Browsing Tag

#odisha

ଆଜି ଅନବସର ଦଶମୀ ତିଥିରେ ମହାପ୍ରଭୁଙ୍କ ଚକା ଅପସର ନୀତି

ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ଜରରେ ପୀଡ଼ିତ ଚତୁର୍ଦ୍ଦାବିଗ୍ରହଙ୍କର ସୁସ୍ଥତା ପାଇଁ ଚାଲିଛି ଗୁପ୍ତ ଉପଚାର । ଆଜି ଅନବସର ଦଶମୀ ତିଥିରେ ହେବ ମହାପ୍ରଭୁଙ୍କ ଚକା ଅପସର ନୀତି । ସେପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ…

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି , ଆରମ୍ଭରୁ କିସ୍ତି ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ…

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି । ଆରମ୍ଭରୁ କିସ୍ତି ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକକାଳୀନ କିସ୍ତି ମିଳିବ। ସୁଭଦ୍ରା ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହା ପୂର୍ବରୁ ୨୦୨୬-୨୦୨୭ ବର୍ଷରେ ନୂଆ ୩ ଲକ୍ଷ ୧୭ ହଜାର ୯୬୬…

ଏପ୍ରିଲରୁ ମେ’ ମାସ ମଧ୍ୟରେ ହେବ ପଂଚାୟତ ନିର୍ବାଚନ

ଏଥର ସାମାନ୍ୟ ବିଳମ୍ବ ହେବ ପଂଚାୟତ ନିର୍ବାଚନ । ଏପ୍ରିଲରୁ ମେ’ ମାସ ମଧ୍ୟରେ ହେବ ପଂଚାୟତ ନିର୍ବାଚନ । ‘ରାଜ୍ୟରେ ଏସ୍‌ଆଇଆର୍‌ କାର୍ଯ୍ୟ ଚାଲିରହିଥିବାରୁ ତାହା ସରୁ ସରୁ ସାମାନ୍ୟ ବିଳମ୍ବ ହେବ । SIR କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ନିର୍ବାଚନ କରାଇବା ସମ୍ଭବ ହେବନି । ୨୦୨୭ ମାର୍ଚ୍ଚ…

୧୪ ବା ୧୫ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି,ପୁଣି ବର୍ଷା ବଢ଼ିବ

ରଥଯାତ୍ରା ସମୟରେ ରାଜ୍ୟରେ ପୁଣି ବର୍ଷା ବଢ଼ିବ । ୧୪ ବା ୧୫ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୧୭ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଏହି ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ…

ଏଣିକି ସପ୍ତାହକୁ ମାତ୍ର ଥରେ ମଧୁମେହ ରୋଗୀ ନେବେ ଇନସୁଲିନ୍

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର । ଏଣିକି ପ୍ରତିଦିନ ନେବାକୁ ପଡିବନି ଇନସୁଲିନ୍ । ସପ୍ତାହକୁ ମାତ୍ର ଥରେ ନେବେ ଇଞ୍ଜେକ୍ସନ। ଭାରତରେ ଲଞ୍ଚ ହେଲା ବିଶ୍ୱର ପ୍ରଥମ ଏବଂ ଏକମାତ୍ର ସପ୍ତାହକୁ ଥରେ ନେଉଥିବା ଇନସୁଲିନ୍ । ଡେନମାର୍କର ଔଷଧ ନିର୍ମାତା କମ୍ପାନୀ ନୋଭୋ ନରଡିସ୍କ ଲଞ୍ଚ କରିଥିବା ଏହି…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ବିଳମ୍ବିତ କାର୍ଯ୍ୟଗୁଡ଼ିକ ସମାପ୍ତ ହେବ । ଆପଣଙ୍କୁ ପ୍ରିୟଜନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିବ । ଆଶା ଏବଂ ଉତ୍ସାହ ଆପଣଙ୍କ କାର୍ଯ୍ୟକଳାପକୁ ବୃଦ୍ଧି କରିବ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାର ସଦସ୍ୟମାନେ ସାହାଯ୍ୟ କରିବେ, ଏବଂ ଆପଣ ଆର୍ଥିକ ଅସୁବିଧାରୁ ମଧ୍ୟ ମୁକ୍ତି ଅନୁଭବ…

Jio ତାର ସ୍ମାର୍ଟ ଟିଭି ୟୁଜର୍ସଙ୍କ ପାଇଁ ନୂଆ TV Pro ପ୍ୟାକ୍ ଲଞ୍ଚ କରିଛି ,୫୫ ଟଙ୍କାରେ ୩୦ ଦିନର ଭ୍ୟାଲିଡିଟି ଅଫର

Jio ତାର ସ୍ମାର୍ଟ ଟିଭି ୟୁଜର୍ସଙ୍କ ପାଇଁ ନୂଆ TV Pro ପ୍ୟାକ୍ ଲଞ୍ଚ କରିଛି । ଯେଉଁଥିରେ ୟୁଜର୍ସଙ୍କୁ ୫୫ ଟଙ୍କାରେ ୩୦ ଦିନର ଭ୍ୟାଲିଡିଟି ଅଫର ଦିଆଯାଇଛି । ଯଦି ମିଳୁଥିବା ବେନିଫିଟ୍ସ କଥା କୁହାଯାଏ ତେବେ ୫୫ ଟଙ୍କାର ପ୍ଲାନରେ ୟୁଜର୍ସଙ୍କୁ ୧୦୦୦ରୁ ଅଧିକ ଲାଇଭ ଟିଭି ଚ୍ୟାନେଲର ଲାଭ…

ଇଜିପ୍ଟକୁ ହରାଇ କ୍ୱାର୍ଟର ଫାଇନାଲ୍ ଦୌଡ଼ରେ ଆର୍ଜେଣ୍ଟିନା

କମ୍ ବ୍ୟାକ୍ କିଙ୍ଗ୍ ମେସିଙ୍କ ଜଲୱା  । ଇଜିପ୍ଟକୁ ହରାଇ କ୍ୱାର୍ଟର ଫାଇନାଲ୍ ଦୌଡ଼ରେ ଆର୍ଜେଣ୍ଟିନା । ଇଜିପ୍ଟର ସ୍ୱପ୍ନ ଚୂରମାର୍  ।  ୩୯  ବର୍ଷ ବୟସରେ ମଧ୍ୟ ସେହି ସେମ୍  ମ୍ୟାଜିକ୍ ।  ବିଶ୍ୱକପ୍ ରୁ ବିଦା ହେବାରୁ ବଞ୍ଚାଇଲେ ମେସି।  ! ୦-୨ ରେ ପଛୁଆ ଥାଇ ମଧ୍ୟ ଇଜିପ୍ଟକୁ ୩-୨ ରେ ଧୂଳି…

ଜାକର୍ତ୍ତାରେ କୁଛ କୁଛ ହୋତା ହୈକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଖୁସିରେ ପୋଷ୍ଟ ସେୟାର କଲେ କରଣ ଜୋହର

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏକ କାର୍ଯ୍ୟକ୍ରମ ସମୟରେ ବଲିଉଡର ସୁପରହିଟ୍ ଫିଲ୍ମ ‘କୁଛ କୁଛ ହୋତା ହୈ’ର ପ୍ରଶଂସା କରିଥିଲେ । ଯାହା ପରେ କରଣ ଜୋହର ଖୁସି ପ୍ରକାଶ କରିଥିଲେ ଏବଂ ଏକ ପୋଷ୍ଟ ସେୟାର କରିଥିଲେ । ଜାକର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ବିଷୟରେ…

ଉତ୍ତମ ଶିକ୍ଷା ଏବଂ ଚାକିରି ପାଇଁ ବିଶ୍ୱର ୧ ନମ୍ବର ସ୍ଥାନ ଅଧିକାର କରିଛି ସ୍ବିଜରଲ୍ୟାଣ୍ଡ୍

ହେନଲେ ଅପର୍ଚୁନିଟି ଇଣ୍ଡେକ୍ସ-୨୦୨୬ (Henley Opportunity Index-2026)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଉତ୍ତମ ଶିକ୍ଷା ଏବଂ ଚାକିରି ପାଇଁ ବିଶ୍ୱର ଶ୍ରେଷ୍ଠ ୧୫ଟି ଦେଶର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ଭଲ ପାଠପଢ଼ା ଏବଂ ଚାକିରି ପାଇଁ…