସ୍କରଣର ଶୁଭାରମ୍ଭ

ଆମାଜନ ଇଣ୍ଡିଆର ବହୁ ପ୍ରତୀକ୍ଷିତ ସେଲ୍‌ ‘ଆମାଜନ ପ୍ରାଇମ ଡେ ବା ଏପିଡିର ୮ମ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସେଲ ୨୦୨୪ ଜୁଲାଇ ୨୦ ରାତି ୧୨ ଘଟିକାରୁ ଆରମ୍ଭ ହୋଇ ଜୁଲାଇ ୨୧ ରାତି ୧୧ଟା ୫୯ ମିନିଟ ପର୍ଯ୍ୟନ୍ତ ଚାଲିବ। ସେହିଭଳି ଭାରତରେ ଦୁଇଦିନ ଧରି…

ସରକାରୀ ଜମିରୁ ହଟିବ ବେଆଇନ ଦଖଲ

ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମିଗୁଡ଼ିକ ମୁଖ୍ୟତଃ…

ବହୁମତ ସାବ୍ୟସ୍ତ କଲେ ହେମନ୍ତ ସୋରେନ

ଝାଡଖଣ୍ଡ ବିଧାନସଭାରେ ଫ୍ଲୋର ଟେଷ୍ଟ ଶେଷ ହେବା ସହ ବହୁମତର ପ୍ରମାଣ ଦେଇଛନ୍ତି ହେମନ୍ତ ସୋରେନ । ହେମନ୍ତ ସୋରେନଙ୍କ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସୋମବାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଥିଲେ ହେମନ୍ତ । ଫ୍ଲୋର…

ଟିମ ଇଣ୍ଡିଆ ବିଶ୍ବକପ ଜିତିବା ପରେ ଜାଣନ୍ତୁ କାହାକୁ ମିଳିବ କେତେ ପୁରୁସ୍କାର ରାଶି

ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ ୨୦୨୪ରେ ଟାଇଟଲ ଜିତିବା ମାତ୍ରେ ଭାରତୀୟ କ୍ରିକେଟ ବୋର୍ଡ ୧୨୫କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ତା’ପରେ, ଯେତେବେଳେ ଜୁଲାଇ ୪ରେ ଟିମ ଇଣ୍ଡିଆ ଟ୍ରଫି ନେଇ ଭାରତ ଫେରିଥିଲା, ସେତେବେଳେ ଉତ୍ସବ ସମୟରେ ବୋର୍ଡ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଏକ…

ଭଜନକୁ ନେଇ ହ୍ୟୁମାନ୍ ସାଗର ଓ ତାଙ୍କ ସହ ସିଙ୍ଗର ନାଁ ରେ ମାମଲା ରୁଜୁ

ପୁଣି ଥରେ ସମସ୍ୟାରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର । ତାଙ୍କ ସହ ସିଙ୍ଗର ରୁକୁ ସୁନାଙ୍କ ନାଁରେ ମଧ୍ୟ ମାମଲା ରୁଜୁୁ ହୋଇଛି । ଏଥର ଭଜନକୁ ନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି ।  ଅଭିଯୋଗ କରିଛନ୍ତି …