କାଳବୈଶାଖୀ ପ୍ରଭାବ ଆସନ୍ତା ୧୦ ଯାଏ ରହିବ ,ତାତିରୁ ମିଳିବ ତ୍ରାହି
ପ୍ରଚଣ୍ଡ ବଜ୍ରପାତ। ସାଂଘାତିକ ପବନ। ତା’ସାଙ୍ଗକୁ ନିର୍ଘାତ୍ କୁଆପଥର ମାଡ଼ । ସୋମବାର ଅପରାହ୍ନରେ ବି ଭୟାନକ ରୂପ ଦେଖାଇଲା କାଳବୈଶାଖୀ। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡରେ ନିର୍ଧୁମ ବର୍ଷିଲା କୁଆପଥର। ପାଟଣାଗଡ଼, ବେଲପଡ଼ା, ଖପ୍ରାଖୋଲରେ କିଲୋମିଟର କିଲୋମିଟର ପିଚୁ ରାସ୍ତା କୁଆପଥର…