Browsing Tag

#odisha

ଭାରତରେ ଔଷଧ ର ଦାମ ୨,୫୦୦ ଆମେରିକାରେ ତାହା ୪୨,୦୦୦ ଟଙ୍କା

ଆମେରିକାର ବ୍ୟୟବହୁଳ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ନେଇ ଭାରତରେ ଚର୍ଚ୍ଚା । ଜଣେ ଭାରତୀୟ ବରିଷ୍ଠ ନାଗରିକଙ୍କ ଅନୁଭୂତି ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଭାରତରେ ମାତ୍ର ୨,୫୦୦ ଟଙ୍କାରେ ମିଳୁଥିବା ଔଷଧ ପାଇଁ ତାଙ୍କୁ ଆମେରିକାରେ ପ୍ରାୟ ୪୨,୦୦୦ ଟଙ୍କା ଗଣିବାକୁ ପଡ଼ିଛି । ଏହା…

ମାରୁତି ସୁଜୁକି ଭିକ୍ଟୋରିସ୍‌ ଉପରେ ସର୍ବାଧିକ ୨ ଲକ୍ଷ ଟଙ୍କାର ରିହାତି

ମାରୁତି ସୁଜୁକି ପକ୍ଷରୁ ଆରେନା ସୋରୁମ୍‌ଗୁଡ଼ିକ‌ରେ ବିକ୍ରି ହେଉଥିବା ମଡେଲ୍‌ଗୁଡ଼ିକ ଉପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି। ଜୁଲାଇ ମାସରେ ଏହି ରିହାତି ସହିତ ଗ୍ରାହକମାନେ ଏକ୍ସଚେଞ୍ଜ ବୋନସ୍‌, ସ୍କ୍ରାପେଜ୍‌ ଲାଭ, ଲୟାଲ୍‌ଟି ରିୱାର୍ଡ ଓ ସଂସ୍ଥାଗତ ଅଫର ପାଇପାରିବେ…

ଏସବିଆଇରେ ୧୫୦୦ ପିଓ ପଦବୀ ପାଇଁ ହେବ ନିଯୁକ୍ତି ,ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ ନିଯୁକ୍ତି ପ୍ରକ୍ରିୟା

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଚଳିତ ବର୍ଷ ୧୫୦୦ ପ୍ରୋବେସନାରୀ ଅଧିକାରୀ (ପିଓ) ନିଯୁକ୍ତି ନେଇ ଯୋଜନା କରିଛି। ଏ ନେଇ ନିଯୁକ୍ତି ପ୍ରକ୍ରିୟା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ। ମୋଟ ୧୫୦୦ ପଦବୀ ମଧ୍ଯରୁ ୧୪୪୬ଟି ନିୟମିତ ଏବଂ ୫୪ଟି ବ୍ୟାକଲଗ୍ ପଦବୀ ରହିଛି। ଆବେଦନକାରୀ…

ରିଳିଜର ହେବାର ମାତ୍ର ୨ ଦିନ ପରେ OTTରୁ ହଟିଗଲା ଦିଲଜୀତ ଦୋସାଞ୍ଜଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସତଲୁଜ’

ଞ୍ଜାବୀ ଗାୟକ ଓ ଅଭିନେତା ଦିଲଜୀତ ଦୋସାଞ୍ଜଙ୍କୁ ନେଇ ପୁଣି ଥରେ ବଢ଼ିଛି ବିବାଦ। OTT ପ୍ଲାଟଫର୍ମରୁ ତାଙ୍କ ଫିଲ୍ମ 'ସତଲୁଜ'କୁ ହଟାଇ ଦିଆଯାଇଥିବା ଅଭିଯୋଗ ପରେ ଆରମ୍ଭ ହୋଇଛି ଜୋରଦାର ହଙ୍ଗାମା। ଏହାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ତୀବ୍ର ହୋଇଥିବା ବେଳେ, ଦିଲଜୀତଙ୍କ ସମର୍ଥନରେ…

ମହାରାଷ୍ଟ୍ରରେ ଲଗାଣ ବର୍ଷା ,ଦୁଇଟି ସ୍ଥାନରେ ଭୂସ୍ଖଳନ,ୱାର୍କ ଫ୍ରମ ହୋମ୍ ନିୟମ ଲାଗୁ

ମହାରାଷ୍ଟ୍ରରେ ଲଗାତାର ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଜନଜବୀନ ଅସ୍ତବ୍ୟସ୍ତ ହୋଇପଡିଛି । ମୁମ୍ବାଇର ଦୁଇଟି ସ୍ଥାନରେ ଭୂସ୍ଖଳନ ହୋଇଛି । ଲୋକମାନେ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମକୁ ପଠାଯାଇଛି । ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଏବଂ ପୁରୁଣା ରାଜପଥକୁ…

ଭେନେଜୁଏଲା ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଭି.କେ. ପାଣ୍ଡିଆନ: ଉଦ୍ଧାର କାର୍ଯ୍ୟର ସମୀକ୍ଷା ସହ ପ୍ରମୁଖ ନେତାଙ୍କ ସହ…

ଓଡ଼ିଶାର ପୂର୍ବତନ ପ୍ରଶାସକ ତଥା ବିଜେଡି ନେତା ଭି.କେ. ପାଣ୍ଡିଆନ ବର୍ତ୍ତମାନ ଭେନେଜୁଏଲା ଗସ୍ତରେ ଅଛନ୍ତି। ସେ ସେଠାରେ ଭୟାବହ ଭୂକମ୍ପରେ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡ଼ିକ ପରିଦର୍ଶନ କରିବା ସହ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଟିମ୍ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ…

ଏଣିକି ତୃତୀୟରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କୁ ଚାରୋଟି ପରୀକ୍ଷା ଦେବାକୁ ହେବ

ଏଣିକି ବର୍ଷକୁ ଗୋଟିଏ କିମ୍ବା ଦୁଇଟି ନୁହେଁ । ୪ଟି ପରୀକ୍ଷା ଦେବେ ପିଲା । ତୃତୀୟରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କୁ ଚାରୋଟି ପରୀକ୍ଷା ଦେବାକୁ ହେବ । ପ୍ରଥମ ଏବଂ ଦ୍ୱିତୀୟ ପରୀକ୍ଷା ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ହେବ । ସେହିପରି ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ବାକି ଦୁଇଟି…

ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଦେଲେ ଇସ୍ତଫା, ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରି ଛାଡିଥିବା ନେଇ ଦର୍ଶାଇଛନ୍ତି

ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଇସ୍ତଫା ଦେଇଥିବା ସୂଚନା ମିଳିଛି । ତେବେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରି ଛାଡିଥିବା ନେଇ ଦର୍ଶାଇଛନ୍ତି । ତେବେ ତାଙ୍କ ଇସ୍ତଫା ନେଇ ସରକାରୀ ଭାବେ କିଛି କୁହାଯାଇ ନାହିଁ । ୨୦୧୩ ବ୍ୟାଚ୍ ର ଆଇପିଏସ୍ ଅଫିସର…

ପ୍ରବଳ ବର୍ଷା ପାଇଁ ସ୍କୁଲ, କଲେଜ ଛୁଟି ,ଆଜି ୭ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ପ୍ରବଳ ବର୍ଷା ପାଇଁ ସ୍କୁଲ, କଲେଜ ଛୁଟି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ୭ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ, ବଲାଙ୍ଗିରରେ…

କିପରି କଟିବ ଆଜିର ଦିନ

ମେଷ: ଆଜି ଆପଣ ମନୋରଞ୍ଜନ ଏବଂ ଭ୍ରମଣରେ ବିତାଇ ପାରିବେ । ଆପଣଙ୍କ ଜୀବନସାଥୀଙ୍କ ଠାରୁ ସମର୍ଥନ ପାଇବେ । ବ୍ୟବସାୟରେ ନୂତନ ସୁଯୋଗ ମିଳିବ । ଆପଣ ଆପଣଙ୍କର ଶିକ୍ଷାରେ ଉନ୍ନତି କରିବେ । କାର୍ଯ୍ୟାଳୟରେ ବହୁତ କାମ ହେବ । ଆପଣ ସାର୍ବଜନୀନ ଏବଂ ସାମାଜିକ ଜୀବନରେ ସଫଳତା ପାଇବେ । ମାନସିକ ଚାପରୁ…